ଭୁବନେଶ୍ୱରରେ ବଜ୍ରପାତ ନେଇ ହାଇଆଲର୍ଟ ଜାରୀ କଲା ପାଣିପାଗ ବିଭାଗ, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱରରେ ବଜ୍ରପାତ ନେଇ ହାଇଆଲର୍ଟ ଜାରୀ କଲା ପାଣିପାଗ ବିଭାଗ । କାଳବୈଶାଖୀ ବର୍ଷା ଓ ବଜ୍ରପାତ ନେଇ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଆଜି ଛତିଶା ନିଯୋଗ ବୈଠକରେ ଚୁଡ଼ାନ୍ତ ନିଷ୍ପତି ହେବ ଶ୍ରୀକ୍ଷେତ୍ର ଚନ୍ଦନ ଯାତ୍ରାର ସିଧାପ୍ରସାରଣ,

ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ନେଇ ପ୍ରସ୍ତୁତି ଶେଷ ପର‌୍ୟ୍ୟାୟରେ ପହଞ୍ଚିଛି । କୋଭିଡ୍ ସମୟରେ କିଭଳି ହେବ ଶ୍ରୀଜିଉଙ୍କର ବାହାର ଚନ୍ଦର ଯାତ୍ରା ।

ମାଙ୍କଡା ପଥର ବେଆଇନ ଭାବେ ଚାଲାଣ ବେଳେ ପ୍ରଶାସନର ଚଢାଉ, ମିନି ଟ୍ରକ ଏକ ଜବତ

ଯାଜପୁର ଜିଲ୍ଲା ଦର୍ପଣ ତହସିଲ୍ ଅନ୍ତର୍ଗତ ସମିଆଁ ରାଜସ୍ବ ସର୍କଲ ଅଧୀନ ବାଉଁଶମୂଳି ମୌଜାରେ ବେଆଇନ ଭାବେ ମାଙ୍କଡା ପଥର ଚାଲାଣ ବେଳେ ଚଢାଉ କଲା ପ୍ରଶାସନ

ଆନନ୍ଦବଜାରରେ ୨ ସେବାୟତ ମୁହାଁମୁହିଁ, ଜଣେ ଆହତ

ଶ୍ରୀମନ୍ଦିର ଆନନ୍ଦ ବଜାରରେ ୨ ସେବାୟତ ମୁହାଁମୁହିଁ ହୋଇଥିବା ଜଣାଯାଇଛି । ଜଣେ ସେବାୟତଙ୍କ ଆକ୍ରମଣରେ ଅନ୍ୟ ଜଣେ ସେବାୟତ ଆହତ ହୋଇଛନ୍ତି ।

ପଦ୍ମଭୁଷଣ ଓ ପଦ୍ମ ବିଭୁଷଣ ବିଶିଷ୍ଟ କଳା, ଭାସ୍କର୍ଯ୍ୟ, ସଂସ୍କୃତି ଓ ଶିଳ୍ପୀ ତଥା ସାଂସଦ ରଘୁନାଥ ମହାପାତ୍ରଙ୍କର ଭୁବନେଶ୍ୱର ଏମ୍ସରେ ପରଲୋକ-

ପଦ୍ମଭୁଷଣ ଓ ପଦ୍ମ ବିଭୁଷଣ ବିଶିଷ୍ଟ ଭାସ୍କର‌୍ୟ୍ୟ ଶିଳ୍ପୀ ତଥା ସାଂସଦ ରଘୁନାଥ ମହାପାତ୍ରଙ୍କର ଭୁବନେଶ୍ୱର ଏମ୍ସରେ କରୋନାରେ ପରଲୋକ ହୋଇଛି

ଯୁବକଙ୍କ ମୃତଦେହ ଭାର୍ଗବୀ ନଦୀବନ୍ଧ ନିକଟରୁ ଉଦ୍ଧାର, ପଡିଛି ଚପଲ ଓ ସ୍କୁଟି

ଭୁବନେଶ୍ୱର ଉପକଣ୍ଠ ଧଉଳି ଥାନା ଉତ୍ତରା ପୂର୍ତ୍ତି ବିଭାଗ ଡାକବଙ୍ଗଳା ଭାର୍ଗବୀ ନଦୀବନ୍ଧ ପାଖରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି।

ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ବିନା ଭକ୍ତରେ ସେବାୟତଙ୍କୁ ନେଇ ନୀତିକାନ୍ତି ଅନୁଷ୍ଠିତ ହେବ,

ତେବେ ଶୁକ୍ରବାର ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ବିନା ଭକ୍ତରେ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବା ନେଇ ନିର୍ଦ୍ଦେଶ ଦେଇଛନ୍ତି।

ଚନ୍ଦନ ଯାତ୍ରା ଆସନ୍ତା ୧୫ ତାରିଖ ଅକ୍ଷୟ ତୃତୀୟା ଦିନଠାରୁ ଆରମ୍ଭ ହେବ

ବ୍ରହ୍ମପୁର ଗସ୍ତରେ ଡିଜିପି, କୋଭିଡ ସ୍ଥିତି ସମୀକ୍ଷା ଓ ନୂଆ ଷ୍ଟ୍ରେନ ସଙ୍କଟ ନେଇ ହୋଇପାରେ ଆଲୋଚନା

ଦକ୍ଷିଣ ଓଡ଼ିଶାରେ କୋଭିଡ ଏନଫୋର୍ସମେଣ୍ଟର ସ୍ଥିତି ସମୀକ୍ଷା ପାଇଁ ଦିନିକିଆ ବ୍ରହ୍ମପୁର ଗସ୍ତରେ ପୋଲିସ ଡିଜି ଅଭୟ ନୂଆ ଷ୍ଟ୍ରେନର ସଙ୍କଟ ରହିଥିବାରୁ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ସୀମାନ୍ତବର୍ତ୍ତୀ ଅଞ୍ଚଳରେ କିଭଳି ପୋଲିସର ଏନଫୋର୍ସମେଣ୍ଟ ଅନୁଧ୍ୟାନ କରିବେ

1 68 69 70 71 72 121