କରୋନା ରୋଗୀ କୋଭିଡ ସେଣ୍ଟରରୁ ପଳାଇଲେ , ଜିଲ୍ଲାପାଳ କହିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ –

କଟକସ୍ଥିତ କୋଭିଡ କେୟାର ସେଣ୍ଟରରୁ ଜଣେ ମହିଳା କୌଣସି ମନୋମାଳିନ୍ୟ ପାଇଁ ରାଗିକି ପଳାଇଥିବା ଜଣାପଡିଛି

୩ ଲକ୍ଷ ଟଙ୍କାର ଗୁଟ୍‌ଖା ତେଜରାତି ଦୋକାନରୁ ଜବତ, ମାଲିକ ଗିରଫ-

ତେଜରାତି ଦୋକାନ ଉପରେ ଚଢାଉ କରି ୩ ଲକ୍ଷ ଟଙ୍କାର ଗୁଟ୍‌ଖା ଜବତ କରିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ପୋଲିସ । ଏହା ସହ ଦୋକାନ ମାଲିକ ପ୍ରଭାକର ସାହୁଙ୍କୁ ଗିରଫ କରାଯାଇଛି

ସମ୍ପତି ଲୋଭ, ଭୁଲିଗଲା ମଣିଷ ପଣିଆ: ଦିଅର ଭାଉଜଙ୍କୁ ପିଟିପିଟି ମାରିଦେଲା

ସମ୍ପତି ଲୋଭରେ ଦିଅର ଭୁଲିଗଲା ନିଜର ମଣିଷ ପଣିଆ ଯାହାଫଳରେ ଭାଉଜକୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଛି ଦିଅର ।

ନକଲି ସାମଗ୍ରୀ ଅସଲି ବ୍ରାଣ୍ଡ ନାଁରେ ମିଳୁଛି , ପୁଣି ନକଲି ଘିଅ ଓ ତେଲ କାରଖାନାରେ : ଭଞ୍ଜନଗର ପୋଲିସର ଚଢାଉ

ସାରା ରାଜ୍ୟରେ ନକଲି ସାମଗ୍ରୀ ତିଆରିର ସାମ୍ରାଜ୍ୟ ବଢିବାରେ ଲାଗିଛି । ନକଲି ତେଲ, କୋଲ୍ଡ ଡ୍ରିଙ୍ସ, ଘିଅ ବଜାରରେ ବିକ୍ରି କରାଯାଉଛି

ଦିନ 2ଟାରୁ ସକାଳ 5 ଟା ଯାଏଁ ଗଞ୍ଜାମର ସହରାଞ୍ଚଳ ବନ୍ଦ ରହିବ ଦୋକାନ ବଜାର

ଞ୍ଜାମର ସହରାଞ୍ଚଳ ଏଣିକି ଦିନ 2ଟାରୁ ସକାଳ 5 ଟା ଯାଏଁ ବନ୍ଦ ରହିବ ଦୋକାନ ବଜାର । ଏହା ଜିଲ୍ଲାର ବିଭିନ୍ନ ସହରାଞ୍ଚଳ ବ୍ୟବସାୟିକ ସଙ୍ଘ ଏବଂ ବୁଲାବିକାଳୀ ସଂଘ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି ।

ଭଦ୍ରକ ଜିଲ୍ଳାରେ ଆଉ ୬୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ-

ଭଦ୍ରକ ଜିଲ୍ଲାରୁ ଆଉ ୬୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ହଜାର ୫୪୫ ହୋଇଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ୭ହଜାର ୮୬୩ ।

ସୋରଡା କଲେଜର ଅଧ୍ୟାପକ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ-

ଗଞ୍ଜାମ ସୋରଡା କଲେଜର ଇକୋନୋମିକ୍ସ ଅଧ୍ୟାପକ ଗିରଫ । ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଆସିକା ପୋଲିସ ଅଧ୍ୟାପକଙ୍କୁ ଗିରଫ କରିଛି