ଜଗତସିଂହପୁର: ୦୪/୦୩: ଜଗତସିଂହପୁର ସହରରେ ଜଘନ୍ଯ ହତ୍ୟାକାଣ୍ଡ ଘଟିଛି। ଗୋଟିଏ ପରିବାରର ତିନି ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଘଟଣା ଘଟିଛି ଜଗତସିଂହପୁର ସହର ଜୟବଡ଼ ଅଞ୍ଚଳରେ। ମୃତକମାନେ ହେଲେ କାଳିଆ
Year: 2025
ବୁଧବାର ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ପାଇଁ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
ପୁରୀ:୦୪/୦୩(ମମତା ମହାପାତ୍ର )ଆସନ୍ତାକାଲି ଫାଲଗୁନ ଶୁକ୍ଳ ଷଷ୍ଠୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ଘ.୫.୦୦ ଟିକା ଠାରୁ ରାତ୍ର ଘ.୧୦.୦୦
ଇନ୍ଦ୍ରାବତୀ ଜଳବନ୍ଦି ଅଞ୍ଚଳର ଦୁଃଖ:
ଭବାନୀପାଟଣା:(ବିକାଶ ଆଚାର୍ଯ୍ୟ )ଇନ୍ଦ୍ରାବତୀ ଜଳଭଣ୍ଡାର ପାଇଁ ବାସଚ୍ୟୁତ ହୋଇଥିବା ୧୬ଟି ଗାଁର ଲୋକଙ୍କ ପାଇଁ ଏଯାବତ ପାନୀୟଜଳ ସୁବିଧା ହୋଇ ପାରିଲାନାହିଁ। ଜଳଭଣ୍ଡାରର ଜଳବନ୍ଦି ଅଞ୍ଚଳରେ ଥିବା ଗ୍ରାମବାସୀଙ୍କ ସମସ୍ୟା ଦିନକୁ ଦିନ ବଢୁଛି
ସୁବର୍ଣ୍ଣପୁରରେ ରାଜ୍ୟ କେନ୍ଦ୍ର ବଜେଟ୍ ସମ୍ବନ୍ଧୀୟ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି।
ସୁବର୍ଣ୍ଣପୁର :୨/୩(ଭାସ୍କର ଦାଶ ): ଆଜି ରବିବାର ପୂର୍ବାହ୍ନ ୧୦ଘ ସମୟରେ ରାଜ୍ୟ-କେନ୍ଦ୍ର ବଜେଟ ସମ୍ବନ୍ଧିୟ ବୁଦ୍ଧିଜିବୀ ସମ୍ମିଳନୀ ସୋନପୁର ସ୍ଥିତ ମଙ୍ଗଳବାର ବଜାର ପାଖରେ ଥିବା ସାହା ଗେଷ୍ଟ ହାଉସ୍ ଠାରେ ଅନୁଷ୍ଠିତ
୮ ମାସ ଭିତରେ ଗୋଟିଏ ଯୋଜନାରେ ଏକ କୋଟି ମହିଳାଙ୍କୁ ଅର୍ଥ ମିଳିବା ଇତିହାସ: ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ଭୁବନେଶ୍ୱର: ୦୨/୦୩( ଅଶୋକ ସାହୁ ): ମାର୍ଚ୍ଚ ୩୧ ତାରିଖ ହେଉଛି ସୁଭଦ୍ରା ଆବେଦନର ଶେଷ ତାରିଖ। ୮ ମାସ ଭିତରେ ଗୋଟିଏ ଯୋଜନାରେ ଏକ କୋଟି ମହିଳାଙ୍କୁ ଅର୍ଥ ମିଳିବା ଏକ ଇତିହାସ।
ଜାତୀୟ ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀଙ୍କ ଆନ୍ଦୋଳନ ପ୍ରସ୍ତୁତି
ସୋନପୁର,୦୧/୦୩( ଭାସ୍କର ଦାଶ ):- ସୁବର୍ଣ୍ଣପୁର ଜିଲ୍ଲା ତାଲିମ କେନ୍ଦ୍ର ଗୃହରେ ସୁବର୍ଣ୍ଣପୁର ଜିଲ୍ଲା ଓଡ଼ିଶା ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘର ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ସ୍ୱାସ୍ଥ୍ୟ
ସୁବର୍ଣ୍ଣପୁରରେ ରାଜସ୍ଵ ମନ୍ତ୍ରୀଙ୍କ ସମୀକ୍ଷା
ସୁବର୍ଣ୍ଣପୁର,ତା୦୧/୦୩/୨୫(ଭାସ୍କର ଦାଶ): -ଆଜି ପୂର୍ବାହ୍ନରେ ସୁବର୍ଣ୍ଣପୁର ଜିଲ୍ଲାରେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଜିଲ୍ଲାର ରାଜସ୍ଵ କାର୍ଯ୍ୟନ୍ୱୟନର ସ୍ଥିତି ଓ ଅଗ୍ରଗତିର ସମୀକ୍ଷା କରିଛନ୍ତି ।
ସୁବର୍ଣ୍ଣପୁର ଜିଲ୍ଲା ବିନିକା ସବ ପୋଷ୍ଟ ଅଫିସରେ ଡକାୟତି
ସୋନପୁର:୨୫/୨:( ଭାସ୍କର ଦାଶ ) ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ବିନିକା ଥାନା ସମ୍ମୁଖରେ ଡକାୟତି । ସୂଚନା ଏହିକିଯେ ଗତକାଲି ବିଳମ୍ବିତ ରାତିରେ ବିନିକା ଥାନା ସମ୍ମୁଖରେ ଥିବା ସବ ପୋଷ୍ଟ ଅଫିସର ଛଅଟି
ବଡ଼ ପରଦାରେ ସମ୍ବିତଙ୍କର ନୂଆଁ ଚଳଚ୍ଚିତ୍ର ଭାଲେଣ୍ଟାଇନ
କଟକ : ୨୪/୨:(ସୁପ୍ରିୟା mahanti) ଆପଣମାନଙ୍କ ଆଶୀର୍ବାଦରୁ ଚନ୍ଦ୍ରାବତୀ ଭିଜନ୍ ର ତୃତୀୟ ଅବଦାନ ଚଳଚ୍ଚିତ୍ର Valentine The memorable day କଟକର ବୃନ୍ଦାବନ ଟକିଜ୍ ରେ ୨୧/୦୨/୨୦୨୫ ରେ ରିଲିଜ୍ ହୋଇଯାଇଛି,ଯେଉଁ ଚଳଚିତ୍ରରେ
ଜିଲ୍ଲା ମୁଖ୍ୟାଳୟରେ ଅଗନୱାଡ଼ି କେନ୍ଦ୍ର ଚାଲିଛି ଷ୍ଟଲ୍ ରେ
ସୁବର୍ଣ୍ଣପୁର(୨୪/୨/୨୫):ଭାସ୍କର ଦାଶ: -ସୋନପୁର ପୌରପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୧୨ ରେ ଦୀର୍ଘ ବର୍ଷ ହେବ ଏକ ଷ୍ଟଲ୍ ରେ ଚାଲିଛି ଅଗନୱାଡି କେନ୍ଦ୍ର। ନୂତନ ଅଗନୱାଡ଼ି କେନ୍ଦ୍ର କାମ ଅଧାପନ୍ତରିଆ ହୋଇ ପଡ଼ି