ନକଲି ଇନଭଏସ୍ ରାକେଟ ବିରୁଦ୍ଧରେ ଅଭିଯାନ କରି ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ବିଭାଗ ଶୁକ୍ରବାର ଦୁଇଟି ମାଷ୍ଟରମାଇଣ୍ଡଙ୍କୁ ନକଲି ଇନଭଏସ୍ ବାବଦରେ ୬୪୧ କୋଟି ଟଙ୍କାର ଠକେଇ ଆଇଟିସିର ଲାଭ ଓ ପାସ୍ କରିବାରେ ସମ୍ପୃକ୍ତ ଥିବାରୁ ସେମାନଙ୍କୁ ଗିରଫ କରିଛି।
Category: KHABAR AAJIRA
ଆସିଲେ ଅନୁଭବ ଦେଖା ମିଳୁନି ବର୍ଷାଙ୍କ, ଅଗଷ୍ଟ ୧୦ ତାରିଖକୁପରବର୍ତ୍ତୀ ଶୁଣାଣି ଘୁଞ୍ଚିଲା-
କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି କଟକ ଫ୍ୟାମିଲି କୋର୍ଟର ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହୋଇଥିଲେ। କିନ୍ତୁ ଅଭିନେତ୍ରୀ ତଥା ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଉପସ୍ଥିତ ନଥିଲେ। ତେଣୁ ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୦କୁ ସ୍ଥାନାନ୍ତର କରାଯାଇଛି।
ରାଜ୍ୟ କ୍ୟବିନେଟ୍,ଆଜି ଗୁରୁତ୍ୱପୁର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ ମୋହର-
ଆଜି ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ୍ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାର କାର୍ୟ୍ୟକ୍ରମ ରହିଛି ।
ସ୍ୱାମୀ ସ୍ତ୍ରୀ କଳିରେ ବଳି ପଡିଲେ ମଧ୍ୟସ୍ତି
ଏକ ଅଭାବନୀୟ କାଣ୍ଡ ଘଟିଛି ସୁବର୍ଣ୍ଣପୁର ଜିଲ୍ଲାରେ । ଗତ ବୁଧବାର ସୁବର୍ଣ୍ଣପୁର ଜିଲ୍ଲାର ବିନିକା ପୋଲିସ ଷ୍ଟେସନ ଅନ୍ତର୍ଗତ ଆନ୍ଧ୍ରଡେରା ଗ୍ରାମରେ ତାଙ୍କ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ଲାଗିଥିବା ବେଳେ ମଧ୍ୟସ୍ତି କରୁଥିବା କିଛି ବ୍ୟକ୍ତିଙ୍କୁ କ୍ରୋଧ ଜର୍ଜରିତ ସ୍ୱାମୀ ଟ୍ରାକ୍ଟର ଚଢାଇ ହତ୍ୟା କରିଥିବା ଅଭିଯାଗ ହୋଇଛି ।
ରାଜସ୍ୱ ସେବା ବିତରଣରେ ଫାଇଭ ଟି ନୀତିର ବାସ୍ତବତା, ରାଜ୍ୟ ସରକାରଙ୍କ ଆଉ ଏକ ବଡ ପଦକ୍ଷେପ-
ରାଜସ୍ୱ ସେବା ବିତରଣରେ ଫାଇଭ ଟି ନୀତିର ବାସ୍ତବତା ଦିଗରେ ଆଉ ଏକ ବଡ ପଦକ୍ଷେପ ନେଇଛନ୍ତି ରାଜ୍ୟସରକାର। ବିଭିନ୍ନ ବିବିଧ ପ୍ରମାଣପତ୍ର ଓ ସମ୍ପତ୍ତି ପରିବର୍ତ୍ତନ ପାଇଁ ସମୟ ସୀମାକୁ ଯଥେଷ୍ଟ ହ୍ରାସ କରିଛନ୍ତି।
ପୁଅ ହିଁ ତାଙ୍କ ବୋହୂର ହତ୍ୟାକାରୀ: ଥାନାରେ ଏତଲା ଦେଲା ମା
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ବଳଭଦ୍ରପୁର ପଞ୍ଚାୟତର ବାଲିପାଟଣା ଗାଁରୁ ଏଭଳି ଅଭିଯୋଗ ଆସିଛି । ଜଣେ ମା ନିଜେ ଅଭିଯୋଗ କରିଛନ୍ତି ଯେ ତାଙ୍କ ପୁଅ ହିଁ ତାଙ୍କ ବୋହୂର ହତ୍ୟାକାରୀ ।
ଏକାଧିକ ଯୁବତୀଙ୍କ ବର ପ୍ରିୟବ୍ରତ ଦାଶ ଗିରଫ
କମିଶନରେଟ ପୋଲିସ ଜଣେ ସିରିଜ ବିବାହ କରୁଥିବା ବିଲ୍ଡରଙ୍କୁ ଗିରଫ କରିଛି । ସେ ପେଶାରେ ବିଲ୍ଡର କିନ୍ତୁ ନିଶାରେ ଏକାଧିକ ଯୁବତୀଙ୍କ ବର । ବିଲ୍ଡର କହି ମୋଟା ଅଙ୍କର ଯୌତୁକ ମଧ୍ୟ ଆଣୁଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ
ଗତକାଲିର ସମ୍ପ୍ରସାରଣରେ ମୋଟ ୪୩ ଜଣ ନୂତନ ସଦସ୍ୟ ଶପଥ ଗ୍ରହଣ କରିଥିଲେ, ଯାହା ୨୦୧୯ରେ କ୍ଷମତାକୁ ଫେରିବା ପରେ ଏନଡିଏ ସରକାରରେ ପ୍ରଥମ ଟିମ୍ । ମନ୍ତ୍ରୀ ପରିଷଦ ବର୍ତ୍ତମାନ ୭୭ରେ ପହଞ୍ଚିଛି, ମୋଦି ସରକାରଙ୍କ କାର୍ୟ୍ୟକାଳ ମଧ୍ୟରେ ସର୍ବୋଚ୍ଚ କ୍ଷମତା ।
ପୁରୀରୁ ୨୦୨୨ରେ ଉଡିବ ବିମାନ- ପରିବହନ ମନ୍ତ୍ରୀ
ପୁରୀରୁ ୨୦୨୨ରେ ବିମାନ ଉଡିବ ବୋଲି ପରିବହନମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଜାଗା ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି । ସବୁ ଅବିଭକ୍ତ ଜିଲ୍ଲାରେ ଏୟାରଷ୍ଟ୍ରାଇପ ଉନ୍ନତି
୭ ଜିଲ୍ଲାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ସତର୍କ ସୂଚନା ଜାରି-
ଆଗାମୀ ୨୪ ଘଣ୍ଟା ମଧ୍ୟରେ ୭ ଜିଲ୍ଲା କେନ୍ଦୁଝର , ମୟୁରଭଞ୍ଜ , ବାଲେଶ୍ବର , ଗଞ୍ଜାମ , କନ୍ଧମାଳ ବୌଦ୍ଧ ଏବଂ କଳାହାଣ୍ଡି ଜିଲ୍ଲାରେ ଗୋଟିଏ ରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

