ପଶ୍ଚିମବଙ୍ଗର ନନ୍ଦୀଗ୍ରାମରେ ନିର୍ବାଚନ ପ୍ରଚାର ଅଭିଯାନ ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହୋଇଛନ୍ତି । ମମତା ବାନାର୍ଜୀଙ୍କ ଆହତ ନେଇ ତୃଣମୂଳ କଂଗ୍ରେସର ନେତାମାନେ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହୋଇପାରନ୍ତି । ପଶ୍ଚିମବଙ୍ଗର
Category: National
ନୌ-ସେନାରେ ସାମିଲ୍ ହେଲା ‘ସାଇଲେଣ୍ଟ କିଲର’ ବୁଡ଼ାଜାହାଜ INS କରଞ୍ଜ
ଆହୁରି ସଶକ୍ତ ହେଲା ଭାରତୀୟ ନୌ-ସେନା । ଯୋଡ଼ି ହେଲା ଆଉ ଏକ ଶକ୍ତି । ସ୍କର୍ପିୟନ କ୍ଲାସର ବୁଡ଼ାଜାହାଜ ଆଇଏନଏସ କରଞ୍ଜ ବୁଧବାର ନୌ-ସେନାରେ ସାମିଲ୍ ହୋଇଛି । ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ
ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବ ନ୍ୟାସନାଲ୍ ସିକ୍ୟୁରିଟି ଗାର୍ଡ ବା ଏନଏସଜି ।
ଆସନ୍ତା ୧୮ ତାରିଖରେ ପୁରୀ ଆସିବେ ଏନଏସଜିର ବରିଷ୍ଠ ଅଧିକାରୀ । ରାଜ୍ୟ ପୋଲିସ ଅଧିକାରୀଙ୍କ ସହ ୫ ଜଣିଆ NSG ଟିମ୍ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ । ଟିମରେ ରହିବେ
କୋହଲି, ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ପୃଥ୍ୱୀ ଶ’
ବିଜୟ ହଜାରେ ଟ୍ରଫିରେ ମଙ୍ଗଳବାର ମୁମ୍ବାଇ ଅଧିନାୟକ ପୃଥ୍ୱୀ ଶ’ଙ୍କ ବିସ୍ଫୋରକ ବ୍ୟାଟିଂ ଚାରିଆଡେ ଝଡ ସୃଷ୍ଟି କରିଛି । ରନ ଚେଜ୍ କରିବାରେ ସେ ସର୍ବାଧିକ ବ୍ୟକ୍ତିଗତ ରନ ସଂଗ୍ରହ କରିଛନ୍ତି ।
ରୋଡ ସେଫଟି ୱାର୍ଲଡ ସିରିଜ ୨୦୨୧:
ଆଜି ଇଂଲଣ୍ଡ ଲିଜେଣ୍ଡକୁ ଭେଟିବ ଭାରତୀୟ ଲିଜେଣ୍ଡରୋଡ଼ ସେଫଟି ୱାର୍ଲଡ ସିରିଜ ୨୦୨୧ ର ଆଜିର ମ୍ୟାଚରେ ଇଂଲଣ୍ଡ ଲିଜେଣ୍ଡକୁ ଭେଟିବେ ଭାରତୀୟ ଲିଜେଣ୍ଡ । ଏହି ମ୍ୟାଚ ରାୟପୁରର ସହିଦ ବୀର ନାରାୟଣ
ମହିଳା କର୍ମଚାରୀଙ୍କୁ କର୍ଣ୍ଣାଟକ ସରକାରଙ୍କ ବଡ଼ ଉପହାର, ଶିଶୁର ଯତ୍ନ ଲାଗି ଦେଲେ ୬ ମାସ ଛୁଟି-
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପା ରାଜ୍ୟ ସରକାରଙ୍କ ମହିଳା କର୍ମଚାରୀଙ୍କୁ ବଡ଼ ଉପହାର ଦେଇଛନ୍ତି । ରାଜ୍ୟ ସରକାର ନିଜର ମହିଳା କର୍ମଚାରୀଙ୍କୁ ଶିଶୁଙ୍କ ଯତ୍ନ ନେବା ପାଇଁ
ଯୁବତୀଙ୍କ ସହ ଚଳନ୍ତା କାରରେ ଗଣଦୁଷ୍କର୍ମ ଘଟଣାର ୩ ଅଭିଯୁକ୍ତ ଗିରଫ-
ଉତ୍ତର ପ୍ରଦେଶରେ ଚଳନ୍ତା କାରରେ ଗଣଦୁଷ୍କର୍ମର ଏକ ଭିଡିଓ ଭାଇରାଲ ହେବା ପରେ ପୋଲିସ ମାମଲା ରୁଜୁ କରି ୩ ଜଣ ଅଭିଯୁକ୍ତକୁ ଗିରଫ କରିଛି । ଏହି ଘଟଣା ୬ ମାସ ତଳର
କୋଲକାତାର ବହୁତଳ କୋଠାରେ ନିଆଁଲାଗିବା ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀ ଶୋକ ଜଣାଇଲେ
କୋଲକାତାର ବଡ଼ବଜାରସ୍ଥିତ ଷ୍ଟ୍ରେଣ୍ଡ ରୋଡ଼ରେ ଥିବା ଏକ ବହୁତଳ କୋଠାରେ ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ଦମକଳ ବାହିନୀର କର୍ମଚାରୀଙ୍କ ସମେତ ୯ ଜଣଙ୍କର ମୃତ୍ୟୁ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ଜଣାଇଛନ୍ତି
ବାରାଣସୀରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଶିବ ତାଣ୍ଡବ ପାଠ କଲେ ୧୦୦୦ ମହିଳା –
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମାର୍ଚ୍ଚ ୮ ତାରିଖ ଦିନ ଦେଶର ଅନ୍ୟତମ ଆଧ୍ୟାତ୍ମିକ ନଗରୀ ‘ବାରାଣସୀ’ରେ ମହିଳାଙ୍କ ଲାଗି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଛି । ବାରାଣସୀର ବହୁଚର୍ଚ୍ଚିତ ଅସୀ ଘାଟରେ ଏକ
ଶିମିଳିପାଳ ଜଙ୍ଗଲରେ ନିଆଁ ଲିଭା ପାଇଁ ପଠାଗଲା ଆଉ ଚାରୋଟି ଅଗ୍ନିଶମ ଟିମ
ଲିଭିବାର ନାଁ ଧରୁନି ଶିମିଳିପାଳରେ ନିଆଁ । ଉତ୍ତର ଶିମିଳିପାଳରେ ଏହି ନିଆଁ ପ୍ରାୟ ୧୮ଟି ସ୍ଥାନରେ ଲାଗିଛି । ନିଆଁ ଲିଭା କାର୍ଯ୍ୟରେ ଅଗ୍ନିଶମ ବିଭାଗ ଏବଂ ବନ ବିଭାଗର କର୍ମଚାରୀ ନିୟୋଜିତ