୧୯ ବର୍ଷୀୟ ଏଞ୍ଜେଲ ଯେତେବେଳେ ମିଆଁମାରର ସେନା ବିରୋଧରେ ବିରୋଧ-ପ୍ରଦର୍ଶନରେ ଶାମିଲ ହୋଇଥିଲେ, ସବୁକିଛି ଠିକ୍ଠାକ ଆଶା କରାଯାଉଥିଲା । ନୃତ୍ୟ ଶିଳ୍ପୀ ଓ ତାଇକୋଣ୍ଡୋ ଚାମ୍ପିଅନ ଏଞ୍ଜେଲ ଏକ କଳାରଂଗର ଟି-ସାର୍ଟ ପିନ୍ଧିଥିଲେ
Year: 2021
ଶାଶୁ ଘରକୁ ବିଦା ବେଳେ ନବବଧୂର ଜୀବନ ଚାଲିଗଲା
ଶାଶୁ ଘରକୁ ବିଦା ହେବା ବେଳେ କାନ୍ଦି କାନ୍ଦି ଜଣେ ନବ ବଧୂର ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅର୍ନ୍ତଗତ ଉଲୁଣ୍ଡା ଗାଁ
ଆସାମରେ ୯୨ ଆସନରେ ପ୍ରାର୍ଥୀ ଦେବ ବିଜେପି! ପଶ୍ଚିମବଙ୍ଗରେ ୨ଟି ପର୍ଯ୍ୟାୟ ପାଇଁ ପ୍ରାର୍ଥୀଙ୍କ ନାଁରେ ଲାଗିଲା ମୋହର
ଆସାମ ଓ ପଶ୍ଚିମବଙ୍ଗରେ ସିଟ ଭାଗବଣ୍ଟା ଏବଂ ପ୍ରାର୍ଥୀଙ୍କ ନାଁ ଉପରେ ଚର୍ଚ୍ଚା ଲାଗି ଗୁରୁବାର ଭାରତୀୟ ଜନତା ପାର୍ଟି କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନିଷ୍ପତ୍ତି
ଦାଦା ପୁଅ ଭାଇ ସହ ପ୍ରେମ ସମ୍ପର୍କକୁ ନେଇ ଝିଅକୁ ହତ୍ୟା କଲା ବାପା, କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ଅଭିଯୁକ୍ତ
ଉତ୍ତରପ୍ରଦେଶର ହରଦୋଇ ଜିଲ୍ଲାରେ ଏକ ଛାତିଥରା ଦୃଶ୍ୟ ସାମନାକୁ ଆସିଛି । ଜଣେ ବାପା ନିଜ ଝିଅର ମୁଣ୍ଡକାଟି ହତ୍ୟା କରିବା ପରେ କଟାମୁଣ୍ଡକୁ ହାତରେ ଧରି ଥାନାରେ ପହଁଞ୍ଚିଥିଲା । ଏହି ଭୟଙ୍କର
ଛାତ୍ରଙ୍କ ନାଁରେ ୩୮କୋଟି ଟଙ୍କାର ଜିଏସଟି ଠକେଇ ନେଇ ନୋଟିସ୍
ରାଉରକେଲାରେ ଜଣେ କଲେଜ ଛାତ୍ରଙ୍କ ନାଁରେ ଆସିଛି ଜିଏସଟି ଠକେଇ ଅଭିଯୋଗ । ଛାତ୍ର ଜଣଙ୍କ ହେଉଛନ୍ତି ରାଉରକେଲା ଜଗଦା ଅଞ୍ଚଳର ଘଟେଶ୍ବର ବାଗ । ଷ୍ଟାର ବିଲେଟ୍ ନାଁରେ କମ୍ପାନୀ ଖୋଲି ୩୮କୋଟି
ସମ୍ବଲପୁର ହୁମା ବକ୍ର ମନ୍ଦିରରେ ହେବନି ଶିବରାତ୍ରି ମେଳା
କରୋନା ଯୋଗୁଁ ଏବର୍ଷ ସମ୍ୱଲପୁର ଜିଲ୍ଲାର ହୁମା ବକ୍ର ମନ୍ଦିରରେ ଶିବରାତ୍ରି ମେଳା ହେବ ନାହିଁ । ପ୍ରଶାସନ ଓ ଯାତ୍ରା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି । ପୂର୍ବଭଳି ମନ୍ଦିରରେ ରୀତିନୀତି
କରୋନା କାଳରେ ଭାରତର ୨୫ କୋଟି ପିଲାଙ୍କ ଶିକ୍ଷା ଉପରେ ପ୍ରଭାବ ପଡ଼ିଛି: UNICEF
ମହାମାରୀ କୋଭିଡ୍ ସମୟରେ ସମସ୍ତ ପିଲାଙ୍କ ପାଖରେ ଶିକ୍ଷା ପହଞ୍ଚିଥିବା ସରକାର ଦାବି କରୁଛନ୍ତି । କିନ୍ତୁ ୟୁନିସେଫ୍ (UNICEF) ଜାରି କରିଥିବା ରିପୋର୍ଟ ଅନ୍ୟ କିଛି କହୁଛି । ରିପୋର୍ଟ ଅନୁସାରେ, ମହାମାରୀ
କଟକଣା ଭିତରେ ଏବର୍ଷ କପିଳାସ ଜାଗର ଯାତ୍ରା
ଚଳିତବର୍ଷ ଢେଙ୍କାନାଳ ଜିଲ୍ଲାର ପ୍ରମୁଖ ଶୈବପୀଠ କପିଳାସରେ କୋଭିଡ୍ କଟକଣା ଭିତରେ ଅନୁଷ୍ଠିତ ହେବ ଜାଗତ ଯାତ୍ରା । ଜିଲ୍ଲା ଓ ରାଜ୍ୟ ବାହାର ଭକ୍ତଙ୍କୁ କପିଳାସ ଆସିବାକୁ ବାରଣ କରାଯାଇଛି । ଜିଲ୍ଲାର
ବରମୁଣ୍ଡା ପେଟ୍ରୋଲ ପମ୍ପରେ ଅପମିଶ୍ରିତ ପେଟ୍ରୋଲ ମିଳିବା ଘଟଣା : ଟାଙ୍କିରେ ଫରେନସିକ୍ ଟିମ୍ର ଛାନ୍ଭିନ୍
ଭୁବନେଶ୍ୱର: ବରମୁଣ୍ଡା ପେଟ୍ରୋଲ ପମ୍ପରୁ ଅପମିଶ୍ରିତ ପେଟ୍ରୋଲ ମିଳିବା ଘଟଣା । ପେଟ୍ରୋଲ ପମ୍ପରେ ତଦନ୍ତ ଆରମ୍ଭ କରିଛି ଫେରନସିକ୍ ଟିମ୍ । ପେଟ୍ରୋଲ ଓ ଡିଜେଲର ନମୁନା ଯାଞ୍ଚ କରାଯାଉଛି । ଗତକାଲି
ସୁନ୍ଦରଗଡରେ ଚାଞ୍ଚଲ୍ୟ, ଇବନଦୀ ପଠାରୁ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର
ସୁନ୍ଦରଗଡ ନଦୀପଠାରୁ ଯୁବକଙ୍କ କଟା ଅଙ୍ଗପ୍ରତ୍ୟଙ୍ଗ ଉଦ୍ଧାର ହୋଇଛି । ସୁନ୍ଦରଗଡ ସଦର ଥାନା ବନ୍ଧପାଲି ନିକଟ ଇବନଦୀ ପଠାରୁ ଜଣେ ଯୁବକର କଟାମୁଣ୍ଡ, ଗୋଟିଏ ଗୋଡ ଏବଂ ଶରୀରର ଅନ୍ୟ ଅଂଶ ମିଳିଛି । ତେବେ

