ପୁରୀ ଜିଲ୍ଲା ଶିଶୁ ବିକାଶ ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ୍ –

ପୁରୀ ଜିଲ୍ଲା ଶିଶୁ ବିକାଶ ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ôଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢଉ କରାଯାଇଥିବା ଜଣାପଡିଛି ।

ଭୁବନେଶ୍ୱର ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡି

ଦିଲ୍ଲୀ ବିମାନବନ୍ଦରରେ ବିସ୍ପୋରଣ ଧମକ ପରେ ଭୁବନେଶ୍ୱର ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆଗକୁ ସ୍ୱାଧୀନତା ଦିବସ ଥିବାରୁ ସୁରକ୍ଷା ଦୃଷ୍ଟିରୁ ଭୁବନେଶ୍ୱର ବିମାନବନ୍ଦରକୁ ରେଡ୍ ଆକର୍ଟ ଜାରି କରାଯାଇଛି ।

ଏବେ ମଧ୍ୟ ଓଡ଼ିଶାର ଗ୍ରାମାଞ୍ଚଳ ମାନଙ୍କରେ ଜାତିଭେଦର କରୁଣ ଚିତ୍ର ଦେଖାଯାଉଛି: ପିତାଙ୍କ ଶବକୁ ଶଗଡରେ ନେଲେ ନାବାଳକ-

ବଲାଙ୍ଗିର ଜିଲ୍ଲାର ପାଟଣାଗଡ ବ୍ଲକ ଅନ୍ତର୍ଗତ ଏକ ଗାଁରେ ଜଣେ ନାବାଳକକୁ ନିଜର ପିତାର ଶବକୁ ଶଗଡରେ ନେଇ ଶ୍ମସାନକୁ ନେବାକୁ ପଡିଛି ।

ଛଟେଇ କମ୍ପ୍ୟୁଟର ଶିକ୍ଷକମାନେ ଫିନାଇଲ ପିଇ ସାମୁହିକ ଆତ୍ମହତ୍ୟା କରିବାକୁ ଚେଷ୍ଟା

ଶାନ୍ତିପୁର୍ଣ୍ଣ ଆନ୍ଦୋଳନରେ କିଛି ସୁଫଳ ମିଳିଲାନୀ । ଛଟେଇ ପ୍ରତିବାଦରେ ଆଜି ଓସେପା ଅଫିସ ସାମ୍ନାରେ ଆମରଣ ଅନଶନ ଆରମ୍ଭ କରିଛନ୍ତି ।

କଟକରୁ ୧ କେଜି ୧୫୯ ଗ୍ରାମ ବ୍ରାଉନସୁଗାର ଜବତ

ପୁଣି କଟକରୁ ୧ କେଜି ୧୫୯ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଲାଗବାଗ ଥାନା ଓ ସ୍ପେଶାଲ ସ୍କ୍ୱାଡ୍‌ର ମିଳିତ ଚଢଉରେ ବ୍ରାଉନସୁଗାର ଜବତ କରାଯାଇଛି ।

ବିଏମସି କମିଶନରଙ୍କ ସୂଚନା ରାଜଧାନୀରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ-

ରାଜଧାନୀରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ । ଆସନ୍ତା ୨୩ ତାରିଖରୁ ଭୁବନେଶ୍ୱରର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ସୂଚନା ମିଳିଛି ।

ଅମିତାଭ ବଚ୍ଚନଙ୍କ ବଙ୍ଗଳା ଏବଂ ମୁମ୍ବାଇର ୩ଟି ରେଳ ରେଳ ଷ୍ଟେସନ ଉପରେ ବୋମା ବିସ୍ଫୋରଣ ପାଇଁ ଧମକ: ଭୟଭୀତ ମୁମ୍ବାଇ ପୋଲିସ-

ମୁମ୍ବାଇର ୩ଟି ରେଳ ରେଳ ଷ୍ଟେସନ ଏବଂ ଅମିତାଭ ବଚ୍ଚନଙ୍କ ବଙ୍ଗଳା ଉପରେ ବୋମା ବିସ୍ଫୋରଣ ପାଇଁ ଧମକ ମିଳିଛି ।

ବଜ୍ରାଘାତରେ ଚାଲିଗଲା ତିନି ମହିଳାଙ୍କ ଜୀବନ-

ବଜ୍ରାଘାତରେ ଚାଲିଗଲା ତିନି ମହିଳାଙ୍କ ଜୀବନ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଓ ବସ୍ତା ବ୍ଲକରେ ବଜ୍ରାଘାତରେ ୩ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି ।

ସ୍ତ୍ରୀ ବର୍ଷା ପ୍ରିୟଦର୍ଶୀନଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ଅନୁଭବ ମହାନ୍ତି-

ରାଗ ଅଭିମାନକୁ ଭୁଲି ସ୍ତ୍ରୀ ବର୍ଷା ପ୍ରିୟଦର୍ଶୀନଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ସ୍ୱାମୀ ଅନୁଭବ ମହାନ୍ତି । ସଂସଦ ଅନୁଭବ ଟ୍ୱିଟ କରି ବର୍ଷାଙ୍କୁ ଶୁଭେଛା ଜଣାଇଛନ୍ତି ।