ଆସନ୍ତା ୧୮ ତାରିଖରେ ପୁରୀ ଆସିବେ ଏନଏସଜିର ବରିଷ୍ଠ ଅଧିକାରୀ । ରାଜ୍ୟ ପୋଲିସ ଅଧିକାରୀଙ୍କ ସହ ୫ ଜଣିଆ NSG ଟିମ୍ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ । ଟିମରେ ରହିବେ
Year: 2021
ମହାଶିବରାତ୍ରି ପାଇଁ ଟ୍ରାଫିକ କଟକଣା ଜାରି କଲା କମିଶନରେଟ ପୁଲିସ୍
ଆସନ୍ତାକାଲି ମହାପ୍ରଭୁ ଲିଙ୍ଗରାଜଙ୍କ ମହାଶିବରାତ୍ରି ପାଇଁ ଟ୍ରାଫିକ କଟକଣା ଜାରି କରିଛି କମିଶନରେଟ ପୁଲିସ୍ । ମାଉସୀ ମା ପାର୍ଶ୍ୱରୁ ରଥରୋଡ଼କୁ ୪ ଚକିଆ ଯାନ ଛଡ଼ାଯିବ ନାହିଁ। ରବି ଟକିଜ ପଟରୁ ଆସୁଥିବା
ଆନ୍ତଃରାଜ୍ୟ ଚୋରା ଚାଲାଣ ବେଳେ ୨ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୫ ଗିରଫ
ଗତକାଲି ଓଡିଶା ଆନ୍ଧ୍ର ସୀମାନ୍ତରେ ଥିବା ମୋଟୁ ଚେକ ପୋଷ୍ଟରେ ଯାଞ୍ଚ୍ ବେଳେ ଓଡ଼ି୧୦ ଏଲ୍ ୩୧୧୧ ଗାଲାକ୍ସି ବିଶ୍ଵାଳ ନାମକ ଏକ ଘରୋଇ ବସରୁ ୨ ଲକ୍ଷ ଟଙ୍କାର ୩୮ କେଜି ଗଞ୍ଜେଇ
କୋହଲି, ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ପୃଥ୍ୱୀ ଶ’
ବିଜୟ ହଜାରେ ଟ୍ରଫିରେ ମଙ୍ଗଳବାର ମୁମ୍ବାଇ ଅଧିନାୟକ ପୃଥ୍ୱୀ ଶ’ଙ୍କ ବିସ୍ଫୋରକ ବ୍ୟାଟିଂ ଚାରିଆଡେ ଝଡ ସୃଷ୍ଟି କରିଛି । ରନ ଚେଜ୍ କରିବାରେ ସେ ସର୍ବାଧିକ ବ୍ୟକ୍ତିଗତ ରନ ସଂଗ୍ରହ କରିଛନ୍ତି ।
ଜଣେ ସ୍ମଗଲର ଗିରଫ, କୋଟିଏ ଟଙ୍କାର ବ୍ରାଉନସୁଗର ଜବତ
ବ୍ରାଉନସୁଗର କାରବାରର ଲିଙ୍କ ଲାଇନ୍ ପାଲଟିଛି ବାଲେଶ୍ୱର ଜିଲ୍ଲା । କୋଲକାତାରୁ ଚାଲାଣ ବେଳେ ବାଲେଶ୍ୱରରୁ ପୁଣି ଜବତ ହୋଇଛି କୋଟିଏରୁ ଅଧିକ ଟଙ୍କାର ଧଳା ଜହର । ବାଲେଶ୍ୱର ଲକ୍ଷ୍ମଣନାଥ ତନଖି ଫାଟକ
ଛୁଆକୁ ଚାପି ଦେଲା ଟ୍ରେନ୍, ୩ ଛୁଆ ସହ ରେଳ ଧାରଣା ପାର୍ ହେଉଥିଲା ମାଆ ମହାବଳ ବାଘ
ଟ୍ରେନ୍ ଧକ୍କାରେ ହାତୀ ମୃତ୍ୟୁବରଣ କରୁଥିବା ଆପଣ ଶୁଣିଥିବେ । କେବେ ମହାବାଳ ବାଘ ଟ୍ରେନ୍ ଧକ୍କାରେ ମୃତ୍ୟୁବରଣ କରିଛି ଶୁଣିଛନ୍ତି ? ହଁ ମାଲକାନଗିରି ସୀମାନ୍ତ ଛତିଶଗଡ଼ର ରାଜନନ୍ଦଗାଓଁ ଜିଲ୍ଲା ସୀମାରେ ଟ୍ରେନ୍
ବଦଳିଲେ ଟ୍ବିନସିଟି କମିଶନର ସୁଧାଂଶୁ ଷଡଙ୍ଗୀ
ଆଇପିଏସ୍ କ୍ୟାଡରରେ ହୋଇଥିବା ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟସରକାର । ଆଜି ୧୯୯୫ ବ୍ୟାଚର ଆଇପିଏସ୍ ଅଫିସର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କୁ ଭୁବନେଶ୍ୱର ଏବଂ କଟକ ଟ୍ୱିନ୍ ସିଟି ପାଇଁ ପୋଲିସ
ରୋଡ ସେଫଟି ୱାର୍ଲଡ ସିରିଜ ୨୦୨୧:
ଆଜି ଇଂଲଣ୍ଡ ଲିଜେଣ୍ଡକୁ ଭେଟିବ ଭାରତୀୟ ଲିଜେଣ୍ଡରୋଡ଼ ସେଫଟି ୱାର୍ଲଡ ସିରିଜ ୨୦୨୧ ର ଆଜିର ମ୍ୟାଚରେ ଇଂଲଣ୍ଡ ଲିଜେଣ୍ଡକୁ ଭେଟିବେ ଭାରତୀୟ ଲିଜେଣ୍ଡ । ଏହି ମ୍ୟାଚ ରାୟପୁରର ସହିଦ ବୀର ନାରାୟଣ
ମହିଳା କର୍ମଚାରୀଙ୍କୁ କର୍ଣ୍ଣାଟକ ସରକାରଙ୍କ ବଡ଼ ଉପହାର, ଶିଶୁର ଯତ୍ନ ଲାଗି ଦେଲେ ୬ ମାସ ଛୁଟି-
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପା ରାଜ୍ୟ ସରକାରଙ୍କ ମହିଳା କର୍ମଚାରୀଙ୍କୁ ବଡ଼ ଉପହାର ଦେଇଛନ୍ତି । ରାଜ୍ୟ ସରକାର ନିଜର ମହିଳା କର୍ମଚାରୀଙ୍କୁ ଶିଶୁଙ୍କ ଯତ୍ନ ନେବା ପାଇଁ
ଯୁବତୀଙ୍କ ସହ ଚଳନ୍ତା କାରରେ ଗଣଦୁଷ୍କର୍ମ ଘଟଣାର ୩ ଅଭିଯୁକ୍ତ ଗିରଫ-
ଉତ୍ତର ପ୍ରଦେଶରେ ଚଳନ୍ତା କାରରେ ଗଣଦୁଷ୍କର୍ମର ଏକ ଭିଡିଓ ଭାଇରାଲ ହେବା ପରେ ପୋଲିସ ମାମଲା ରୁଜୁ କରି ୩ ଜଣ ଅଭିଯୁକ୍ତକୁ ଗିରଫ କରିଛି । ଏହି ଘଟଣା ୬ ମାସ ତଳର

