ଚମୋଲୀ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୩୨କୁ ବୃଦ୍ଧି, ୪ର୍ଥ ଦିନରେ ଉଦ୍ଧାର କାର୍ଯ୍ୟ ଜାରୀ

ଉତ୍ତରାଖଣ୍ଡର ଚମୋଲୀ ଜିଲ୍ଲାରେ ରବିବାର ପୂର୍ବାହ୍ନରେ ଗ୍ଲାସିୟର ଭାଙ୍ଗିବା ଘଟଣାରେ ମୃତକଙ୍କ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି । ଏସ୍‌ଡିଆରଏଫ୍‌, ଏନଡିଆରଏଫ ଓ ଆଇଟିବିପିର ଯବାନମାନେ ବୁଧବାର ୪ର୍ଥ ଦିନରେ ଉଦ୍ଧାର କାର୍ଯ୍ୟ ଜାରି

ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କୁ ବିଶ୍ୱ ନାଗରିକତା ରାଜଦୂତ ସମ୍ମାନ

ଭାରତର ଲୋକପ୍ରିୟ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କୁ ଆଜି ଆମେରିକାର ନର୍ଥଇଷ୍ଟର୍ଣ୍ଣ ୟୁନିଭରସିଟି ବିଶ୍ୱବିଦ୍ୟାଳୟ ସମ୍ମାନିତ କରିଛି । ସମାଜ ପ୍ରତି ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିବା ନେଇ ତାଙ୍କ ବିଶ୍ୱ ନାଗରିକତା ରାଜଦୂତ

କୋଟିଆ ଅଭିମୁଖେ ଆଜି ଯାତ୍ରା କରିବ ବିଜେପିର ଏକ ଟିମ – ସମୀର ମହାନ୍ତି

ରାଜ୍ୟ ବିଜେପି ପକ୍ଷରୁ ୧୦ ଜଣିଆ ଟିମ ଆଜି କୋଟିଆ ଅଭିମୁଖେ ଯାତ୍ରା କରିବେ ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ

ରିଷି କପୁରଙ୍କ ସାନଭାଇ ତଥା ଲୋକପ୍ରିୟ ଅଭିନେତା ରାଜୀବ କପୁରଙ୍କ ୫୮ ବର୍ଷ ବୟସରେ ଦେହାନ୍ତ

ରିଷି କପୁରଙ୍କ ସାନଭାଇ ତଥା ଲୋକପ୍ରିୟ ଅଭିନେତା ରାଜୀବ କପୁରଙ୍କ ମଙ୍ଗଳବାର ମୁମ୍ବାଇରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା । କିଛି ସମୟ ପୂର୍ବରୁ ତାଙ୍କର ହୃଦଘାତ

ଆସନ୍ତା 15ରେ କଂଗ୍ରେସର ଓଡିଶା ବନ୍ଦ ଡାକରା, ସକାଳ 7ଟାରୁ ଦିନ 1ଟା ଯାଏଁ ବନ୍ଦ ପାଳନ

ଦିନକୁ ଦିନ ତୈଳ ଦର ବଢି ଚାଲିଛି  । ସାଧାରଣ ଲୋକଙ୍କ ଚିନ୍ତା ବଢୁଛି  । ତୈଳ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତା 15ରେ ଓଡିଶା ବନ୍ଦ ଡାକରା ଦେଇଛି କଂଗ୍ରେସ  ।  ଏନେଇ

ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ ; ପ୍ରଥମ ଟେଷ୍ଟରେ ଭାରତକୁ ୨୨୭ ରନରେ ହରାଇଲା

ଇଂଲଣ୍ଡଚେନ୍ନାଇର ଚେପକ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତକୁ ୨୨୭ ରନରେ ହରାଇଲା ଇଂଲଣ୍ଡ । ଚତୁର୍ଥ ଇଂନିସରେ ଭାରତକୁ ବିଜୟ ପାଇଁ ୪୨୦ ରନ ଆବଶ୍ୟକ ହେଉଥିବା ବେଳେ ଭାରତ ମାତ୍ର ୧୯୨

ମାସକ ମଧ୍ୟରେ ରାଜ୍ୟର ବିଭିନ୍ନ ସାଇବର ଠକେଇରେ ଲୁଟ ହୋଇଛି ୧.୪ କୋଟି ଟଙ୍କା- ପୋଲିସ କମିଶନର

ମାସକ ମଧ୍ୟରେ ରାଜ୍ୟରେ ବିଭିନ୍ନ ସାଇବର ଠକେଇରେ ୧.୪ କୋଟିରୁ ଅଧିକ ଟଙ୍କା ଲୁଟ ହୋଇଛି ବୋଲି ଟ୍ୱିନ୍ ସିଟି ପୋଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ ମଙ୍ଗଳବାର କହିଛନ୍ତି। ସାଇବର ଅପରାଧୀମାନେ ରାଜ୍ୟର ବିଭିନ୍ନ

ଚେତିଲା ପ୍ରଶାସନ, ନିଲମ୍ବିତ ହେଲେ ନୟାଗଡ଼ ତେନ୍ତୁଳିଆପଲ୍ଲୀ ସେବା ସମବାୟ ସମିତି ପିଅନ୍

ଚେତିଲା ପ୍ରଶାସନ  ।  ନିଲମ୍ବିତ ହେଲେ ନୟାଗଡ଼ ତେନ୍ତୁଳିଆପଲ୍ଲୀ ସେବା ସମବାୟ ସମିତିର ପିଅନ୍ ଗଦାଧର ସାହୁ । ଉକ୍ତ ପିଅନଙ୍କୁ ବହିଷ୍କାର ଦାବୀ କରି ଚେତାବନୀ ଦେଇଛନ୍ତି ଚାଷୀ । ନୟାଗଡ଼ ଜିଲ୍ଲା

ନବରଙ୍ଗପୁର ଉପ କାରାଗାରରେ ବିଚାରଧୀନ କଏଦୀର ମୃତ୍ୟୁ

ବିଚାରଧୀନ କଏଦୀର ମୃତ୍ୟୁ  । ନବରଙ୍ଗପୁର ଉପ କାରାଗାରରେ ଥିବା ବିଚାରଧୀନ କଏଦୀର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି  ।  ମୃତ କଏଦୀ ଜଣକ ହେଲେ କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଦଶାପାଇଗୁଡ଼ା ଗାଁର ରାମଧର

ଦିଲ୍ଲୀ ହିଂସାର ମୁଖ୍ୟ ଅଭିଯୁକ୍ତ ଦୀପ ସିଦ୍ଧୁ ଗିରଫ

ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀର ଲାଲକିଲାରେ ହୋଇଥିବା ବ୍ୟାପକ ହିଂସା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଦୀପ ସିଦ୍ଧୁ ‌କୁ ଗିରଫ କରିଛି ।  ଦିଲ୍ଲୀ ପୋଳିସର ସ୍ପେଶାଲ ସେଲ ତାଙ୍କୁ ଗିରଫ

1 16 17 18 19 20 32