ଆଜିଠୁ ଭୁବନେଶ୍ବରରେ ଚାଲିବ ଅଜନ୍ତା ସର୍କସ । ପ୍ରଦର୍ଶନୀ ପଡ଼ିଆରେ ଆଜିଠାରୁ ଅଜନ୍ତା ସର୍କସ ଆରମ୍ଭ ହେବ । ଦୀର୍ଘ ୮ ବର୍ଷ ପରେ ଓଡ଼ିଶାକୁ ଏହି ସର୍କସ ଆସିଛି । ଆଜି ଉଦଘାଟନୀ
Category: Sports
ମହମ୍ମଦ ସଲିମ ପ୍ରିମୀୟର ଲିଗ୍ କ୍ରିକେଟ୍ ପ୍ରତିଯୋଗିତା ଉଦଘାଟିତ
ବରଗଡ ସ୍ଥାନୀୟ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ପ୍ରଥମ ମହମ୍ମଦ ସଲିମ ପ୍ରିମିୟର ଲିଗ୍ କ୍ରିକେଟ୍ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଅଛି। ବରଗଡ ବ୍ଲୁ ଡ଼ାଇମଣ୍ଡ କ୍ରିକେଟ୍ କ୍ଲବ ଆନୁକୁଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାକୁ ଆଜି
ଆଇପିଏଲ୍ ୨୦୨୩ ଟାଇଟଲ ଜିତିଲା ଧୋନୀ ବାହିନୀ
ଆଇପିଏଲ୍ ୨୦୨୩ ଟାଇଟଲ ଜିତିଲା ଧୋନୀ ବାହିନୀ। ବର୍ଷା ଓ ଗୁଜରାଟକୁ ମାତ୍ ଦେଇ ଚାମ୍ପିଅନର ଖିତାବ୍ ଜିତିଲା ଚେନ୍ନାଇ ସୁପରକିଙ୍ଗସ। ଗତକାଲି ଅହମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆୟୋଜିତ ଫାଇନାଲ ମ୍ୟାଚରେ
ଆଜି ଆଇପିଏଲ ଫାଇନାଲ ମ୍ୟାଚ
ଆଜି ଖେଳାଯିବ ଆଇପିଏଲ ଫାଇନାଲ ମ୍ୟାଚ । ଅହମ୍ମଦାବାଦରେ ମୁହାଁମୁହିଁ ହେବେ ଗୁଜୁରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ । ଆଜି ରିଜର୍ଭ ଡେରେ ସଂଧ୍ୟା ୮ଟାରେ ଖେଳାଯିବ ମ୍ୟାଚ । ଗତକାଲି
୧୫ ବର୍ଷ ପରେ ପାକିସ୍ତାନ ଯିବ ଟିମ୍ ଇଣ୍ଡିଆ
ଆସନ୍ତା ବର୍ଷ ପାକିସ୍ତାନରେ ଆୟୋଜିତ ହେବାକୁ ଥିବା ଏସିଆ କପ୍ରେ ଭାରତୀୟ ଦଳ ଅଂଶଗ୍ରହଣ କରିପାରେ। ଫଳରେ ୧୫ ବର୍ଷ ପରେ ଟିମ୍ ଇଣ୍ଡିଆ ପାକିସ୍ତାନ ଗସ୍ତ କରିବା ନେଇ ଆଶା ଦେଖାଦେଇଛି। ଶେଷଥର
ଭୁବନେଶ୍ବରରେ ଫିଫା ଯୁବା ବିଶ୍ବକପ୍ ଉଦ୍ଘାଟିତ
ମନ୍ଦିରମାଳିନୀ ସହର ଭୁବନେଶ୍ବରରେ ଆଜିଠାରୁ ଆରମ୍ଭ ହୋଇଛି ସୁନ୍ଦରତମ ଖେଳର ସୁନ୍ଦରୀ ଯୁବାଙ୍କ ଫିଫା ବିଶ୍ବକପ୍। ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ବକପ୍ର ସପ୍ତମ ସଂସ୍କରଣ ପ୍ରଥମ ଥର ଭାରତରେ ଖେଳାଯାଉଥିବା ବେଳେ
ପୁଣି ଥରେ କ୍ରିକେଟ୍ ପଡ଼ିଆରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ଭାରତୀୟ ଦଳର ହେବେ ଅଧିନାୟକ
ସଚିନ ତେନ୍ଦୁଲକରଙ୍କ ଫ୍ୟାନ୍ମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସୁଛି। ପୁଣି ଥରେ କ୍ରିକେଟ୍ ପଡ଼ିଆରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଚୌକା, ଛକା ମାରିବେ। ରିପୋର୍ଟ ମୁତାବକ, ସଚିନ ଆସନ୍ତା ସେପ୍ଟେମ୍ବର ୧୦ରୁ ଅକ୍ଟୋବର
ବାରବାଟୀ ମ୍ୟାଚ୍ ପାଇଁ ସ୍ୱତନ୍ତ୍ର ମୋ ବସ୍ ବ୍ୟବସ୍ଥା
ଭୁବନେଶ୍ୱର: ବାରବାଟୀ-୨୦ ମ୍ୟାଚକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ଆଉ ୪୮ ଘଣ୍ଟା ପରେ ଦର୍ଶକଙ୍କ କୋଳାହୋଳରେ କମ୍ଫିବ ବାରବାଟୀ ଷ୍ଟାଡିୟମ । ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି
ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ଭାରତ ୫ ୱିକେଟ୍ରେ ବିଜୟୀ: ସୂର୍ଯ୍ୟକୁମାର-ରୋହିତ ହିରୋ ସାଜିଲେ-
ଭାରତୀୟ କ୍ରିକେଟ୍ ଟିମ୍ ବୁଧବାର ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ୫ ୱିକେଟ୍ରେ ପରାସ୍ତ କରିଛି। ଜୟପୁରସ୍ଥିତ ସୱାଇ ମାନସିଂହ ଷ୍ଟାଡିୟମ୍ରେ ଅଧିନାୟକ ରୋହିତ ଶର୍ମା ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ।
ଭାରତ ବିଶ୍ବକପରେ ପାକିସ୍ତାନ ଠାରୁ ୧୦ ୱିକେଟରେ ପରାସ୍ତ –
ଭାରତକୁ ପ୍ରଥମ ଥର ପାଇଁ ବିଶ୍ବକପରେ ପାକିସ୍ତାନ ଠାରୁ ହାରିବାକୁ ପଡ଼ିଛି।

