ହତ୍ୟା ମାମଲାରେ ଅଲିମ୍ପିକ୍ ବିଜେତା ରେସଲର ସୁଶୀଲ କୁମାର ଗିରଫ-

ଅଲିମ୍ପିକ୍ ପଦକ ବିଜେତା କୁସ୍ତି ସୁଶୀଲ କୁମାରଙ୍କୁ ପଞ୍ଜାବ ପୋଲିସ ଗିରଫ କରିଛି ଏବଂ ବର୍ତ୍ତମାନ ତାଙ୍କୁ ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରିବା ଲାଗି ପ୍ରକ୍ରିୟା ହୋଇଛି ।

ମହାରାଷ୍ଟ୍ର ପୋଲିସ ଏନକାଉଣ୍ଟରରେ ୧୩ ଜଣ ନକ୍ସଲଙ୍କ ମୃତ୍ୟୁ

ମହାରାଷ୍ଟ୍ର ପୋଲିସର ସି-୬୦ ୟୁନିଟ୍ ଏବଂ ନକ୍ସଲମାନଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଅତି କମରେ ୧୩ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି।

କେନ୍ଦ୍ର ସରକାରଙ୍କ ଗ୍ରାମାଞ୍ଚଳରେ କୋଭିଡ ମୁକାବିଲା କରିବା ଲାଗି ନୁଆ ଗାଇଡଲାଇନ୍‌

କୋଭିଡ ସଂକ୍ରମଣକୁ ରୋକିବା ପାଇଁ ନୂତନ ନିର୍ଦ୍ଦେଶନାମା ଜାରି କରି ପରାମର୍ଶ ଦେଇଛି ଯେ ପେରି-ସହରାଞ୍ଚଳ ତଥା ଗ୍ରାମାଞ୍ଚଳଗୁଡିକ ସର୍ବନିମ୍ନ ୩୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର କାର୍ଯ୍ୟକାରୀ କରିବାକୁ ଯେଉଁଠାରେ କି ସାମାନ୍ୟ ସଂକ୍ରମଣର ଲକ୍ଷଣ ଦେଖା ଗଲେ ହୋମ୍ ଆଇସୋଲେସନର ସୁବିଧା ନାହିଁ ।

ଏୟାରଟେଲ୍‌ର ବଡ ଘୋଷଣା ୫,୫୦,୦୦,୦୦୦ କୋଟି ଗ୍ରାହକଙ୍କୁ ମିଳିବ ଏହି ସୁବିଧା…..

ଏୟାରଟେଲ୍ ଏହାର ଗ୍ରହକ ମାନଙ୍କୁ ଗୋଟିଏ ଥର ପାଇଁ ୪୯ ବିଷିଷ୍ଟ ପ୍ୟାକ୍ ରେ ଉପଲବ୍ଧ ସୁବିଧାକୁ ଏହାର ୫,୫୦,୦୦,୦୦୦ କୋଟି ନିମ୍ନ ଆୟକାରୀ ବର୍ଗର ଲୋକଙ୍କୁ ମାଗଣାରେ ପ୍ରଦାନ କରିବ ।

‘ବ୍ଲାକ୍ ଫଙ୍ଗସ୍’ କ’ଣ,ଜାଣନ୍ତୁ ଏହି ରୋଗ ଓ ଏହାର ଲକ୍ଷଣ

ବ୍ଲାକ୍ ଫଙ୍ଗସ୍’ଯାହା ଏବେ ଅଧିକ କରୋନା ରୋଗୀଙ୍କ ଠାରେ ଚିହ୍ନଟ ହେଉଛି । ଏହା ନାକ, ଆଖି ଏବଂ ବେଳେବେଳେ ମସ୍ତିଷ୍କକୁ ବ୍ୟାପିଥାଏ ।

ହିମନ୍ତ ବିଶ୍ବସର୍ମା ଆସାମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ –

ବିଜେପି ନେତା ହିମନ୍ତ ବିଶ୍ବସର୍ମା ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଜଗଦୀଶ ମୁଖୀ ତାଙ୍କୁ ଶପଥ ପାଠ କରାଇଛନ୍ତି

ନୂଆ ଗାଇଡଲାଇନ୍ ଦିଲ୍ଲୀରେ ଜାରି

ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ କେଜ୍ରିୱାଲ ସରକାର ଏବେ ନିଷ୍ପତ୍ତି ନେଇଛନ୍ତି ଯେ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରୁ ଦିଲ୍ଲୀ ଆସିଲେ ୧୪ ଦିନିଆ ସଂଗରୋଧରେ ବାଧ୍ୟତାମୂଳକ ଭାବେ ରହିବାକୁ ହେବ । ଏଥି ପାଇଁ ସରକାର ସଂଗରୋଧ ସୁବିଧା ଚିହ୍ନଟ କରିଛନ୍ତି

ଦିବଙ୍ଗତ ଯଶସ୍ବୀ ସାହିତ୍ୟିକ ମନୋଜ ଦାସଙ୍କୁ ଅନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର ଘୋଷଣା

ଦିବଙ୍ଗତ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ସ୍ମୃତିରେ ଅନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର ରାଜ୍ୟସରକାର ଘୋଷଣା କରିଛନ୍ତି।

1 11 12 13 14 15 34