ଚଳିତବର୍ଷ ଢେଙ୍କାନାଳ ଜିଲ୍ଲାର ପ୍ରମୁଖ ଶୈବପୀଠ କପିଳାସରେ କୋଭିଡ୍ କଟକଣା ଭିତରେ ଅନୁଷ୍ଠିତ ହେବ ଜାଗତ ଯାତ୍ରା । ଜିଲ୍ଲା ଓ ରାଜ୍ୟ ବାହାର ଭକ୍ତଙ୍କୁ କପିଳାସ ଆସିବାକୁ ବାରଣ କରାଯାଇଛି । ଜିଲ୍ଲାର
Category: Entertainment
ବରମୁଣ୍ଡା ପେଟ୍ରୋଲ ପମ୍ପରେ ଅପମିଶ୍ରିତ ପେଟ୍ରୋଲ ମିଳିବା ଘଟଣା : ଟାଙ୍କିରେ ଫରେନସିକ୍ ଟିମ୍ର ଛାନ୍ଭିନ୍
ଭୁବନେଶ୍ୱର: ବରମୁଣ୍ଡା ପେଟ୍ରୋଲ ପମ୍ପରୁ ଅପମିଶ୍ରିତ ପେଟ୍ରୋଲ ମିଳିବା ଘଟଣା । ପେଟ୍ରୋଲ ପମ୍ପରେ ତଦନ୍ତ ଆରମ୍ଭ କରିଛି ଫେରନସିକ୍ ଟିମ୍ । ପେଟ୍ରୋଲ ଓ ଡିଜେଲର ନମୁନା ଯାଞ୍ଚ କରାଯାଉଛି । ଗତକାଲି
ସୁନ୍ଦରଗଡରେ ଚାଞ୍ଚଲ୍ୟ, ଇବନଦୀ ପଠାରୁ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର
ସୁନ୍ଦରଗଡ ନଦୀପଠାରୁ ଯୁବକଙ୍କ କଟା ଅଙ୍ଗପ୍ରତ୍ୟଙ୍ଗ ଉଦ୍ଧାର ହୋଇଛି । ସୁନ୍ଦରଗଡ ସଦର ଥାନା ବନ୍ଧପାଲି ନିକଟ ଇବନଦୀ ପଠାରୁ ଜଣେ ଯୁବକର କଟାମୁଣ୍ଡ, ଗୋଟିଏ ଗୋଡ ଏବଂ ଶରୀରର ଅନ୍ୟ ଅଂଶ ମିଳିଛି । ତେବେ
ଫ୍ୟାମିଲି ପ୍ଲାନିଂ ଅସ୍ତ୍ରୋପଚାର ବେଳେ ଖାଦ୍ୟନଳୀ କାଟି ଦେଲେ ଡାକ୍ତର, ଗୁରୁତର ଅବସ୍ଥାରେ ମହିଳା ଭୀମସାରରେ ଭର୍ତ୍ତି
ଫ୍ୟାମିଲି ପ୍ଲାନିଂ ଅସ୍ତ୍ରୋପଚାର ବେଳେ ମହିଳାଙ୍କ ଖାଦ୍ୟନଳୀ କାଟି ଦେଲେ ଡାକ୍ତର । ଏଭଳି ସାଂଘାତିକ ଅଭିଯୋଗ ଆସିଛି ସମ୍ବଲପୁର ବୁର୍ଲା ଲଖନପୁର ସ୍ୱାସ୍ଥ୍ୟ କେନ୍ଦ୍ର ନାଁରେ । ଗୁରୁତର ଅବସ୍ଥାରେ ମହିଳାଙ୍କୁ ବୁର୍ଲା ଭୀମସାରରେ
ବନ୍ଦ ଘରୁ ନବବଧୂଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ସୁନ୍ଦରଗଡ ସରସରା ଗ୍ରାମ ବନ୍ଦ ଘରରୁ ନବବଧୂଙ୍କ ମୃତଦେହ ଉଦ୍ଧାର । ସ୍ୱାମୀ ଓ ଶ୍ୱଶୁର ଫେରାର ଥିବାରୁ ଏହି ନବବଧୂଙ୍କୁ ହତ୍ୟା ସନ୍ଦେହ କରାଯାଉଛି । ସୁନ୍ଦରଗଡ଼ ଜିଲ୍ଲା ଟୀକାୟତ ପାଲି ଥାନାର ସରସରା ଗ୍ରାମ ବଜ଼ାର ଦାଣ୍ଡ ନିକଟରେ ରହୁଥିବା ମାଲୁ ବେହେରାଙ୍କ ପୁଅ ଚାରି ମାସ ତଳେ ବିବାହ କରିଥିଲେ । ଗତକାଲି ମାଲୁ ବେହେରା ଏବଂ ତାଙ୍କ ପୁଅ ଘରୁ ପଳାଇବା ଦେଖି ଗ୍ରାମବାସୀ ସନ୍ଦେହ କରିଥିଲେ । ଏହା ପରେ ଘର ଝରକା ବାଟେ ଦେଖିବାପରେ ନବ ଵିବାହିତ ମହିଳାଙ୍କମୃତଦେହଝୁଲୁଥିବଦେଖିଥିଲେ । ଗ୍ରାମବାସୀ ଝୁଲନ୍ତା ମୃତଦେହ ଦେଖି ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।ତେବେବାପା ପୁଅ ଫେରାର ଥିବାରୁ ଏହା ହତ୍ୟା ସନ୍ଦେହ କରାଯାଉଛି, ପୂର୍ବରୁ ଏହି ବାପା ପୁଅ ଏକ ହତ୍ୟା ଘଟଣାରେ ଜେଲ ଯାଇ ଫେରିଛନ୍ତି ।
କର୍ମଚାରୀଙ୍କ ଟିକା ଖର୍ଚ୍ଚ ବହନ କରିବ ଏହି କମ୍ପାନୀ
ନୂଆଦିଲ୍ଲୀ: ପ୍ରତିଷ୍ଠିତ ଆଇଟି କମ୍ପାନୀ ଇନଫୋସିସ୍ ଲିମିଟେଡ୍ ଏବଂ କନସଲଟିଂ ଓ ଆଉଟସୋର୍ସିଂ କମ୍ପାନୀ Accenture Plc ଭାରତରେ ସେମାନଙ୍କ କର୍ମଚାରୀଙ୍କ କୋଭିଡ ଟିକାକରଣ ଖର୍ଚ୍ଚ ବହନ କରିବେ ବୋଲି ସୂଚନା ଦେଇଛନ୍ତି।ଭାରତରେ ଟୀକାକରଣ
ନୂଆ ଡିଜିଟାଲ୍ ମିଡିଆ ଗାଇଡଲାଇନରେ ହସ୍ତକ୍ଷେପ କରିପାରିବେନି ରାଜ୍ୟ
ନୂଆଦିଲ୍ଲୀ: ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥ ସଂସ୍ଥାନ ଲାଗି ଦିଶା-ନିର୍ଦ୍ଦେଶ ଏବଂ ଡିଜିଟାଲ ମିଡିଆ ଆଚାର ସଂହିତା) ନିୟମାବଳୀ-୨୦୨୧ର ଭାଗ ୩ ଅଧୀନରେ ସମସ୍ତ କ୍ଷମତା କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଲାଗୁ କରିବ ।
ଶୋଇଥିବା ବେଳେ ବୃଦ୍ଧଙ୍କୁ ଦଳି ଦେଲା ହାତୀ
ସୋନପୁର: ଘରେ ଶୋଇଥିବା ବେଳେ ଦଳିଦେଲା ହାତୀ, ଚାଲିଗଲା ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲାରେ । ହାତୀ ଆକ୍ରମଣରେ ଉଲୁଣ୍ଡା ରେଞ୍ଜ ପଣ୍ଡକିଟାଲ ଗାଁରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି ।
ବେଆଇନ ବିଦେଶୀ ମଦ ଦୋକାନ ଉପରେ ଚଢ଼ାଉ: ମଦ ନଷ୍ଟ କଲା ପୋଲିସ
ସାନଖେମୁଣ୍ଡି: ଥାନାଠାରୁ ୧ କି.ମି. ଦୂରରେ ଚାଲିଥିଲା ବେଆଇନ୍ ମଦ ବିକ୍ରି । ମଦ ଦୋକାନ ଉପରେ ଅତର୍କିତ ଚଢ଼ାଉ କରାଯାଇ ମଦ ଜବତ କରାଯିବ ପରେ ତାହାକୁ ନଷ୍ଟ କରାଯାଇଛି । ପାଟପୁର
ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ: ଟସ୍ ଜିତି ବ୍ୟାଟିଂ କରୁଛି ଇଂଲଣ୍ଡ
ଅହମ୍ମଦାବାଦ: ଆଜିଠୁ ଭାରତ-ଇଂଲଣ୍ଡ ମଧ୍ୟରେ ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚ୍ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଇଂଲଣ୍ଡ ।