ଉତ୍ତର କଶ୍ମୀରର ସୋପୋର ବୋମାଇ ଗାଁରେ ନିରାପତ୍ତା ବଳ ଏବଂ ଆତଙ୍କବାଦୀ ମାନଙ୍କ ମଧ୍ୟରେ ଗୁଳିବିନିମୟ ଘଟି ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ‘ଜୈଶ୍-ଏ-ମହମ୍ମଦ୍’ର ୨ଜଣ ଆତଙ୍କବାଦୀ ନିହତ ଓ ଜଣେ ସାଧାରଣ ନାଗରିକ ଆହତ ହୋଇଥିବା
Category: KHABAR AAJIRA
ଖାଉଟିଙ୍କୁ ଆଶ୍ୱସ୍ତି : ୧୦୦ ଟଙ୍କା ଯାଏଁ ଶସ୍ତା ହେଲା ଗ୍ୟାସ୍ ସିଲିଣ୍ଡର
ଦେଶରେ ମହଙ୍ଗା ମାଡର ସାମ୍ନା କରୁଥିବା ଜନତାଙ୍କ ପାଇଁ ଆଶ୍ୱସ୍ତିକର ଖବର । ସେପ୍ଟେମ୍ବର ୧ରୁ ଗ୍ୟାସ୍ ସିଲିଣ୍ଡରର ଦାମ୍ ହ୍ରାସ ପାଇଛି । ଏଲପିଜି ସିଲିଣ୍ଡରର ଦାମ୍ ୧୦୦ ଟଙ୍କା ଯାଏଁ କମିଛି
ଦାଉଦ ବାବଦରେ ସୂଚନା ଦେଲେ ମିଳିବ ୨୫ ଲକ୍ଷ ଟଙ୍କା, ଘୋଷଣା କଲା ଏନଆଇଏ
ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମ ମୁଣ୍ଡ ପାଇଁ ପୁରସ୍କାର ଘୋଷଣା । ଦାଉଦ ବାବଦରେ ସୂଚନା ଦେଲେ ମିଳିବ ୨୫ ଲକ୍ଷ ଟଙ୍କା । ପୁରସ୍କାର ଘୋଷଣା କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ
କମେଡିଆନ ରାଜୁ ଶ୍ରୀବାସ୍ତବଙ୍କୁ ପୁଣି ଭେଣ୍ଟିଲେଟରକୁ କରାଗଲା ସ୍ଥାନାନ୍ତର
କମେଡିଆନ ରାଜୁ ଶ୍ରୀବାସ୍ତବଙ୍କୁ ହୃଦଘାତ ଆସିବା ପରେ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ସେ ଚିକିତ୍ସିତ ହେଉଛନ୍ତି। କ୍ରମାଗତ ଭାବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉତ୍ଥାନ ପତ୍ତନ ଲାଗି ରହିଛି। ବର୍ତ୍ତମାନ ରାଜୁ ଶ୍ରୀବାସ୍ତବଙ୍କୁ ୧୦୦ ଡିଗ୍ରୀ
ବହୁ ଚର୍ଚ୍ଚିତ ବିଜେଡି ନେତା ହତ୍ୟା ମାମଲାରେ ମାଓନେତା ସବ୍ୟସାଚୀ ନିର୍ଦୋଷରେ ଖଲାସ
ବହୁ ଚର୍ଚ୍ଚିତ ବିଜେଡି ନେତା ଯଯାତି ସାହୁ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି।ଗୁଣପୁର ଏଡିଜେ କୋର୍ଟ ମାଓନେତା ସବ୍ୟସାଚୀଙ୍କୁ ଏହି ମାମାଲାରେ ଆଜି ନିର୍ଦୋଷ କରିଥିବା ସବ୍ୟସାଚୀଙ୍କ ଓକିଲ ବ୍ରହ୍ମାନନ୍ଦ ପଟ୍ଟନାୟକ ସୂଚନା
ଓପିଏସ୍ସି ସଦସ୍ୟ ଭାବେ ଶପଥ ନେଲେ ସନତ ମହାନ୍ତି
ଓଡ଼ିଶା ଲୋକସେବ। ଆୟୋଗ ( ଓପିଏସ୍ସି)ର ନିଯୁକ୍ତି ପାଇଥିବା ଦୁଇ ଜଣ ସଦସ୍ୟଙ୍କ ମଧ୍ୟରୁ ପୂର୍ବତନ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ସୋମବାର ଦିନ ଓପିଏସ୍ସି କାର୍ଯ୍ୟାଳୟରେ ଶପଥ ନେଇଛନ୍ତି। ଓପିଏସ୍ସି ଅଧ୍ୟକ୍ଷ
ନୂଆଁଖାଇରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ମିଳିବ କାଳିଆ ଟଙ୍କା
ଚାଷୀଙ୍କ ପାଇଁ ଖୁସିର ଖବର । ନୂଆଁଖାଇରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ମିଳିବ କାଳିଆ ଟଙ୍କା। କାଳିଆ ଯୋଜନାରେ ଉପକୃତ ହେବେ ୪୧ ଲକ୍ଷ ଚାଷୀ । ଖବର ଅନୁଯାୟୀ, ରାଜ୍ୟରେ ଚାଷୀଙ୍କ ସହାୟତା ପାଇଁ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିବ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆଓ୍ଵାର୍ଡ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିବ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆଓ୍ଵାର୍ଡ । ଉଲ୍ଲେଖନୀୟ ନେତୃତ୍ୱ ପାଇଁ ସମ୍ମାନିତ ହେବେ ନବୀନ ପଟ୍ଟନାୟକ । ନୂଆଦିଲ୍ଲୀରେ ଆସନ୍ତା ୪ ତାରିଖରେ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ
ଜେଲରୁ ମୁକୁଳିଲେ ଘରୋଇ ଟିଭି ଚ୍ୟାନଲରେ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାଶ
ଜେଲରୁ ମୁକୁଳିଲେ ଘରୋଇ ଟିଭି ଚ୍ୟାନଲରେ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାଶ। ଆଜି ସନ୍ଧ୍ୟାରେ ଝାରପଡ଼ା ଜେଲରୁ ମୁକୁଳିବା ସମୟର ଜେଲ ପରିସରରେ ଜନଗହଳି ଲାଗ ରହିଥିଲା। ଶହ ଶହ ପ୍ରଶଂସକ ହାତରେ ଫଳମାଳ ଧରି
NIT ଛାତ୍ରଙ୍କ ଦ୍ୱାରା ଅତ୍ୟାଧୁନିକ ଡ୍ରୋନ୍ ଏବଂ ରୋବର୍ଟ ଉଦ୍ଭାବନ, ୨୦୧୪ରୁ ଚାଲିଥିଲା ରିସର୍ଚ୍ଚ
ରାଉରକେଲା NIT ଛାତ୍ରଙ୍କ ନୂତନ ଉଦ୍ଭାବନ । ପକ୍ଷୀ ଭଳି ଉଡୁଥିବା ଏକ ଡ୍ରୋନ ଓ ଗଭୀର ଜଳରେ ବୁଡ଼ି ବିଭିନ୍ନ ସୂଚନା ସଂଗ୍ରହ ପାଇଁ ଅତ୍ୟାଧୁନିକ ୟନ୍ତ୍ରପାତି ଖଞ୍ଜା ରୋବର୍ଟ ଉଦ୍ଭାବନ କରିଛନ୍ତି ଛାତ୍ରମାନେ ।

