ଲକଡାଉନକୁ କଡାକଡି କରିବା ପାଇଁ ସହରର ବିଭିନ୍ନ ସ୍ଥାନରେ ଚେକିଂ ଓ ବ୍ଲକ କଡା କଡି କରାଯାଇଛି । ପୋଲିସ ବିଭିନ୍ନ ସ୍ଥାନରେ ଜଗି ରହି ଯାଞ୍ଚ କରୁଛି ।
Category: Regional
ଆରପାରିରେ କରୋନା ଯୋଦ୍ଧା ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସର ଡିଜି ସୁନୀଲ କୁମାର ପାର୍ଥ –
ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସର ଡିଜି ସୁନୀଲ କୁମାର ପାର୍ଥ ଗୁରୁବାର କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି
ଭିଡିଓ କନଫେରେନ୍ସ ଜରିଆରେ ମହାନଦୀ ଜଳ ବିବାଦ ମାମଲା, ଆଲୋଚନା ପାଇଁ ଓଡିଶା ଛତିଶଗଡ଼କୁ ଚିଠି ଲେଖିଲା
ବିବାଦ ପ୍ରସଙ୍ଗରେ ଓଡ଼ିଶା ପକ୍ଷରୁ ଭିଡିଓ କନ୍ଫେରେନ୍ସିଂ ଜରିଆରେ କଥାବାର୍ତ୍ତା କରିବା ପାଇଁ ଛତିଶଗଡ଼ ସରକାରଙ୍କୁ ପତ୍ର ଲେଖାଯାଇଛି।
ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କରୋନା ସଂକ୍ରମିତ,(ଏମସ୍) କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି
କରୋନା ସଂକ୍ରମିତ ହୋଇ ଭୁବନେଶ୍ବରସ୍ଥିତ ଅଖିଳ ଭାରତୀୟ ଆୟୁ ର୍ବିଜ୍ଞାନ ପ୍ରତିଷ୍ଠାନ(ଏମସ୍) କୋଭିଡ୍ ହସ୍ପିଟାଲ୍ରେ ଭେଣ୍ଟିଲେଟର ସପୋର୍ଟରେ ଚିକିତ୍ସିତ ହେଉଛନ୍ତି ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ ।
ୟେଲ୍ଲୋ ୱାର୍ଣ୍ଣିଂ ଜାରି, କମିବ ତାତି: ଆସନ୍ତା ୯ ତାରିଖ ଯାଏଁ କାଳବୈଶାଖୀ ସମ୍ଭାବନା-
ରାଜ୍ୟରେ ତାତିର ପ୍ରଭାବ କମିବ ଓ କାଳବୈଶାଖୀ ସମ୍ଭାବନା ରହିଥିବାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ୱାର୍ଣ୍ଣିଂ ଜାରି ହୋଇଛି
୮୦ କୋଟି ଟଙ୍କାର ମଦ ଲକ୍ଡାଉନ୍ ପୂର୍ବରୁ ବିକ୍ରି ହେଲା
ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଭୟରେ ପୁଣି ଥରେ ଆମେ ଲକ୍ଡାଉନ୍ ଭଳି ସ୍ଥିତିର ସାମ୍ନା କରୁଛୁ । ଏଭଳି ପରିସ୍ଥିତିରେ କିନ୍ତୁ ଲୋକଙ୍କ ମଦ ପାଇଁ ପାଗଳାମି କମିନି
ମାଲକାନଗିରି ସୀମା ଦେଇ ପ୍ରବେଶ କରୁଥିବା ପ୍ରବାସୀଙ୍କୁ ଜଗିବେ ଶିକ୍ଷକ ଓ ଅଧ୍ୟାପକ
ସୀମା ଦେଇ ମାଲକାନଗିରିକୁ ଆସୁଥିବା ପ୍ରବାସୀଙ୍କୁ ଶିକ୍ଷକମାନେ ଚେକିଂ କରିବେ । ତେବେ କାର୍ଯ୍ୟରେ ଅବହେଳା କଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଡିଓ ନିର୍ଦ୍ଦେଶ ଦେଇଛନ୍ତି
ରାଜ୍ୟବ୍ୟାପୀ ଆଜିଠାରୁ ୧୪ ଦିନିଆ ଲକଡାଉନ, ଅତ୍ୟାବଶ୍ୟକ ସାମଗ୍ରୀ ସକାଳୁ ଖୋଲିଛି-
ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ରାଜ୍ୟବ୍ୟାପୀ ଆଜିଠାରୁ ୧୪ ଦିନିଆ ଲକଡାଉନ ଆରମ୍ଭ ହେଉଛି। ଆସନ୍ତା ମେ ୧୯ ତାରିଖ ପର୍ଯ୍ୟନ୍ତ ଏହି ଲକଡାଉନ କଟକଣା ବଳବତ୍ତର ରହିବ।
ପ୍ରଭାବ ଲକଡାଉନର: ବ୍ୟବସାୟୀ ବେପାର କରି ନପାରି ରାସ୍ତାରେ ଫୋପାଡିଲେ ପନିପରିବା-
ସଂକ୍ରମଣ ଚେନ୍ ରୋକିବାକୁ ବିଭିନ୍ନ ଜିଲ୍ଲା ପ୍ରଶାସନ ଲକଡାଉନ ଘୋଷଣା କରିଥିବାବେଳେ ବଲାଙ୍ଗୀରରେ ପନିପରିବା ବ୍ୟବସାୟୀ ପରିବା ବିକ୍ରି ନକରିପାରି ରାସ୍ତାରେ ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଛି
2ବର୍ଷ ପୂରିଛି ବାତ୍ୟା ଫୋନି କୁ, ଆଜି ବି ମନେ ପଡେ ସେଇ ଛାତିଥରା ଦୃଶ୍ୟ, ପଲିଥିନ ତଳେ କଟୁଛି ବିପନ୍ନଙ୍କ ଜୀବନ
ଫୋନି ବାତ୍ୟାକୁ ପୂରିଛି 2ବର୍ଷ । ଆଜି ବି ମନେ ପଡେ ସେଇ ଛାତିଥରା ଦୃଶ୍ୟ । 2019 ମସିହା ମେ 3ତାରିଖରେ ପ୍ରଳୟଙ୍କାରୀ ସାମୁଦ୍ରିକ ବାତ୍ୟା ଫୋନି ରଚିଥିଲା ତାଣ୍ଡବ