କେନ୍ଦ୍ରୀୟ ଟିମ୍ ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସାର ତଦନ୍ତ ପାଇଁ ଯିବେ

ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା ସମ୍ପର୍କରେ କେନ୍ଦ୍ରୀୟ ଟିମ ଅନୁଧ୍ୟାନ କରିବ । ଏନେଇ ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ୪ ଜଣିଆ ଟିମ ପଶ୍ଚିମବଙ୍ଗ ଯିବ ବୋଲି ଜଣାଯାଇଛି

ଆନ୍ଧ୍ରପ୍ରଦେଶ ଷ୍ଟ୍ରେନ ପାଇଁ ରାୟଗଡା ଜିଲ୍ଲା ପ୍ରଶାସନ ୧୩ଟି ଚେକ ପୋଷ୍ଟକୁ ସିଲ କଲା

ଆନ୍ଧ୍ରପ୍ରଦେଶ ଷ୍ଟ୍ରେନର ଅଧିକ ଭୟଙ୍କର ରୂପ ପାଇଁ ଆନ୍ଧ୍ର ଏବଂ ତେଲେଙ୍ଗାନା ସୀମାନ୍ତରେ ଥିବା ରାୟଗଡା ଜିଲ୍ଲା ପ୍ରଶାସନ ୧୩ଟି ଚେକ୍ ପୋଷ୍ଟ ପଏଣ୍ଟକୁ ସିଲ୍ କରିଛି।

ଦ୍ବିତୀୟ ଦିନରେ ଲକଡାଉନ, ପୋଲିସର କଡା ଚେକିଂ ଓ ଅମାନିଆଙ୍କ ଉପରେ ନଜର ରଖିଛି। –

ଲକଡାଉନକୁ କଡାକଡି କରିବା ପାଇଁ ସହରର ବିଭିନ୍ନ ସ୍ଥାନରେ ଚେକିଂ ଓ ବ୍ଲକ କଡା କଡି କରାଯାଇଛି । ପୋଲିସ ବିଭିନ୍ନ ସ୍ଥାନରେ ଜଗି ରହି ଯାଞ୍ଚ କରୁଛି ।

ଆରପାରିରେ କରୋନା ଯୋଦ୍ଧା ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସର ଡିଜି ସୁନୀଲ କୁମାର ପାର୍ଥ –

ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସର ଡିଜି ସୁନୀଲ କୁମାର ପାର୍ଥ ଗୁରୁବାର କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି

ଭିଡିଓ କନଫେରେନ୍ସ ଜରିଆରେ ମହାନଦୀ ଜଳ ବିବାଦ ମାମଲା, ଆଲୋଚନା ପାଇଁ ଓଡିଶା ଛତିଶଗଡ଼କୁ ଚିଠି ଲେଖିଲା

ବିବାଦ ପ୍ରସଙ୍ଗରେ ଓଡ଼ିଶା ପକ୍ଷରୁ ଭିଡିଓ କନ୍‌ଫେରେନ୍ସିଂ ଜରିଆରେ କଥାବାର୍ତ୍ତା କରିବା ପାଇଁ ଛତିଶଗଡ଼ ସରକାରଙ୍କୁ ପତ୍ର ଲେଖାଯାଇଛି।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କରୋନା ସଂକ୍ରମିତ,(ଏମସ୍‌) କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି

କରୋନା ସଂକ୍ରମିତ ହୋଇ ଭୁବନେଶ୍ବରସ୍ଥିତ ଅଖିଳ ଭାରତୀୟ ଆୟୁ ର୍ବିଜ୍ଞାନ ପ୍ରତିଷ୍ଠାନ(ଏମସ୍‌) କୋଭିଡ୍‌ ହସ୍ପିଟାଲ୍‌ରେ ଭେଣ୍ଟିଲେଟର ସପୋର୍ଟରେ ଚିକିତ୍ସିତ ହେଉଛନ୍ତି ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ ।

ୟେଲ୍ଲୋ ୱାର୍ଣ୍ଣିଂ ଜାରି, କମିବ ତାତି: ଆସନ୍ତା ୯ ତାରିଖ ଯାଏଁ କାଳବୈଶାଖୀ ସମ୍ଭାବନା-

ରାଜ୍ୟରେ ତାତିର ପ୍ରଭାବ କମିବ ଓ କାଳବୈଶାଖୀ ସମ୍ଭାବନା ରହିଥିବାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ୱାର୍ଣ୍ଣିଂ ଜାରି ହୋଇଛି

1 53 54 55 56 57 128