ଭଦ୍ରକ ଜିଲ୍ଲାର ମୁଖ୍ୟ ହସପିଟାଲରେ ଥିବା କୋଭିଡ କେୟାର ସେଣ୍ଟରରେ ସର୍ଟସର୍କିଟ କାରଣରୁ ନିଆଁ ଲାଗିଛି । ମେଡିକାଲର ତଳ ଫ୍ଲୋରରେ ଥିବା ଡିଜି ରୁମ୍ ରୁ ନିଆଁ ଲାଗିଛି ।
Category: Regional
ବାହାଘର ଅତିଥି ଲକ୍ଡାଉନ୍ ନିୟମ ଭଙ୍ଗ କରି ବେଙ୍ଗଡିଆଁ ଡେଇଁଲେ :
ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲାର ଏକ ବିବାହ ଉତ୍ସବରେ ଯୋଗ ଦେଇଥିବା ଅତିଥିମାନେ କଳ୍ପନା କରିନଥିଲେ ଯେ ଗୋଟିଏ ବିବାହ ଉତ୍ସବରେ ଯୋଗଦେବା ପାଇଁ ସେମାନେଙ୍କୁ କଣ କଣ କରିବାକୁ ପଡିବ।
ପୁରୀ ରଥ ଖଳାରେ ବଢୁଛି ସଂକ୍ରମଣ, ବାୟୋ ବବଲରେ ହେବ ରଥ ନିର୍ମାଣ କାର୍ଯ୍ୟ
ପୁରୀରେ ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ରଥ ନିର୍ମାଣ କାର୍ଯ୍ୟ କୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଛି ଯେଉଁଥିରେ ରଥ ନିର୍ମାଣ କାର୍ଯ୍ୟ ପାଇଁ ବାୟୋ ବବଲ ର ବ୍ୟବସ୍ଥା କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି ।
ବ୍ଲାକ୍ ଫଙ୍ଗସକୁ ରାଜ୍ୟରେ ମହାମାରୀ ଘୋଷଣା କଲେ ସରକାର
ରାଜ୍ୟରେ ବଢୁଥିବା ବ୍ଲକ୍ ଫଙ୍ଗସ୍ ସଂକ୍ରମଣ ଏବଂ କେନ୍ଦ୍ର ସରକାରଙ୍କ ନିର୍ଦେଶକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଆଜି ରାଜ୍ୟରେ ବ୍ଲାକ୍ ଫଙ୍ଗସ୍ (ମୁକର୍ମାଇକୋସିସ୍) କୁ ମହାମାରୀ ଘୋଷଣା କରିଛନ୍ତି ।
କଳାବଜାରୀଙ୍କ କଳା କIରନାମା: କରୋନା ମହାମାରୀ ସମୟରେ ଚାଲିଛି ଅକ୍ସିଜେନ କଳାବଜାର,୩୯ ସିଲିଣ୍ଡର ଜବତ-
କରୋନା ମହାମାରୀ ସମୟରେ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଅକ୍ସିଜେନ ସିଲିଣ୍ଡରର ଘୋର ଅଭାବ ଦେଖାଦେଇଛି। ହେଲେ କଳାବଜାରୀଙ୍କ କବଜାରେ ବିପୁଳ ପରିମାଣରେ ଅକ୍ସିଜାନ ସିଲିଣ୍ଡର।
ଆଶାକର୍ମୀଙ୍କୁ ଗୁରୁଦାୟିତ୍ବ : ଆସନ୍ତା ମେ ୨୪ ତାରିଖରୁ ୩ ମାସ ପର୍ଯ୍ୟନ୍ତ ଘରକୁ ଘର କରୋନା ସର୍ଭେ ପାଇଁ ଆକ୍ସନ ପ୍ଲାନ୍ ପ୍ରସ୍ତୁତ-
ଆସନ୍ତା ମେ ୨୪ ତାରିଖରୁ ୩ ମାସ ପର୍ଯ୍ୟନ୍ତ ଘରକୁ ଘର କରୋନା ସର୍ଭେ ପାଇଁ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରାଯାଇଛି। ସେହି କୋଭିଡ୍ ପରିଚାଳନା ପାଇଁ ଆଶାକର୍ମୀମାନଙ୍କୁ ଗୁରୁଦାୟିତ୍ବ ଦିଆଯିବ ।
ରାଜ୍ୟ ମାନବ ଅଧିକାର ଆୟୋଗଙ୍କ ନିର୍ଦ୍ଦେଶ କଟକରେ ରାସ୍ତାକାର୍ଯ୍ୟ ପାଇଁ ହୋଇଥିବା ଉଚ୍ଛେଦର ପୁନଃଥଇଥାନ କର-
ଓଡିଶା ମାନବ ଅଧିକାର ଆୟୋଗ (ଓଏଚଆରସି) କଟକ ଜିଲ୍ଲାପାଳ ଓ ମହାନଗର ନିଗମ (ସିଏମସି)କୁ ରାସ୍ତା ବିସ୍ତାର ହେତୁ ପ୍ରଭାବିତ ହୋଇଥିବା ନୂଆପଡା ଅଞ୍ଚଳ ନିକଟସ୍ଥ ବାଲିସାହି ବସ୍ତିର ଲୋକଙ୍କୁ ପୁନଃ ଥଇଥାନ ଏବଂ ପୁନଃସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛି।
ନଦୀ ତଳକୁ ଖସିଲI ଟ୍ରେନ୍: ଭୁଲ୍ ସିଗ୍ନାଲରୁ ବଗିରୁ ଅଲଗା ହେଲା ଇଞ୍ଜିନ ଓ ଯାତ୍ରୀ ସୁରକ୍ଷିତ-
ଝାଡଖଣ୍ଡର ହାଟିଆରୁ ରାଉରକେଲା ଅଭିମୁଖେ ଆସୁଥିବା ହାଟିଆ-ରାଉରକେଲା ପାସେଞ୍ଜର ଟ୍ରେନ୍କୁ ପାସେଞ୍ଜର ଟ୍ରେନ୍କୁ ଭୁଲ ସିଗ୍ନାଲ ଦିଆଯିବାରୁ ଟ୍ରେନଟି ଦୁର୍ଘଟଣାଗ୍ରସ୍ତ ହୋଇ ନଦୀ ତଳକୁ ଖସିଯାଇଛି ।
ଜ୍ୟୋତିଷ ବିଚାର
ଅଦ୍ୟ ମଇ ମାସ ୨୦ ତାରିଖ ୨୦୨୧ ମସିହା(ଗୁରୁବାର)
ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନ୍: ଭୟ,ଭ୍ରାନ୍ତି ଦୂର କରି କରୋନା ବିରୁଦ୍ଧରେ ଜନ ଆନ୍ଦୋଳନ କରିବାକୁ ଅନୁରୋଧ-
ଭଳି ଜାତୀୟ ବିପତ୍ତି ବେଳେ ସର୍ବମତକୁ ପ୍ରାଥମିକତା ଦେବା ସହ ସମାଜକୁ ସମ୍ଭାଳିବାର ଅଛି । ଓଡିଶାରେ ଏହାକୁ ଜନ ଆନ୍ଦୋଳନରେ ପରିଣତ କରି ପଛୁଆ ଅଞ୍ଚଳକୁ ଗୁରୁତ୍ବ ଦେବାକୁ ପଡିବ ।

