ଅଦ୍ୟ ମଇ ମାସ ୦୬ ତାରିଖ ୨୦୨୧ ମସିହା(ଗୁରୁବାର)
Category: Entertainment
ଦ୍ବିତୀୟ ଦିନରେ ଲକଡାଉନ, ପୋଲିସର କଡା ଚେକିଂ ଓ ଅମାନିଆଙ୍କ ଉପରେ ନଜର ରଖିଛି। –
ଲକଡାଉନକୁ କଡାକଡି କରିବା ପାଇଁ ସହରର ବିଭିନ୍ନ ସ୍ଥାନରେ ଚେକିଂ ଓ ବ୍ଲକ କଡା କଡି କରାଯାଇଛି । ପୋଲିସ ବିଭିନ୍ନ ସ୍ଥାନରେ ଜଗି ରହି ଯାଞ୍ଚ କରୁଛି ।
ଆରପାରିରେ କରୋନା ଯୋଦ୍ଧା ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସର ଡିଜି ସୁନୀଲ କୁମାର ପାର୍ଥ –
ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସର ଡିଜି ସୁନୀଲ କୁମାର ପାର୍ଥ ଗୁରୁବାର କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି
ଭିଡିଓ କନଫେରେନ୍ସ ଜରିଆରେ ମହାନଦୀ ଜଳ ବିବାଦ ମାମଲା, ଆଲୋଚନା ପାଇଁ ଓଡିଶା ଛତିଶଗଡ଼କୁ ଚିଠି ଲେଖିଲା
ବିବାଦ ପ୍ରସଙ୍ଗରେ ଓଡ଼ିଶା ପକ୍ଷରୁ ଭିଡିଓ କନ୍ଫେରେନ୍ସିଂ ଜରିଆରେ କଥାବାର୍ତ୍ତା କରିବା ପାଇଁ ଛତିଶଗଡ଼ ସରକାରଙ୍କୁ ପତ୍ର ଲେଖାଯାଇଛି।
ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କରୋନା ସଂକ୍ରମିତ,(ଏମସ୍) କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି
କରୋନା ସଂକ୍ରମିତ ହୋଇ ଭୁବନେଶ୍ବରସ୍ଥିତ ଅଖିଳ ଭାରତୀୟ ଆୟୁ ର୍ବିଜ୍ଞାନ ପ୍ରତିଷ୍ଠାନ(ଏମସ୍) କୋଭିଡ୍ ହସ୍ପିଟାଲ୍ରେ ଭେଣ୍ଟିଲେଟର ସପୋର୍ଟରେ ଚିକିତ୍ସିତ ହେଉଛନ୍ତି ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ ।
ୟେଲ୍ଲୋ ୱାର୍ଣ୍ଣିଂ ଜାରି, କମିବ ତାତି: ଆସନ୍ତା ୯ ତାରିଖ ଯାଏଁ କାଳବୈଶାଖୀ ସମ୍ଭାବନା-
ରାଜ୍ୟରେ ତାତିର ପ୍ରଭାବ କମିବ ଓ କାଳବୈଶାଖୀ ସମ୍ଭାବନା ରହିଥିବାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ୱାର୍ଣ୍ଣିଂ ଜାରି ହୋଇଛି
ଜେଲରେ ଆସାରାମ ବାପୁ କରୋନା ପଜିଟିଭ, ହସ୍ପିଟାଲରେ ଭର୍ତ୍ତି
ରାଜସ୍ଥାନର ଯୋଧପୁର ସେଣ୍ଟ୍ରାଲ ଜେଲରେ ବନ୍ଦ ଆସାରାମ ବାପୁଙ୍କ ସ୍ୱାସ୍ଥ୍ୟ ବିଗିଡ଼ିଛି । ସ୍ୱାସ୍ଥ୍ୟରେ ଅବନତି ହେବାରୁ ତାଙ୍କୁ ଏମଜିଏଚ୍ କୋଭିଡ ସେଣ୍ଟରକୁ ପଠାଯାଇଛି
କରୋନା ସମୟରେ – ଜିଲ୍ଲାପାଳଙ୍କ ବ୍ୟବହାରରେ ଅସହ୍ୟ ହୋଇ ଇସ୍ତଫା ଦେଲେ ସ୍ୱାସ୍ଥ୍ୟ ଅଧିକାରୀ-
ମଧ୍ୟପ୍ରଦେଶରେ କରୋନା ସଂକଟ ସମୟରେ ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଜଣେ ମହିଳା ଅଧିକାରୀ ଇସ୍ତଫା ଦେଇଛନ୍ତି ।
ତେଜିଲା ବିବାଦ: ବିଦେଶରୁ ଆସିଥିବା ୩୦୦୦ ଟନ୍ର ମେଡିକାଲ ସାମଗ୍ରୀ ବିତରଣକୁ ନେଇ..
ତେଜିଲା ବିବାଦ: ବିଦେଶରୁ ଆସିଥିବା ୩୦୦୦ ଟନ୍ର ମେଡିକାଲ ସାମଗ୍ରୀ ବିତରଣକୁ ନେଇ
୮୦ କୋଟି ଟଙ୍କାର ମଦ ଲକ୍ଡାଉନ୍ ପୂର୍ବରୁ ବିକ୍ରି ହେଲା
ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଭୟରେ ପୁଣି ଥରେ ଆମେ ଲକ୍ଡାଉନ୍ ଭଳି ସ୍ଥିତିର ସାମ୍ନା କରୁଛୁ । ଏଭଳି ପରିସ୍ଥିତିରେ କିନ୍ତୁ ଲୋକଙ୍କ ମଦ ପାଇଁ ପାଗଳାମି କମିନି

