ଖବର ଆଜିର: ତାରିଖ ୦୨/୦୭/୨୩, ରବିବାର

୧-ପୁରୀ:ଶେଷ ହେଲା ଘୋଷଯାତ୍ରା, ଶ୍ରୀମନ୍ଦିରର ରତ୍ନସିଂହାସନକୁ ବାହୁଡ଼ିଲେ ତିନି ଠାକୁର। ୨-ରାଜ୍ୟରେ କମିଛି ବର୍ଷା : ଟାଇଁ ଟାଇଁ ହେଉଛି ଖରା, ସକାଳ ସାଢ଼େ ୧୧ଟା ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୩୬.୬ ଡିଗ୍ରୀ। ୩-ହାଣ୍ଡିଶାଳରେ

ଦାଦନ ଖଟିବାକୁ ଯାଇ ଯୁବକ ମୃତ୍ୟୁ

କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକ ଅନ୍ତର୍ଗତ ଉମ୍ବେଲ୍ ପଞ୍ଚାୟତ ଉମେଲ୍ ଗ୍ରାମର ଦେବେନ୍ଦ୍ର ଖିଲ ନାମକ ଜଣେ ବ୍ୟକ୍ତି କର୍ଣ୍ଣାଟକ ରାଜ୍ୟର ବେଙ୍ଗାଲୁରୁ ଠାରେ ଆମାଜନ କମ୍ପାନୀରେ ଏକ ବର୍ଷ ଦୁଇ ମାସ ହେବ

ନୂଆପଡ଼ାରେ ମାଓ କ୍ୟାମ୍ପ ଠାବରେ ବିପୁଳ ପରିମାଣ ମାଓ ସାମଗ୍ରୀ ଜବତ

ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତରେ ପାଟଦର୍ହା ସଂରକ୍ଷିତ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ ସହ ବିପୁଳ ମାଓ ସାମଗ୍ରୀ ଜବତ କରିଛି ନୂଆପଡ଼ା ପୋଲିସ ।ସୂଚନା ଅନୁସାରେ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଝୋଲାପଡ଼ା

ଡକାୟତି ଗ୍ୟାଙ୍ଗର ପର୍ଦ୍ଧାଫାସ କଲା କଳାହାଣ୍ଡି ପୋଲିସ : ୫.୭୪ ଲକ୍ଷ ଟଙ୍କା, ବାଇକ୍, ମାରଣାସ୍ତ୍ର ଜବତ

କଳାହାଣ୍ଡି ପୋଲିସ୍ ଏକ ଡକାୟତି ଘଟଣାର ଫର୍ଦ୍ଧାଫାସ କରି ୧୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୫ ଲକ୍ଷ ରୁ ଅଧିକ ଟଙ୍କା,ବାଇକ୍,ମୋବାଇଲ,ବିଭିନ୍ନ ମାରଣାସ୍ତ୍ର, ଜବତ କରାଯାଇଥିବା ଏସପି ଅଭିଳାଷ ଜି. ଏକ

ନିୟୁ ଫେମିଲି ରେଷ୍ଟରାଣ୍ଟର ପ୍ରଥମ ବାର୍ଷିକୀ ପାଳିତ

ଗାଙ୍ଗପୁର ଥାନା ଅନ୍ତର୍ଗତ କେନ୍ଦୁପଦର ମୁଖ୍ୟ ରାସ୍ତାରେ ଥିବା ନିୟୁ ଫାମିଲି ରେଷ୍ଟରାଣ୍ଟ ଆଜି ତାର ପ୍ରଥମ ବାର୍ଷିକୀ ଶୁଭ ମହୁରତ ପାଳନ କରିବା ସହିତ ଯାତ୍ରୀ ମାନଙ୍କୁ ଖାଦ୍ୟ ଉପରେ ୫୦ ପ୍ରତିଶତ

ହେରାପଞ୍ଚମୀରେ ଗୁଣ୍ଡିଚା ମନ୍ଦିର ଆସି ନନ୍ଦିଘୋଷ ରଥ ଭାଙ୍ଗିଲେ ମI ମହାଲକ୍ଷ୍ମୀ

ଜନ୍ମବେଦୀରେ ମହାପ୍ରଭୁଙ୍କ ଲୀଳାଖେଳା । ହେରାପଞ୍ଚମୀ ଅବସରରେ ଗୁଣ୍ଡିଚା ମନ୍ଦିର ଆସି ନନ୍ଦିଘୋଷ ରଥର କାଠ ଭାଙ୍ଗିଲେ ଅଭିମାନିନୀ ମହାଲକ୍ଷ୍ମୀ । ବର୍ଷା ଓ ନୀତି ବିଳମ୍ବ ଯୋଗୁ ଭୋର ୩ଟାରେ ମାଆ ମହାଲକ୍ଷ୍ମୀ

ଖବର ଆଜିର :ତାରିଖ ୨୫/୦୬/୨୩, ରବିବାର

୧-ବିଦ୍ୟୁତ୍ ଦେୟରେ ହେବ ପରିବର୍ତ୍ତନ: ଦିନ ଓ ରାତି ପାଇଁ ହେବ ଅଲଗା ଦର ।ନୂଆ ନିୟମକୁ ନାପସନ୍ଦ କରିଛନ୍ତିି ଉପଭୋକ୍ତା। ୨-ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ଆଂଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ,୨୫ ତାରିଖରୁ

ରାଶିଫଳ : ୨୪-୦୬-୨୦୨୩ (ଶନିବାର)

ମେଷ: ଅଫିସ୍‌ରେ ସମସ୍ୟା ଦେଖା ଦେବ। ଗୁରୁଜନଙ୍କ ସହ ଉତ୍ତମ ବୁଝାମଣା ରହିବ। ଆର୍ଥିକ ଦୃଷ୍ଟିରୁ ଦିନଟି ଉତ୍ତମ। ରୋଜଗାର ବୃଦ୍ଧି ହେବ। ମନ ପ୍ରସନ୍ନ ରହିବ। ଜୀବନସାଥୀଙ୍କ ସହଯୋଗ ମିଳିବ। ବୃଷ: ଦିନଟି ମିଶ୍ରଫଳ ପ୍ରଦାନ

ଗୁଣ୍ଡିଚା ମନ୍ଦିରରୁ ବାହାରିଲା ପ୍ରଥମ ଆଡ଼ପ ଅବଢ଼ା

ଗୁଣ୍ଡିଚା ମନ୍ଦିରରୁ ବାହାରିଲା ପ୍ରଥମ ଆଡ଼ପ ଅବଢ଼ା । ସକାଳ ଧୂପ ପରେ ଏହି ଆଡ଼ପ ଅବଢ଼ା ବାହାରିଛି। ଆଡ଼ପ ମଣ୍ଡପରୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ଆଜି ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ଦର୍ଶନ ମିଳିବା

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭଦ୍ରକର ପୂର୍ବତନ DSWO ଜୟନ୍ତୀ ବେହେରା ଗିରଫ: ଭିଜିଲାନ୍ସ

ଭଦ୍ରକର ପୂର୍ବତନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରାଙ୍କୁ ଗିରଫ କରାଯାଇଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଜୟନ୍ତୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ଭିଜିଲାନ୍ସ ଚଢ଼ାଉ ପରେ ଜୟନ୍ତୀଙ୍କ ୧୪୫ ପ୍ରତିଶତରୁ

1 24 25 26 27 28 183