୧-ରାଜ୍ୟ ସରକାରଙ୍କ ସହ ପ୍ରାଥମିକ ଶିକ୍ଷକ ସଂଘ ଆଲୋଚନା ସଫଳ, ଦାବିକୁ ଗ୍ରହଣ କଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ। ୨-ଆଜିଠାରୁ ଗଢ଼ିବ ପୁରୀ- ଭୁବନେଶ୍ୱର -ରାଉରକେଲା ବନ୍ଦେ ଭାରତ , ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ,
Category: International
ଖବର ଆଜିର:ତାରିଖ ୨୩/୦୯/୨୩, ଶନିବାର
୧-ଓଡିଶା ବିଧାନସଭା : ୨୮ ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପିତ। ମେଟ୍ରୋ ରେଳ ପାଇଁ ୨୧୦ କୋଟି। ୨-ରାଜ୍ୟରେ ମୁଣ୍ଡପିଛା ଋଣ ଭାର ୧୯ ହଜାର ୧୭୧ ଟଙ୍କା।ଏ ବର୍ଷ
ଖବର ଆଜିର: ତାରିଖ ୧୪/୦୯/୨୩, ଗୁରୁବାର
୧-ପ୍ରାଥମିକ ଶିକ୍ଷାରେ ଅଚଳ ଅବସ୍ଥା! ଜିଦ୍ ରେ ଅଟଳ ପ୍ରାଥମିକ ଶିକ୍ଷକ,ଗଲେ ସମୂହ ଛୁଟିରେ। ୨-ଜନ ଅଭିଯୋଗ ଶୁଣାଣୀ ସମୀକ୍ଷା କଲେ ୫ଟି ସଚିବ, ପାନୀୟ ଜଳ ଏବଂ ବିଦ୍ୟୁତ୍ ସମସ୍ୟା ସମାଧାନ ଉପରେ
ଖବର ଆଜିର : ତାରିଖ ୦୫/୦୯/୨୩: ମଙ୍ଗଳବାର
୧-ଗୁରୁଦିବସ ଅବସରରେ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୩: ସମ୍ମାନିତ ହେବେ ଭଦ୍ରକ ଜିଲ୍ଲା କେନ୍ଦୁଆପଡା ହାଇସ୍କୁଲ ଶିକ୍ଷକ ଶଶି ଶେଖର କରଶର୍ମା ଏବଂ ଜଗତସିଂହପୁର ବୃନ୍ଦାବନ ସରକାରୀ ବିଦ୍ୟାଳୟର ଶିକ୍ଷକ ସୁଭାଷ ଚନ୍ଦ୍ର ରାଉତ।
ଖବର ଆଜିର: ତାରିଖ ୨୦/୦୭/୨୩, ଗୁରୁବାର
୧-ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ,ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ୨-୮ଟି ନୂଆ ଗ୍ରୀଡ ସବସେଷ୍ଟସନର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ୨.୨ ଲକ୍ଷ ଲୋକଙ୍କୁ ମିଳିବ ଗୁଣାତ୍ମକ ଓ ନିରନ୍ତର ବିଜୁଳି। ୩-ଜଷ୍ଟିସ ଶୁଭାଶିଷ
ଖବର ଆଜିର : ତାରିଖ ୧୪/୦୭/୨୩, ଶୁକ୍ରବାର
୧-ପଶ୍ଚିମ ଓଡ଼ିଶାରେ ଆରମ୍ଭ ହେବ ‘ମୁଖ୍ୟମନ୍ତ୍ରୀ ସଭା ଘର’। ୨-ଓଡ଼ିଶା ନ୍ୟାୟପାଳିକାର ପ୍ରଦର୍ଶନ ରିପୋର୍ଟ: ବଢ଼ିଛି ଶୁଣାଣି ଓ ଫଇସଲା ହାର। ୩-୨୫ରୁ ରାଷ୍ଟ୍ରପତିଙ୍କ ତିନିଦିନିଆ ଓଡିଶା ଗସ୍ତ।କଟକ ଓ ଭଦ୍ରକର କେତେକ କାର୍ଯ୍ୟକ୍ରମରେ
ଖବର ଆଜିର: ତାରିଖ ୦୨/୦୭/୨୩, ରବିବାର
୧-ପୁରୀ:ଶେଷ ହେଲା ଘୋଷଯାତ୍ରା, ଶ୍ରୀମନ୍ଦିରର ରତ୍ନସିଂହାସନକୁ ବାହୁଡ଼ିଲେ ତିନି ଠାକୁର। ୨-ରାଜ୍ୟରେ କମିଛି ବର୍ଷା : ଟାଇଁ ଟାଇଁ ହେଉଛି ଖରା, ସକାଳ ସାଢ଼େ ୧୧ଟା ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୩୬.୬ ଡିଗ୍ରୀ। ୩-ହାଣ୍ଡିଶାଳରେ
ଖବର ଆଜିର :ତାରିଖ ୨୫/୦୬/୨୩, ରବିବାର
୧-ବିଦ୍ୟୁତ୍ ଦେୟରେ ହେବ ପରିବର୍ତ୍ତନ: ଦିନ ଓ ରାତି ପାଇଁ ହେବ ଅଲଗା ଦର ।ନୂଆ ନିୟମକୁ ନାପସନ୍ଦ କରିଛନ୍ତିି ଉପଭୋକ୍ତା। ୨-ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ଆଂଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ,୨୫ ତାରିଖରୁ
ଖବର ଆଜିର: ତାରିଖ ୨୪/୦୬/୨୩, ଶନିବାର
ତାରିଖ ୨୪/୦୬/୨୩, ଶନିବାର ୧-ସାରା ଓଡ଼ିଶା ଛୁଇଁଲା ମୌସୁମୀ,୪ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା। ୨-ଆଜିଠାରୁ ମିଳିବ ଦଶମ ଶ୍ରେଣୀ ପ୍ରମାଣ ପତ୍ର,ଜୁଲାଇ ୫ରୁ ୧୪ ମଧ୍ୟରେ ସଂଶୋଧନ। ୩-୫-ଟି ଉପକ୍ରମରେ
ଖବର ଆଜିର: ତାରିଖ ୨୩/୦୬/୨୩, ଶୁକ୍ରବାର
୧-ଓଡିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ,ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା। ୨-ଜନ୍ମବେଦୀକୁ ବିଜେ କଲେ ଶ୍ରୀଜିଉ; ଆଜି ଶ୍ରଦ୍ଧାଳୁଙ୍କ ପାଇଁ ବାହାରିବ ଆଡ଼ପ ଅବଢ଼ା। ୩-ଭୁବନେଶ୍ୱର:ଦରଦାମ ଆକାଶ ଛୁଆଁ,ଘାରିଲାଣି ମଧ୍ୟାହ୍ନ ଭୋଜନ

