ଭଦ୍ରକ ଜିଲ୍ଲାରୁ ଆଉ ନୂଆ ୫୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଳାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହୋଇଛି ୧୦ହଜାର ୬୪୦ । ମୋଟ ୮ ହଜାର ୯୫୮ଜଣ ଆକ୍ରାନ୍ତଙ୍କ ସୁସ୍ଥ ହେବା ପରେ ଜିଲ୍ଳାରେ ଆଉ ୧୬୫୦ ।
Year: 2021
‘ବ୍ଲାକ୍ ଫଙ୍ଗସ୍’ କ’ଣ,ଜାଣନ୍ତୁ ଏହି ରୋଗ ଓ ଏହାର ଲକ୍ଷଣ
ବ୍ଲାକ୍ ଫଙ୍ଗସ୍’ଯାହା ଏବେ ଅଧିକ କରୋନା ରୋଗୀଙ୍କ ଠାରେ ଚିହ୍ନଟ ହେଉଛି । ଏହା ନାକ, ଆଖି ଏବଂ ବେଳେବେଳେ ମସ୍ତିଷ୍କକୁ ବ୍ୟାପିଥାଏ ।
ଗ୍ଲୋବାଲ ଟେଣ୍ଡର ହେବ ଓଡିଶାରେ ଟିକା ପାଇଁ , ରାଜ୍ୟବାସୀ ସୁବିଧାରେ ଟିକା ପାଇବେ
ରାଜ୍ୟରେ କରୋନା ମହାମାରୀ ବଢିଚାଲିଥିବା ବେଳେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି ।ଗ୍ଲୋବାଲ ଟେଣ୍ଡର ଜାରି କରିବା ପାଇଁ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି ।
ଭୁବନେଶ୍ୱରରେ ବଜ୍ରପାତ ନେଇ ହାଇଆଲର୍ଟ ଜାରୀ କଲା ପାଣିପାଗ ବିଭାଗ, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱରରେ ବଜ୍ରପାତ ନେଇ ହାଇଆଲର୍ଟ ଜାରୀ କଲା ପାଣିପାଗ ବିଭାଗ । କାଳବୈଶାଖୀ ବର୍ଷା ଓ ବଜ୍ରପାତ ନେଇ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ରିଲାଏନ୍ସ ବିଶ୍ୱର ଦ୍ୱିତୀୟ ସର୍ବାଧିକ ଦ୍ରୁତ ଅଭିବୃଦ୍ଧିଶୀଳ ରିଟେଲର
ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ରିଟେଲ ଲିମିଟେଡ ୨୦୨୧ରେ ବିଶ୍ୱର ଦ୍ୱିତୀୟ ସର୍ବାଧିକ ଦ୍ରୁତ ଅଭିବୃଦ୍ଧିଶୀଳ ରିଟେଲର ଭାବେ ମାନ୍ୟତା ଲାଭ କରିଛି । ଏଥିସହିତ ରିଲାଏନ୍ସ ରିଟେଲ ଏକମାତ୍ର ଭାରତୀୟ ରିଟେଲର ଭାବରେ ବିଶ୍ୱର
ଆଜି ଛତିଶା ନିଯୋଗ ବୈଠକରେ ଚୁଡ଼ାନ୍ତ ନିଷ୍ପତି ହେବ ଶ୍ରୀକ୍ଷେତ୍ର ଚନ୍ଦନ ଯାତ୍ରାର ସିଧାପ୍ରସାରଣ,
ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ନେଇ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି । କୋଭିଡ୍ ସମୟରେ କିଭଳି ହେବ ଶ୍ରୀଜିଉଙ୍କର ବାହାର ଚନ୍ଦର ଯାତ୍ରା ।
ମାଙ୍କଡା ପଥର ବେଆଇନ ଭାବେ ଚାଲାଣ ବେଳେ ପ୍ରଶାସନର ଚଢାଉ, ମିନି ଟ୍ରକ ଏକ ଜବତ
ଯାଜପୁର ଜିଲ୍ଲା ଦର୍ପଣ ତହସିଲ୍ ଅନ୍ତର୍ଗତ ସମିଆଁ ରାଜସ୍ବ ସର୍କଲ ଅଧୀନ ବାଉଁଶମୂଳି ମୌଜାରେ ବେଆଇନ ଭାବେ ମାଙ୍କଡା ପଥର ଚାଲାଣ ବେଳେ ଚଢାଉ କଲା ପ୍ରଶାସନ
ଆନନ୍ଦବଜାରରେ ୨ ସେବାୟତ ମୁହାଁମୁହିଁ, ଜଣେ ଆହତ
ଶ୍ରୀମନ୍ଦିର ଆନନ୍ଦ ବଜାରରେ ୨ ସେବାୟତ ମୁହାଁମୁହିଁ ହୋଇଥିବା ଜଣାଯାଇଛି । ଜଣେ ସେବାୟତଙ୍କ ଆକ୍ରମଣରେ ଅନ୍ୟ ଜଣେ ସେବାୟତ ଆହତ ହୋଇଛନ୍ତି ।
ଜୁନ ୨୩ ରେ କଂଗ୍ରେସ ସଭାପତି ଚୟନ ଲାଗି ନିର୍ବାଚନ ହେବ ,
ଭାରତୀୟ ଜାତୀୟ କଂଗ୍ରେସ ଏହାର ପରବର୍ତ୍ତି ସଭାପତିଙ୍କୁ ବାଛିବା ଲାଗି ନିର୍ବାଚନ କରିବାକୁ ନିଷ୍ପତି ନେଇଛି
ହିମନ୍ତ ବିଶ୍ବସର୍ମା ଆସାମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ –
ବିଜେପି ନେତା ହିମନ୍ତ ବିଶ୍ବସର୍ମା ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଜଗଦୀଶ ମୁଖୀ ତାଙ୍କୁ ଶପଥ ପାଠ କରାଇଛନ୍ତି

