ହକୀ ତାରକାଙ୍କୁ ସମ୍ବର୍ଦ୍ଧନା କଲେ ମଖ୍ୟମନ୍ତ୍ରୀ,ପୁରୁଷଙ୍କୁ ୨.୫ କୋଟି ସହିତ ଚାକିରି ଏବଂ ମହିଳାଙ୍କୁ ୫୦ ଲକ୍ଷ ପୁରସ୍କାର ପ୍ରଦାନ

ମୁଖ୍ୟମନ୍ତ୍ରୀ ଖେଳାଳି ମାନଙ୍କର ପ୍ରଦର୍ଶନ ପାଇଁ ପ୍ରଶଂସା କରିଥିଲେ ଏବବଂ ଭବିଶ୍ୟତରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଯେଅଗାଇ ଦିଆଯିବ ବୋଲି ପ୍ରତିସୃତି ଦେଇଥିଲେ ।

ଇଂଲଣ୍ଡର ନଟିଂହାମ୍‌ସ୍ଥିତ ଟ୍ରେଣ୍ଟ ବ୍ରିଜ୍ ଷ୍ଟାଡିୟମରେ: ପ୍ରଥମ ପାଳିରେ ଭାରତ ୨୭୮ରେ ଅଲ୍‌ଆଉଟ, ୨ୟ ଇନିଂସରେ ଇଂଲଣ୍ଡର ସ୍କୋର ୨୫-୦

ଇଂଲଣ୍ଡ ପ୍ରଥମ ପାଳିରେ ୧୮୩ ରନ୍ କରିଥିଲା । ଭାରତ ପ୍ରଥମ ପାଳିରେ ୨୭୮ ରନ କରିପାରିଛି । ଆଜି ୪ର୍ଥ ଦିନରେ ମ୍ୟାଚ ଅପରାହ୍ନ ସାଢ଼େ ୩ଟାରେ ଆରମ୍ଭ ହେବ ।

ଇଂଲଣ୍ଡର ବୋଲର ଓଲି ରବିନସନ ସବୁ ପ୍ରକାରର ଅନ୍ତର୍ଜାତୀୟ କ୍ରିକେଟରୁ ନିଲମ୍ବିତ-

ଇଂଲଣ୍ଡର ବୋଲର ଓଲି ରବିନସନଙ୍କ ଉପରେ କରାଯାଇଥିବା ୭-୮ ବର୍ଷର ପୁରୁଣା ପୋଷ୍ଟ ଅଡୁଆ ସୃଷ୍ଟି କରିଛି । ଇଂଲଣ୍ଡ ଏବଂ ୱେଲ୍‌ସ କ୍ରିକେଟ ବୋର୍ଡ (ଇସିବି) ତାଙ୍କର ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ।

ଉତର ଇସ୍ରାଏଲରେ ଲାଗ୍ ବି’ଓମେର ପର୍ବ ପାଳନ ବେଳେ ଦଳାଚକଟାରେ ୪୦ ରୁ ଉର୍ଦ୍ଧ ମୃତ ଆଶଙ୍କା, ୧୦୦ ଅଧିକ ଆହାତ

ଗତକାଲି ଉତର ଇସ୍ରାଏଲରେ ଲାଗ୍ ବି’ଓମେର ପର୍ବ ପାଳନ ପାଇଁ ବହୁମାତ୍ରରେ ଏକଠି ଜନସମାଗମରେ ଦଳ।ଚକଟା ଘଟି ପାଖାପାଖି ୪୦  ଜଣ ମୃତ୍ୟୁବରଣ କରିଥିଲା ସ୍ଥାନୀୟ ମିଡିଆ ପକ୍ଷରୁ କୁହାଯାଇଛି , ଏଥିରେ ୧୦୦ରୁ

ସମଗ୍ର ବିଶ୍ୱରେ ସୁପର ପିଙ୍କ୍ ମୁନ୍‌ ଦେଖାଦେଲା

ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଦେଖା ଦେଇଛି ସୁପର ପିଙ୍କ୍ ମୁନ୍ । ୨୦୨୧ର ଏହା ପ୍ରଥମ ସୁପର ପିଙ୍କ୍ ମୁନ୍ ବୋଲି ନାସା ପକ୍ଷରୁ କୁହାଯାଇଛି

ଆଜି ଭାରତରେ ପହଞ୍ଚିବ ଆଉ ୩ ରାଫେଲ୍

ଭାରତୀୟ ବାୟୁସେନା ଏହାର ଶକ୍ତି ବୃଦ୍ଧି କରିବାକୁ ଯାଉଛି। ଆଜି ଆଉ ତିନୋଟି ରାଫ‌େଲ ଯୁଦ୍ଧ ବିମାନ ଭାରତ ପହଞ୍ଚିବ।  ଆଜି ସନ୍ଧ୍ୟାରେ ତିନୋଟି ରାଫ‌େଲ ଯୁଦ୍ଧ ବିମାନ ଅମ୍ବାଲା ଏୟାରବେସରେ ଅବତରଣ କରିବ।

ଭାରତ-ଇଂଲଣ୍ଡ ଟି-୨୦: ୪ର୍ଥ ମୁକାବିଲା ଆଜି, ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

ଭାରତ ଓ ଇଂଲଣ୍ଡ ମଧ୍ୟରେ  ଆଜି ଟି-୨୦ ଶୃଙ୍ଖଳାର ୪ର୍ଥ ମୁକାବିଲା ହେବ । ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ୫ଟି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଖେଳାଯିବ

ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କୁ ବିଶ୍ୱ ନାଗରିକତା ରାଜଦୂତ ସମ୍ମାନ

ଭାରତର ଲୋକପ୍ରିୟ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କୁ ଆଜି ଆମେରିକାର ନର୍ଥଇଷ୍ଟର୍ଣ୍ଣ ୟୁନିଭରସିଟି ବିଶ୍ୱବିଦ୍ୟାଳୟ ସମ୍ମାନିତ କରିଛି । ସମାଜ ପ୍ରତି ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିବା ନେଇ ତାଙ୍କ ବିଶ୍ୱ ନାଗରିକତା ରାଜଦୂତ

ଟେଷ୍ଟ କ୍ରିକେଟରେ ୱେଷ୍ଟଇଣ୍ଡିଜର ବିସ୍ଫୋରଣ, ଏସିଆରେ ବଡ଼ ଟାର୍ଗେଟ କଲା ପୂରଣ:

ବାଂଲାଦେଶ ବିପକ୍ଷରେ ୱେଷ୍ଟଇଣ୍ଡିଜ ୨ଟି ଟେଷ୍ଟମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ପ୍ରଥମ ମ୍ୟାଚ ଜିତି ଇତିହାସ ରଚିଛି । ବାଂଲାଦେଶର ଚଟଗାଁରେ ଖେଳାଯାଇଥିବା ଏହି ମ୍ୟାଚରେ ୩୯୫ ରନର ବିଜୟ ଲକ୍ଷ୍ୟ ହାସଲ କରିବା ସହିତ

ଓଡ଼ିଶା ପାଇଁ ଗୌରବ ନାସା ଯିବେ ୧୦ ଓଡ଼ିଆ ଛାତ୍ରଛାତ୍ରୀ

ନାସା ଯିବେ ଓଡ଼ିଶାର ୧୦ଜଣ ଛାତ୍ରଛାତ୍ରୀ । ପ୍ରଥମ ଥର ପାଇଁ ଓଡ଼ିଶାରୁ ଏହି ଟିମ୍ ନାସାରେ ନିଜର କମାଲ୍ ଦେଖାଇବେ । ସାରା ବିଶ୍ୱରେ ୮୭ଟି ଟିମ୍ ଭାଗ ନେଉଥିବା ବେଳେ ଏହି

1 3 4 5