କେନ୍ଦ୍ରମନ୍ତ୍ରୀ ମୁହଁ ଖୋଲି କହିଲେ ପଶ୍ଚିମବଙ୍ଗରେ ଦିଦି ମୌଳିକ ଆଧାରର ହତ୍ୟା କରିଛନ୍ତି-

ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ବାବଦରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ ମମତା ଦିଦି ମୌଳିକ ଆଧାରକୁ ହତ୍ୟା କରିଛନ୍ତି

ରାଜ୍ୟବ୍ୟାପୀ ଆଜିଠାରୁ ୧୪ ଦିନିଆ ଲକଡାଉନ, ଅତ୍ୟାବଶ୍ୟକ ସାମଗ୍ରୀ ସକାଳୁ ଖୋଲିଛି-

ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ରାଜ୍ୟବ୍ୟାପୀ ଆଜିଠାରୁ ୧୪ ଦିନିଆ ଲକଡାଉନ ଆରମ୍ଭ ହେଉଛି। ଆସନ୍ତା ମେ ୧୯ ତାରିଖ ପର୍ଯ୍ୟନ୍ତ ଏହି ଲକଡାଉନ କଟକଣା ବଳବତ୍ତର ରହିବ।

ପ୍ରଭାବ ଲକଡାଉନର: ବ୍ୟବସାୟୀ ବେପାର କରି ନପାରି ରାସ୍ତାରେ ଫୋପାଡିଲେ ପନିପରିବା-

ସଂକ୍ରମଣ ଚେନ୍ ରୋକିବାକୁ ବିଭିନ୍ନ ଜିଲ୍ଲା ପ୍ରଶାସନ ଲକଡାଉନ ଘୋଷଣା କରିଥିବାବେଳେ ବଲାଙ୍ଗୀରରେ ପନିପରିବା ବ୍ୟବସାୟୀ ପରିବା ବିକ୍ରି ନକରିପାରି ରାସ୍ତାରେ ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଛି

ମେ ୭ ତାରିଖ ଯାଏଁ ୟୁପିରେ ବଢିଲା ଲକ୍‌ଡାଉନ୍ ଅବଧି, ବଳବତ୍ତର ରହିବ କଟକଣା

ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁରା ୟୁପିରେ ଆଂଶିକ ଲକ୍‌ଡାଉନ୍ ଳାଗୁ କରାଯାଇଥିଲା । ଲକ୍‌ଡାଉନ୍ ସତ୍ତ୍ୱେ ବି ୟୁପିରେ କରୋନା ସଂକ୍ରମଣ ଆୟତ ହେଉନଥିବାରୁ ଏବେ ପୁଣି ଲକ୍‌ଡାଉନ୍ ଅବଧି କୁ ବଢାଇଛନ୍ତି ୟୁପି ସରକାର ।

2ବର୍ଷ ପୂରିଛି ବାତ୍ୟା ଫୋନି କୁ, ଆଜି ବି ମନେ ପଡେ ସେଇ ଛାତିଥରା ଦୃଶ୍ୟ, ପଲିଥିନ ତଳେ କଟୁଛି ବିପନ୍ନଙ୍କ ଜୀବନ

ଫୋନି ବାତ୍ୟାକୁ ପୂରିଛି 2ବର୍ଷ । ଆଜି ବି ମନେ ପଡେ ସେଇ ଛାତିଥରା ଦୃଶ୍ୟ । 2019 ମସିହା ମେ 3ତାରିଖରେ ପ୍ରଳୟଙ୍କାରୀ ସାମୁଦ୍ରିକ ବାତ୍ୟା ଫୋନି ରଚିଥିଲା ତାଣ୍ଡବ

ଆସାମ କଂଗ୍ରେସ ପ୍ରମୁଖ ବିଧାନସଭା ନିର୍ବାଚନ ହାରିବା ପରେ ପଦରୁ ଇସ୍ତଫା ଦେଲେ

ଆସାମ କଂଗ୍ରେସର ଅଧ୍ୟକ୍ଷ ରିପୁନ ବୋରା ରବିବାର ରାଜ୍ୟ ବିଧାନସଭା ନିର୍ବାଚନରେ ଦଳର ପରାଜୟ ପରେ ଇସ୍ତଫା ଦେଇଛନ୍ତି

କରୋନା ସଂକ୍ରମଣ ଭୟ କାରଣରୁ ସଂକ୍ରମିତ ଜେଜେବାପା-ମା’ ଆତ୍ମହତ୍ୟା କଲେ

ରାଜସ୍ଥାନର କୋଟା ଜିଲ୍ଲାରେ ରବିବାର କରୋନା ଭାଇରସରେ ସଂକ୍ରମିତ ବରିଷ୍ଠ କଥିତ ରୂପେ ଚଳନ୍ତା ଟ୍ରେନ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଛନ୍ତି

ଭାରତୀୟ ଷ୍ଟାର ବ୍ୟଟ୍ସମ୍ୟାନ୍ କେଏଲ ରାହୁଲ ଆଇପିଏଲ ମ୍ୟାଚ୍‌ରୁୁ ବାଦ୍ ପଡିବା ଆଶଙ୍କା:

ଭାରତୀୟ ଦଳର ଷ୍ଟାର ବ୍ୟଟ୍ସମ୍ୟାନ୍ ଏବଂ ଆଇପିଏଲ ଦଳ ପଞ୍ଜାବ କିଙ୍ଗସ୍ ର ଅଧୀନାୟକ କେଏଲ ରାହୁଲ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ ହୋଇଛନ୍ତି

ରୋଗିଙ୍କୁ ଯୌନ ଶୋଶଣ ଅଭିଯୋଗରେ ଗିରଫ ହେଲେ କରୋନା ସଂକ୍ରମିତ

କରୋନାରେ ସଂକ୍ରମିତ ହୋଇ ମେଡିକାଲର ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତି ସେଇ ମେଡିକାଲରେ ଅନ୍ୟ ଜଣେ ରୋଗିଙ୍କୁ ଯୌନ ଶୋଶଣ ଅଭିଯୋଗରେ ପୋଲିସ ଗିରଫ କରିଛି ନୁଆପଡା ପୋଲିସ

1 55 56 57 58 59 128