ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଦେଶରେ ଏକକାଳୀନ ନିର୍ବାଚନ ନେଇ ଉଚ୍ଚସ୍ତରୀୟ କମିଟିର ବୈଠକ

ଆଜି ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଦେଶରେ ଏକକାଳୀନ ନିର୍ବାଚନ କରାଇବା ଓ ଏହା ଉପରେ ସୁପାରିସ କରିବା ପାଇଁ ବିଜ୍ଞପ୍ତି ମାଧ୍ୟମରେ ଗଠିତ ଉଚ୍ଚସ୍ତରୀୟ କମିଟିର ପ୍ରାଥମିକ ବୈଠକ ଅନୁଷ୍ଠିତ

ଖବର ଆଜିର: ତାରିଖ ୨୪/୦୯/୨୩, ରବିବାର

୧-ରାଜ୍ୟ ସରକାରଙ୍କ ସହ ପ୍ରାଥମିକ ଶିକ୍ଷକ ସଂଘ ଆଲୋଚନା ସଫଳ, ଦାବିକୁ ଗ୍ରହଣ କଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ। ୨-ଆଜିଠାରୁ ଗଢ଼ିବ ପୁରୀ- ଭୁବନେଶ୍ୱର -ରାଉରକେଲା ବନ୍ଦେ ଭାରତ , ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ,

ଖବର ଆଜିର:ତାରିଖ ୨୩/୦୯/୨୩, ଶନିବାର

୧-ଓଡିଶା ବିଧାନସଭା : ୨୮ ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପିତ। ମେଟ୍ରୋ ରେଳ ପାଇଁ ୨୧୦ କୋଟି। ୨-ରାଜ୍ୟରେ ମୁଣ୍ଡପିଛା ଋଣ ଭାର ୧୯ ହଜାର ୧୭୧ ଟଙ୍କା।ଏ ବର୍ଷ

ଖବର ଆଜିର: ତାରିଖ ୨୧/୦୯/୨୩, ଗୁରୁବାର

୧-ନୂଆଁଖାଇରେ ଚାଷୀ ପାଇଲେ କାଳିଆ ସହାୟତା, ୪୪ ଲକ୍ଷ ୫୬ ହଜାର ଚାଷୀ ପାଇଲେ ୯୦୦ କୋଟି। ୨-୨୩ରେ ପ୍ରାଥମିକ ଶିକ୍ଷକ ସଂଘ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟରେ ଆଲୋଚନା, ଶିକ୍ଷକ ଫେଡେରେସନ ପକ୍ଷରୁ

ଖବର ଆଜିର: ତାରିଖ ୧୪/୦୯/୨୩, ଗୁରୁବାର

୧-ପ୍ରାଥମିକ ଶିକ୍ଷାରେ ଅଚଳ ଅବସ୍ଥା! ଜିଦ୍ ରେ ଅଟଳ ପ୍ରାଥମିକ ଶିକ୍ଷକ,ଗଲେ ସମୂହ ଛୁଟିରେ। ୨-ଜନ ଅଭିଯୋଗ ଶୁଣାଣୀ ସମୀକ୍ଷା କଲେ ୫ଟି ସଚିବ, ପାନୀୟ ଜଳ ଏବଂ ବିଦ୍ୟୁତ୍ ସମସ୍ୟା ସମାଧାନ ଉପରେ

ସୋମବାର ରାଶିଫଳ (୧୧-୦୯-୨୦୨୩)

ମେଷ: ସପ୍ତାହ ଆରମ୍ଭରୁ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। ସଙ୍ଗୀତ, ନୃତ୍ୟ କ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି। ଚିନ୍ତା ଅବସାଦରେ ଦିନ ବିତିବ। ଅଫିସ୍‌ କାର୍ଯ୍ୟ ପାଇଁ ଦୂରସ୍ଥାନ ଯାତ୍ରା କରିପାରନ୍ତି। ବୃଷ: ଅଚାନକ ଖୁସି ଖବର

ଖବର ଆଜିର : ତାରିଖ ୦୫/୦୯/୨୩:  ମଙ୍ଗଳବାର

୧-ଗୁରୁଦିବସ ଅବସରରେ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୩: ସମ୍ମାନିତ ହେବେ ଭଦ୍ରକ ଜିଲ୍ଲା କେନ୍ଦୁଆପଡା ହାଇସ୍କୁଲ ଶିକ୍ଷକ ଶଶି ଶେଖର କରଶର୍ମା ଏବଂ ଜଗତସିଂହପୁର ବୃନ୍ଦାବନ ସରକାରୀ ବିଦ୍ୟାଳୟର ଶିକ୍ଷକ ସୁଭାଷ ଚନ୍ଦ୍ର ରାଉତ।

ଖବର ଆଜିର: ତାରିଖ ୨୯/୦୮/୨୩, ମଙ୍ଗଳବାର

୧-ସୂର୍ଯ୍ୟ ମିଶନ ‘ଆଦିତ୍ୟ-ଏଲ୧’କୁ ନେଇ ଇସ୍ରୋର ବଡ ଘୋଷଣା, ସେପ୍ଟେମ୍ବର ୨ ଦିନ ୧୧ଟା୫୦ରେ ଲଞ୍ଚ ହେବ ଆଦିତ୍ୟ-ଏଲ୧। ୨-+2 ଦ୍ବିତୀୟ ପର୍ଯ୍ୟାୟ ନାମଲେଖା:ସରିଲା ଆବେଦନ,୪ରେ ପ୍ରକାଶ ପାଇବ ମେଧା ତାଲିକା। ୩-ରଘୁନାଥପୁର: କାଉଡ଼ିଆଙ୍କ

ଖବର ଆଜିର: ତାରିଖ ୨୦/୦୭/୨୩, ଗୁରୁବାର

୧-ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ,ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ୨-୮ଟି ନୂଆ ଗ୍ରୀଡ ସବସେଷ୍ଟସନର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ୨.୨ ଲକ୍ଷ ଲୋକଙ୍କୁ ମିଳିବ ଗୁଣାତ୍ମକ ଓ ନିରନ୍ତର ବିଜୁଳି। ୩-ଜଷ୍ଟିସ ଶୁଭାଶିଷ

ଖବର ଆଜିର : ତାରିଖ ୧୪/୦୭/୨୩, ଶୁକ୍ରବାର

୧-ପଶ୍ଚିମ ଓଡ଼ିଶାରେ ଆରମ୍ଭ ହେବ ‘ମୁଖ୍ୟମନ୍ତ୍ରୀ ସଭା ଘର’। ୨-ଓଡ଼ିଶା ନ୍ୟାୟପାଳିକାର ପ୍ରଦର୍ଶନ ରିପୋର୍ଟ: ବଢ଼ିଛି ଶୁଣାଣି ଓ ଫଇସଲା ହାର। ୩-୨୫ରୁ ରାଷ୍ଟ୍ରପତିଙ୍କ ତିନିଦିନିଆ ଓଡିଶା ଗସ୍ତ।କଟକ ଓ ଭଦ୍ରକର କେତେକ କାର୍ଯ୍ୟକ୍ରମରେ