ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାର ଛାତ୍ର ଛାତ୍ରୀ ମାନଙ୍କୁ ମାଗଣାରେ ଆଇଏଏସ କୋଚିଙ୍ଗ ଦିଆଯିବା ଲାଗି ଏକ କୋଚିଙ୍ଗ କେନ୍ଦ୍ର ଉଦଘାଟିତ କରାଯାଇଛି। ଉଦଘାଟନରେ ମୁଖ୍ୟ ଅତିଥି ଭାବେ କୋରାପୁଟ ଜିଲ୍ଲା ଯୋଜନା କମିଟି
Category: KHABAR AAJIRA
ଖବର ଆଜିର: ତାରିଖ ୧୭/୦୬/୨୩, ଶନିବାର
୧-୧୯ ନୁହେଁ ୨୧ ତାରିଖରେ ଖୋଲିବ ସ୍କୁଲ । ଖରା ଛୁଟି ଅବଧି ବୃଦ୍ଧି କଲେ ରାଜ୍ୟ ସରକାର । ୨-ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବଢ଼ିଲା ରାସନ କାର୍ଡ-ଆଧାର ଲିଙ୍କ୍ ସମୟ ସୀମା।
ଦୁଇ ଏଟିଏମ ଲୁଟେରାଙ୍କୁ କାବୁ କଲI ପୁଲିସ
ଅନ୍ତଃରାଜ୍ୟ ଦୁଇ ଏଟିଏମ ଲୁଟେରାଙ୍କୁ କାବୁ କରିଛି ରମ୍ଭାଥାନା ପୁଲିସ । ସେମାନେ ହେଲେ ଚମାଖଣ୍ଡି ଥାନା ଅଞ୍ଚଳର ହରିହର ରେଡ଼ି ଓ ଲକ୍ଷ୍ମୀପୁର ଗ୍ରାମର ରଘୁନାଥ ରେଡ଼ି । ସେମାନଙ୍କ ନିକଟରୁ ପୁଲିସ
ଖବର ଆଜିର: ତାରିଖ ୧୫/୦୬/୨୩, ଗୁରୁବାର
୧-ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରଜୋତ୍ସବ ପାଇଁ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ୨-ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି,୪୦ ଡିଗ୍ରୀ ଉପରେ ୧୭ଟି ସ୍ଥାନ, ସୋନପୁରରେ ସର୍ବାଧିକ ୪୪.୧ ଡିଗ୍ରୀ। ୩-୧୦ ବର୍ଷରେ ଖର୍ଚ୍ଚ ହୋଇଛି ୨୦
ମର୍ମନ୍ତୁଦ ସଢକ ଦୃଘଟଣାରେ ୫ମୃତ
ସମ୍ପର୍କୀୟଙ୍କ ବାହାଘରରେ ଯୋଗଦେଇ ଫେରୁଥିଲେ ସପରିବାର । ରାସ୍ତାରେ ଜଗିଥିଲା ମୃତ୍ୟୁ । ବଲାଙ୍ଗୀର-ସମ୍ବଲପୁର NH୨୬ ଛୁଇବନ୍ଧ ନିକଟରେ ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଲା କାର୍ । ଘଟଣାସ୍ଥଳରେ ୫ଜଣଙ୍କର
ଗ୍ୟାସ ଦର ବୃଦ୍ଧି ବିରୋଧରେ ବିଜେଡିର ଧାରଣା
ଗ୍ୟାସ ଦର ବୃଦ୍ଧି ବିରୋଧରେ ବିଜେଡିର ଧାରଣା । ରାଜଭବନ ସମ୍ମୁଖରେ ବିଜୁ ଜନତା ଦଳ ପକ୍ଷରୁ ଧାରଣା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ଉଜ୍ୱଳା ଯୋଜନା ଅନ୍ଧାର ଯୋଜନାରେ ପରିଣତ ହୋଇଛି ।
ନିଟ-ୟୁଜି ୨୦୨୩ର ରେଜଲ୍ଟ ପ୍ରକାଶ
ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ-ୟୁଜି ୨୦୨୩ର ରେଜଲ୍ଟ ପ୍ରକାଶ ପାଇଛି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପରୀକ୍ଷା ଫଳ ଜାରି କରିଛି ।ଏଥର ମୋଟ ୨୦ ଲକ୍ଷ ୩୮ ହଜାର ୫୯୬ ଜଣ
ଖବର ଆଜିର: ତାରିଖ ୧୪/୦୬/୨୩, ବୁଧବାର
୧-ଆଜି ପହିଲି ରଜ.. ଜମିଲାଣି ରଜ ଆସର, ଦୋଳି ଖେଳ ସହ ପୋଡ଼ ପିଠା, କାକରା ପିଠା, ଚକୁଳି ପିଠା ଓ ରଜପାନରେ ମହକୁଛି ଗାଁ ଠୁ ସହର। ୨-ସରକାରୀ କର୍ମଚାରୀଙ୍କୁ ରଜ ଭେଟି
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଘର ପାଖରେ ମିଳିବ ଭତ୍ତା
ମାସିକ ଭତ୍ତା ପାଇବା ପାଇଁ ଆଉ ବୃଦ୍ଧ/ବୃଦ୍ଧା କିମ୍ବା ଅସୁସ୍ଥ, ଦିବ୍ୟାଙ୍ଗ କଷ୍ଟ ଭୋଗିବେ ନାହିଁ। ଖରାତରାରେ ଚାଲି ଚାଲି ସରକାରୀ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯିବାର ଆବଶ୍ୟକତା ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣାକ୍ରମେ
ପୁଅର ଠେଙ୍ଗା ମାଡ଼ରେ ବାପାଙ୍କ ମୃତ୍ୟୁ ମା’ ଆହତ
ପୁଅର ଠେଙ୍ଗା ମାଡ଼ରେ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ମା’ ଆହତ ହୋଇଛନ୍ତି । ଏପରି ଅମାନୁଷିକ ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ଲଇମୁରା ଥାନା ଭାଲୁଗୁହା ଗାଁରେ । ସୂଚନା ମୁତାବକ ଗତକାଲି

