ଉତ୍ତର ପ୍ରଦେଶ ମନ୍ତ୍ରୀ ବିଜୟ କଶ୍ୟପଙ୍କ କରୋନାରେ ମୃତ୍ୟୁ: ଶୋକ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

କରୋନା ଭାଇରସ୍ ମହାମାରୀର ୨ୟ ଲହରୀ ଉତ୍ତର ପ୍ରଦେଶର ଅନ୍ୟ ଜଣେ ମନ୍ତ୍ରୀଙ୍କ ଜୀବନ ନେଇଛି । କରୋନା ସଂସ୍ପର୍ଶରେ ଆସି ରାଜସ୍ୱ ଏବଂ ବନ୍ୟା ନିୟନ୍ତ୍ରଣ ମନ୍ତ୍ରୀ ବିଜୟ କଶ୍ୟପଙ୍କ ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍‌ପିଟାଲରେ ଚିକିତ୍ସା ଚାଲିଥିଲା । ବିଗତ ୨୦ ଦିନ ହେବ ସେ ଗୁରୁତର ଥିଲେ ।

ରାଜ୍ୟରେ ଅକ୍ସିଜେନ୍ ବ୍ୟବସ୍ଥା ପାଇଁ ରାଜ୍ୟ ସରକାର ଗଠନ କଲେ ୯ ଜଣିଆ ଟାସ୍କଫୋର୍ସ

ରାଜ୍ୟରେ ଅକ୍ସିଜେନ୍ ବ୍ୟବସ୍ଥା ପାଇଁ ୯ ଜଣିଆ ଟାସ୍କଫୋର୍ସ ଗଠନ କରିଛନ୍ତି ରାଜ୍ୟ ସରକାର । ଯାହାଫଳରେ ଏହି ଟାସ୍କ ଫୋର୍ସ ଅକ୍ସିଜେନ୍ ଉତ୍ପାଦନ ଓ ବିତରଣର ତଦାରଖ କରିବ ଏବଂ ରାଜ୍ୟରେ କିପରି ଅକ୍ସିଜେନ୍ ଉତ୍ପାଦନ ବୃଦ୍ଧି ପାଇବ ସେନେଇ ପଦକ୍ଷେପ ନେବ ।

କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କଏଦୀଙ୍କୁ ଜେଲରେ ଦିଆଗଲା କୋଭିଡ ଟୀକା-

ଦିନକୁ ଦିନ ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏବେ ରାଜ୍ୟ ସରକାର ଟୀକାକରଣ ଉପରେ ଅଧିକ ଗୁରୁତ୍ଵ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣାଧୀନ ଅଛି କହିଲେ

ରାଜ୍ୟର କୋଭିଡ ସ୍ଥିତି ବିଷୟରେ ଆଜି ସମିକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ସେ କହିଛନ୍ତି ଯେ ରାଜ୍ୟରେ ଏବେ କରୋନା ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଛି ।

ବାତ୍ୟା ତାଉତେର ତାଣ୍ଡବରେ ବୁଡିଲା ଓଏନଜିସି ଯାହାଜ ୯୦ ନିଖୋଜ,:ଆଶାନ୍ତ ସମୁଦ୍ର

ସାମୁଦ୍ରିକ ଝଡ ତାଉତେର ପ୍ରଭାବରେ ମୁମ୍ବାଇ ନିକଟରେ ଓଏନ୍‌ଜିସିର ଏକ ଯାହାଜ ବୁଡି ଯାଇଛି । ତେବେ ଏହି ଯାହାଜରେ ୨୭୦ ଜଣ କର୍ମୀ ଥିଲା ବେଳେ ଏମାନଙ୍କ ମଧ୍ୟରୁ ୧୭୭ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ଏବେ ପାଖାପାଖୀ ୯୦ ଜଣ ନିଖୋଜ ଅଛନ୍ତି ।

ବାହାଘର ପାଇଁ ୨୫ ଜଣଙ୍କୁ ଅନୁମତି, ଭୋଜିଭାତକୁ ଅନୁମତି ନାହିଁ –

ରାଜ୍ୟରେ ଆସନ୍ତା ଜୁନ ୧ ପର୍ଯ୍ୟନ୍ତ ଲକଡାଉନ୍‌କୁ ଘୁଞ୍ଚାଇ ଦିଆଯାଇଛି । ରାଜ୍ୟରେ କରୋନା ସଂକ୍ରମଣରେ ରୋକ ଲଗାଇବା ପାଇଁ ରାଜ୍ୟ ସରକାର ଗତ ୫ ତାରିଖରୁ ରାଜ୍ୟରେ ଲକ୍‌ଡାଉନ ଲାଗୁ କରିଥିବା ବେଳେ

ଜୁନ ୧ ଯାଏଁ ବଢିଲା ଲକ୍‌ଡ଼ାଉନ୍

ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ପନିପରିବା, ତେଜରାତି ଦୋକାନ, ଫଳ ଦୋକାନ, ମାଛ, ମାଂସ ଦୋକାନ ଖୋଲା, ଟିକାକରଣ କେନ୍ଦ୍ର, କୋଭିଡ୍ ଟେଷ୍ଟିଂ ସେଣ୍ଟର ଖୋଲା ରହିବ, ହୋଟେଲ, ରେସ୍ତୋରାଁ ଏବଂ ଢାବାଗୁଡ଼ିକ

ମାନବିକତା ଦେଖାଇଲେ ଡାକ୍ତର, ପିପିଇ କିଟ୍ ପିନ୍ଧି କଲେ କରୋନା ରୋଗୀଙ୍କ ଶେଷକୃତ୍ୟ-

କରୋନାରେ ପୀଡିତ ଜଣେ ବ୍ୟକ୍ତିଙ୍କ ଶେଷକୃତ୍ୟ କରି ବରଗଡ ଜିଲ୍ଲାର ପଦମପୁର ଅଞ୍ଚଳର ଜଣେ ଡାକ୍ତର ସୁଦୀପ ସାହୁ ନିଜର ମାନବିକତାର ଉଦାହରଣ ସୃଷ୍ଟି କରିଛନ୍ତି ।

1 43 44 45 46 47 128