ଭାଲୁ ଆକ୍ରମଣରେ ଶୁଖିଲିମୁଣ୍ଡି ଗାଁର ଜଣେ ଗୁରୁତର ।

ନୂଆପଡା ଜିଲ୍ଲା ଖଡ଼ିଆଳ ବନଖଣ୍ଡ ଅନ୍ତର୍ଗତ ଶୁଖିଲିମୁଣ୍ଡି ଗାଁରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ସୁଦୂର ଛତିଶଗଡ଼ ରାଜ୍ୟ ବସ୍ତର ଜିଲ୍ଲା କେଶକା ଗାଁ ର ରାଜୁ ତାଣ୍ଡିଏଲ ବୋଡେ଼ନ ବ୍ଲକ ସୁଖଲିମୁଣ୍ଡି

ଭାରତ-ଚୀନ୍ ସୀମା ବିବାଦ ଶେଷ ହେବ, ଲଦାଖରେ ଏପ୍ରିଲ ମାସରୁ ଫେରିବ ପୂର୍ବସ୍ଥିତି: ପ୍ରତିରକ୍ଷାମନ୍ତ୍ରୀ

ଭାରତ-ଚୀନ୍ ସୀମା ବିବାଦକୁ ନେଇ ଆଜି ସଂସଦରେ ଅଭିଭାଷଣ ରଖିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ଲଦାଖରେ ପୁଣି ଥରେ ପୂର୍ବ ସ୍ଥିତି ଫେରିବାକୁ ଯାଉଛି । ଏଥିପାଇଁ ଉଭୟ ଦେଶ ରାଜି ହୋଇଥିବା

ଟ୍ରେନ ଯାତୀଙ୍କ ପାଇଁ ଖୁସି ଖବର: ଏସି-୩ କୋଚରେ ଯାତ୍ରା ହେବ ଶସ୍ତା, ରେଳବାଇ କରୁଛି ଯୋଜନା

ରେଳବାଇର ଏସି-୩ ଟାୟାର କୋଚରେ ଯାତ୍ରା କରିବା ଶସ୍ତା ହେବ ଏବଂ ଅଧିକ ସୁବିଧା ମିଳିବ । ଭାରତୀୟ ରେଳବାଇ ଟ୍ରେନଗୁଡ଼ିକ ନୂତନ ଡିଜାଇନ କରୁଛି । ନୂତନ ଏସି-୩ ଟାୟାର କୋଚକୁ ପର୍ଯ୍ୟଟକ

ଚମୋଲୀ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୩୨କୁ ବୃଦ୍ଧି, ୪ର୍ଥ ଦିନରେ ଉଦ୍ଧାର କାର୍ଯ୍ୟ ଜାରୀ

ଉତ୍ତରାଖଣ୍ଡର ଚମୋଲୀ ଜିଲ୍ଲାରେ ରବିବାର ପୂର୍ବାହ୍ନରେ ଗ୍ଲାସିୟର ଭାଙ୍ଗିବା ଘଟଣାରେ ମୃତକଙ୍କ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି । ଏସ୍‌ଡିଆରଏଫ୍‌, ଏନଡିଆରଏଫ ଓ ଆଇଟିବିପିର ଯବାନମାନେ ବୁଧବାର ୪ର୍ଥ ଦିନରେ ଉଦ୍ଧାର କାର୍ଯ୍ୟ ଜାରି

ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କୁ ବିଶ୍ୱ ନାଗରିକତା ରାଜଦୂତ ସମ୍ମାନ

ଭାରତର ଲୋକପ୍ରିୟ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କୁ ଆଜି ଆମେରିକାର ନର୍ଥଇଷ୍ଟର୍ଣ୍ଣ ୟୁନିଭରସିଟି ବିଶ୍ୱବିଦ୍ୟାଳୟ ସମ୍ମାନିତ କରିଛି । ସମାଜ ପ୍ରତି ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିବା ନେଇ ତାଙ୍କ ବିଶ୍ୱ ନାଗରିକତା ରାଜଦୂତ

ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ ; ପ୍ରଥମ ଟେଷ୍ଟରେ ଭାରତକୁ ୨୨୭ ରନରେ ହରାଇଲା

ଇଂଲଣ୍ଡଚେନ୍ନାଇର ଚେପକ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତକୁ ୨୨୭ ରନରେ ହରାଇଲା ଇଂଲଣ୍ଡ । ଚତୁର୍ଥ ଇଂନିସରେ ଭାରତକୁ ବିଜୟ ପାଇଁ ୪୨୦ ରନ ଆବଶ୍ୟକ ହେଉଥିବା ବେଳେ ଭାରତ ମାତ୍ର ୧୯୨

ଦିଲ୍ଲୀ ହିଂସାର ମୁଖ୍ୟ ଅଭିଯୁକ୍ତ ଦୀପ ସିଦ୍ଧୁ ଗିରଫ

ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀର ଲାଲକିଲାରେ ହୋଇଥିବା ବ୍ୟାପକ ହିଂସା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଦୀପ ସିଦ୍ଧୁ ‌କୁ ଗିରଫ କରିଛି ।  ଦିଲ୍ଲୀ ପୋଳିସର ସ୍ପେଶାଲ ସେଲ ତାଙ୍କୁ ଗିରଫ

ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଝିଅ ଠକେଇର ଶିକାର ହେଲେ ! ଅନଲାଇନ୍‌ରେ ବିକ୍ରି କରୁଥିଲେ ସୋଫା

ଠକମାନେ ନିଜକୁ ନିଜେ କେଜ୍ରିୱାଲଙ୍କ ଝିଅଙ୍କ ସୋଫା କିଣୁଥିବା ଗ୍ରାହକ ଦର୍ଶାଇଥିଲେ । ସେମାନେ ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କର ବିଶ୍ୱାସଯୋଗ୍ୟ ହେବା ପାଇଁ ତାଙ୍କର ଆକାଉଣ୍ଟକୁ କିଛି ଟଙ୍କା ପଠାଇଥିଲେ । ଏହା ପରେ ସେମାନେ

ଶକ୍ତ ହେଲା ଏସ୍‌ବିଆଇ ନିୟମ, ପାନ୍ କାର୍ଡ ନଥିଲେ ଅନ୍ତର୍ଜାତୀୟ ନେଣଦେଣରେ ହେବ ସମସ୍ୟା!

ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ)ରେ ଯଦି ଆପଣଙ୍କ ଆକାଉଣ୍ଟ ରହିଛି, ତା’ହେଲେ ଏହି ଖବର ତା’ହେଲେ ଜାଣନ୍ତୁ । ଏସ୍‌ବିଆଇ ଖାତା ସହିତ ପାନ କାର୍ଡ ନମ୍ବର ସଂଯୋଗ ନହେଲେ ଅନ୍ତର୍ଜାତୀୟ ନେଣଦେଣରେ ସମସ୍ୟା

ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ, ଚିଠା ବଜେଟକୁ ମିଳିପାରେ ଅନୁମୋଦନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନ ସାଢ଼େ ୫ଟା ରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ଲୋକସେବା ଭବନରେ ମନ୍ତ୍ରୀ ପରିଷଦ ବୈଠକରେ ୨୦୨୧-୨୨ ଆର୍ଥିକ ବର୍ଷର ରାଜ୍ୟ