କୋଭିଡ଼ ଆକ୍ରାନ୍ତଙ୍କୁ ମିଳିଲାନି ବେଡ । ସମ୍ବଲପୁର ବୁର୍ଲାରୁ ଆସିଲା କୋଭିଡ଼ ବ୍ୟବସ୍ଥାର ବିକଳ ଚିତ୍ର ।
Category: KHABAR AAJIRA
ମଣିଷ ପଣିଆ ଟଙ୍କା ପାଇଁ ଭୁଲିଗଲେ, ବାପ ପୁଅ ଅତି ନିର୍ଦ୍ଧୟ ଭାବେ ମା’କୁ ବାଡେ଼ଇ ବାଡେଇ ହତ୍ୟା କଲେ-
ସ୍ୱାମୀ ଭୁଲିଗଲା ସାତ ଜନ୍ମ ପାଇଁ ହାତ ଧରିଥିବା ସ୍ତ୍ରୀ ପ୍ରତି ଭଲପାଇବା । ତେଣେ ଅନ୍ତଚିରି ଜନ୍ମ ଦେଇଥିବା ପୁଅ ବି ସାଜିଲା ବଇରୀ ।
କରୋନା ଆକ୍ରାନ୍ତ କୋର୍ଟରେ ଚିହ୍ନଟ ପରେ ପ୍ରଶାସନ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରି ୭ଦିନ ଯାଏଁ କାର୍ଯ୍ୟ ବନ୍ଦ କଲା-
ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହା ଏବେ ରାଜ୍ୟବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ତେବେ ଏହାରି ଭିତରେ ଫୁଲବାଣୀରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି
ଚିଟଫଣ୍ଡ କମ୍ପାନୀ ଅର୍ଥତତ୍ତ୍ବର ମୁଖ୍ୟ ପ୍ରଦୀପ ସେଠୀଙ୍କ ଜେଲରେ ଆତ୍ମହତ୍ୟା ଉଦ୍ୟମ-
ଅର୍ଥତତ୍ତ୍ବ ଚିଟଫଣ୍ଡ କମ୍ପାନୀ ମୁଖ୍ୟ ପ୍ରଦୀପ ସେଠୀ ଜେଲରେ ପୁଣି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏହାକୁ ମିଶାଇ ସେ ୫ ଥର ଆତ୍ମହତ୍ୟା ଉଦ୍ୟମ କରିସାରିଲେଣି ।
ମହାମାରୀ କରୋନା ସମୟରେ ଚାକିରୀ ସମସ୍ୟା-
ମହାମାରୀ କରୋନା ସାରା ବିଶ୍ୱକୁ ତାର ଅକ୍ତିଆରରେ ନେଇ ସାରିଛି ।ବିନା ମାକ୍ସ, ସାନିଟାଇଜର, ଦୂରତା ଅବଲମ୍ବନ କରିବା ଯେପରି ଜରୁରୀ ହୋଇପଡିଛି
ଆଜିଠାରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ନାମଲେଖା ଆରମ୍ଭ, ୫ଜଣ ଅଭିଭାବକଙ୍କୁ ଅନୁମତି
କରୋନାର ବର୍ତ୍ତମାନ ଦ୍ୱିତୀୟ ଲହର ଏତେ ଭୟଙ୍କର ହୋଇପଡ଼ିଛି ଯେ ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡ଼ିଯାଉଛି ।
ବ୍ୟାଙ୍କ ଉପରେ ଲାଗିଲା କଟକଣା : ରାଜ୍ୟର ସମସ୍ତ ବ୍ୟାଙ୍କ ବ୍ୟାଙ୍କିଂ ସମୟ ବଦଳିବା ସହିତ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ
ଏବେ ରାଜ୍ୟରେ କରୋନା ସ୍ଥିତି ଅଣାୟତ ହେବାରେ ଲାଗିଛି । କ୍ରମାଗତ ଭାବରେ ୬ ଦିନ ଧରି ୬ ହଜାର ପାର କରୁଛି ଦୈନିକ କରୋନା ସଂକ୍ରମଣ
ଉଦବେଗଜନକ ସ୍ଥିତିରେ ଖୋର୍ଦ୍ଧା, ରାଜ୍ୟରେ ସଙ୍ଗୀନ ହେଉଛି କରୋନା ସ୍ଥିତି: ସଂକ୍ରମିତଙ୍କ ସଂଖ୍ୟା ୬ ହଜାର –
ରାଜ୍ୟରେ କରୋନା ସ୍ଥିତି ଧିରେ ଧିରେ ସଙ୍ଗୀନ ହେବାରେ ଲାଗିଛି । ଆଜି ବି ୬ ହଜାର ପାର ନୂଆ ସଂକ୍ରମିତଙ୍କ ସଂଖ୍ୟା ।
‘ପ୍ରେ ଫର ଇଣ୍ଡିଆ’ : ସଂଯୁକ୍ତ ଆରବ ଭାରତର କରୋନା ସଙ୍କଟ ସମୟରେ ଦେଖାଇଲା ସହାନୁଭୂତି-
ପୁରା ବିଶ୍ୱରେ ସର୍ବାଧିକ ଦୈନିକ ସଂକ୍ରମଣ ରେକର୍ଡ କରିସାରିଲାଣି ଭାରତ । ହଜାର ହଜାର ସଂଖ୍ୟାରେ ପ୍ରତିଦିନ ଲୋକମାନଙ୍କ ଜୀବନ ନେଉଛି କରୋନା ।
କାକଟପୁର ମଙ୍ଗଳା ମା’ ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା, ମନ୍ଦିର ପରିସରରେ ୧୪୪ ଧାରା ଲାଗୁ –
ରାଜ୍ୟରେ ଏବେ କରୋନାର ଦ୍ୱିତୀୟ ଲହର ଅତି ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ସଂକ୍ରମଣ ଭୟରେ ପୂର୍ବ ବର୍ଷ ଭଳି ଏବର୍ଷ ମଧ୍ୟ ଧିରେ ଧିରେ ସବୁ ଯାନି ଯାତ୍ରା, ମେଳା ମହୋତ୍ସବ ଫିକା ପଡିବା ଆରମ୍ଭ ହୋଇଛି ।

