ରାଜଧାନୀରେ ସର୍ବସାଧାରଣ ସ୍ଥାନରେ ରଙ୍ଗ ଖେଳିବା ମନା । ହୋଲି ପର୍ବ ଓ ଦୋଳ ମେଲଣ ନେଇ ଲାଗୁ ହେଲା କଟକଣା । ରାଜ୍ୟ ସରକାରଙ୍କ ହୋଲି କଟକଣା ସମ୍ପୂର୍ଣ୍ଣ ପାଳନ କରାଯିବାକୁ ନିର୍ଦ୍ଦେଶ ଜାରି
Month: March 2021
ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାରଙ୍କ ବିଚାର ବିମର୍ଶ , ରାଜ୍ୟରେ ଫେରିପାରେ ରାତ୍ରିକାଳୀନ କର୍ଫ୍ୟୁ
ଦେଶ ପରେ ବର୍ତ୍ତମାନ ରାଜ୍ୟ ମଧ୍ୟ କରୋନା ସଂକ୍ରମିତଙ୍କ ମାମଲାରେ ଭୟାବହତା ଆଡକୁ ଗତି କରୁଛି । ବଢୁଥିବା ସଂକ୍ରମଣ ମାମଲାକୁ ଦେଖି ରାଜ୍ୟସରକାର ସମସ୍ତ ଅଫିସରେ କରୋନା କଟକଣାକୁ କଡାକଡି ପାଳନ କରିବାରୁ
ଜିଏସଟି ଫାଙ୍କିବା ଅଭିଯୋଗରେ ଟ୍ରକ୍କୁ ୫ଲକ୍ଷ ୯୦ହଜାର ଟଙ୍କା ଫାଇନ୍
ଜିଏସଟି ଫାଙ୍କିବା ଅଭିଯୋଗରେ ହାରଭେଷ୍ଟର ବୋଝେଇ ଟ୍ରକକୁ ଫାଇନ୍ । ୫ ଲକ୍ଷ ୯୦ ହଜାର ଟଙ୍କା ଫାଇନ ଆଦାୟ କଲେ ବାଣିଜ୍ୟକର ବିଭାଗ ଏନଫୋର୍ସମେଣ୍ଟ ଟିମ୍ । ସୋନପୁରରୁ ଆନ୍ଧ୍ରପ୍ରଦେଶର ରାଜ ମହେଦ୍ରୀ
ଭାରତ-ଇଂଲଣ୍ଡ ଟି-୨୦: ୪ର୍ଥ ମୁକାବିଲା ଆଜି, ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ
ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜି ଟି-୨୦ ଶୃଙ୍ଖଳାର ୪ର୍ଥ ମୁକାବିଲା ହେବ । ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ୫ଟି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଖେଳାଯିବ
ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ, ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍
ଭିଜିଲାନ୍ସ ଜାଲରେ ଗୋଟିଏ ପରେ ଗୋଟିଏ ସରକାରୀ ବାବୁ ଛନ୍ଦି ହୋଇ ପଡୁଥିବା ବେଳେ ଏବେ ପୁଣି ଆଉ ଏକ ସରକାରୀ ବାବୁ ପଡିଛନ୍ତି ଭିଜିଲାନ୍ସ ଜାଲରେ । ନୂଆପଡ଼ା ଜିଲ୍ଲା ଖରିଆର ରେଞ୍ଜର
ଜଣଙ୍କୁ ବଂଚାଇବା ଲାଗି ସେପ୍ଟିକ୍ ଟ୍ୟାଙ୍କିକୁ ଗଲେ ପରିବାରର ଅନ୍ୟ ୪ ବ୍ୟକ୍ତି, ସମସ୍ତେ ମୃତ
ଉତ୍ତର ପ୍ରଦେଶର ଆଗ୍ରା ଠାରୁ ୪୫ କିମି ଦୂର ଫତେହାବାଦ ଅଂଚଳର ପରତାପୁରା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ସେପ୍ଟିକ୍ ଟାଙ୍କିରେ ଫସିଥିବା ଲୋକଙ୍କୁ ବଂଚାଇବା ପାଇଁ ଅନ୍ୟ ୪
ପୁଣି ନୂଆ ମୋଡ, ଅନୁଭବଙ୍କ ନା ରେ ସାଂଘାତିକ୍ ଅଭିଯୋଗ ଆଣିଲେ ବର୍ଷା
ଥମିବାର ନା ଧରୁନି ବର୍ଷା-ଅନୁଭବ ବିବାଦ । ପାରିବାରିକ ବିବାଦରେ ଛନ୍ଦି ହୋଇ ପଡିଥିବା ଏହି ଦୁହିଁଙ୍କ ବିବାଦରେ ଏବେ ପୁଣି ଏକ ନୂଆ ମୋଡ ଦେଖିବାକୁ ମିଳିଛି । ଘରୋଇ ହିଂସାର ଶିକାର
ଭୁଶୁଡିଲା ବ୍ରିଟିଶ ଅମଳର ରାଇଝରନ ସେତୁ, କ୍ଷୟକ୍ଷତିର ସୂଚନା ନାହିଁ
ବ୍ରିଟିଶ ଯୁଗରେ ରାଜ୍ୟ ରାଜପଥ -୬୩ ରେ ରାଇଝରନ ଅଞ୍ଚଳ ନିକଟରେ ନିର୍ମିତ ଏକ ସେତୁ ବୁଧବାର ଭୁଶୁଡି ଯାଇଥିବା ସୂଚନା ମିଳିଛି । ୧୯୩୦-୩୨ ମସିହାରେ ଚେଣ୍ଡିପଡା-ଅନୁଗୁଳ ରାସ୍ତାରେ ସିଙ୍ଗ୍ରା ବ୍ରିଜ୍ ନିର୍ମାଣ
ରୋଡ ସେଫ୍ଟି ୱାର୍ଲ୍ଡ ସିରିଜ : ପୁଣି ଯୁବରାଜ ମାରିଲେ ଗୋଟିଏ ଓଭରରେ ୪ ଛକା
ଭାରତୀୟ କ୍ରିକେଟ ଷ୍ଟାର ଯୁବରାଜ ସିଂହ ପୁଣି ଥରେ ଗର୍ଜିଛନ୍ତି । ରୋଡ ସେଫ୍ଟି ୱାଲ୍ଡ ସିରିଜ ୨୦୨୧ରେ ଯୁବରାଜ ସିଂହଙ୍କ ପ୍ରଦର୍ଶନରେ ଦର୍ଶକ ଉତ୍ସାହିତ ହୋଇଯାଇଥିଲେ । ଏହି ମ୍ୟାଚ୍ରେ ଯୁବରାଜ ସିଂହ ୨୦ଟି
୧୦୦ ଯାତ୍ରୀଙ୍କୁ ନେଇ ଯାଉଥିଲା ବସ୍, ଯମୁନା ଏକ୍ସପ୍ରେସ୍ୱେରେ ଓଲଟିଲା, ୧୪ ଆହତ
ପ୍ରାୟ ୧୦୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଘରୋଇ ବସ୍ ଉତ୍ତର ପ୍ରଦେଶର ଆଗ୍ରା ଜିଲ୍ଲା ଦେଇ ଯାଇଥିବା ଯମୁନା ଏକ୍ସପ୍ରେସ୍ୱେରେ ଓଲଟିପଡ଼ିଛି । ଏହି ଦୁର୍ଘଟଣାରେ ୧୪ ଜଣ ଆହତ ହୋଇଛନ୍ତି

