ଭୁବନେଶ୍ୱର,୧୪ା୩(ଅଶୋକ ସାହୁ ): ନିଶା ଖାଇ ଉତ୍ପାତ ହେଲେ ଯୁବତୀ। ରାଜଧାନୀର ରଙ୍ଗୀନ ରାତିରେ ନିଶାଶକ୍ତ ଯୁବତୀଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି। ଗୁରୁବାର ବିଳମ୍ବିତ ରାତିରେ ଚନ୍ଦ୍ରଶେଖରପୁରର ଏକ ମଦ ଦୋକାନ ସମ୍ମୁଖରେ ନିଶାଶକ୍ତ
Month: March 2025
ଗାଁ ସାଥିଙ୍କ ସ୍ଥାୟୀ ନିଯୁକ୍ତି ସହ ୧୨୦୦୦/ପ୍ରୋତ୍ସାହନ ରାଶି କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣା।
ସୁବର୍ଣ୍ଣପୁର:୧୩/୦୩(ଭାସ୍କର ଦାଶ )-ଗାଁ ସାଥି (ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ଓଡ଼ିଶା ପ୍ରଦେଶର ସଭାପତି ଶ୍ରୀ ଲକ୍ଷ୍ମୀଧର ବିଶ୍ୱାଳଙ୍କ ଆହ୍ବାନ କ୍ରମେ ସୁବର୍ଣ୍ଣପୁର ଜିଲ୍ଲା ଆବାହକ ଶ୍ରୁତି କୁମାର ଝାଙ୍କର ଓ ଜିଲ୍ଲା
୧ରୁ ରାଜ୍ୟରେ ଆୟୁଷ୍ମାନ୍ ଭାରତ,ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଶୁଭାରମ୍ଭ ହେବ
ଭୁବନେଶ୍ୱର, ୧୩ା୩(ଅଶୋକ ସାହୁ ): ରାଜ୍ୟରେ ଆସନ୍ତା ଏପ୍ରିଲ ୧ରୁ କାର୍ଯ୍ୟକାରୀ ହେବ ଆୟୁଷ୍ମାନ୍ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ଏହାସହ ଆୟୁଷ୍ମାନ୍ ବୟୋବନ୍ଦନା ଯୋଜନାର ମଧ୍ୟ
ନୀଳାଦ୍ରି ପୁରସ୍ଥ ଅଧିଷ୍ଠାତ୍ରୀ ଦେବୀ ମାଁ ରାମଚଣ୍ଡୀ
ଗଞ୍ଜାମ :୧୩/୦୩(କେଦାରନାଥ ନାୟକ ): ଗଞ୍ଜାମ ଜିଲ୍ଲା ଛତ୍ରପୁର ପଞ୍ଚାୟତ ସମିତି ଅନ୍ତର୍ଗତ ନୀଳାଦ୍ରି ପୁରସ୍ଥ ଅଧିଷ୍ଠାତ୍ରୀ ଦେବୀ ମାଁ ରାମଚଣ୍ଡୀ ଦର୍ଶନ ସହିତ ମା’ଙ୍କର ମହିମା ଓ ସ୍ଥିତି ସ୍ଥାପତ୍ୟ ବିଷୟରେ ପୂଜକ
କଟକ ଝାଞ୍ଜିରୀମଙ୍ଗଳା ସ୍ଥିତ ଗୁଲମୋହର ପ୍ଲେ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ
କଟକ:୧୩/୦୩(ସୁପ୍ରିୟା ମହାନ୍ତି ): କଟକ ଝାଞ୍ଜିରୀମଙ୍ଗଳା ସ୍ଥିତ ଗୁଲମୋହର ପ୍ଲେ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନାମି କଲେଜ ଭଦ୍ରକର ଅବସର ପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ବିଷ୍ଣୁ ପ୍ରସାଦ ଜେନା ମୁଖ୍ୟ
ମୃତ ମାଆଙ୍କର ପାଦ ଛୁଇଁ ଆଶୀର୍ବାଦ ନେଲା ପୁଅ : କାନ୍ଦିକାନ୍ଦି ପରୀକ୍ଷା ଦେବାକୁ ଗଲା
ଚେନ୍ନାଇ:୧୩/୦୩: ଓଃ କେଡେ ନିଷ୍ଠୁର ଏ ଶବ୍ଦସବୁ, କେତେ ହୃଦୟ ବିଦାରକ ଏ କାହାଣୀ, କେତେ ମର୍ମାହତ ଏ ମୁହୂର୍ତ୍ତ ସବୁ… ଏ ଦୁଃଖ କିଏ ବା ସହିପାରିବ କହିଲେ, ଏ ଯନ୍ତ୍ରଣାକୁ ଛାତିରେ
ବିଳମ୍ବ ହେଲା ସୁନିତା ୱିଲିୟମ୍ସଙ୍କ ଘର ବାହୁଡ଼ା
ନୂଆଦିଲ୍ଲୀ:୧୩/୦୩(ଅଖିଳେଶ ତ୍ରିପାଠୀ ): ଶେଷ ମୁହୂର୍ତ୍ତରେ ଅଟକିଲା ସ୍ପେସ୍-ଏକ୍ସର ଲଞ୍ଚିଂ। ଏବେ ମହାକାଶଚାରୀ ସୁନିତା ୱିଲିୟମ୍ସଙ୍କ ଘର ବାହୁଡ଼ାରେ ହେବ ବିଳମ୍ବ । ମହାକାଶରେ ଫସିଥିବା ସୁନିତା ଓ୍ବିଲିୟମସ ଏବଂ ତାଙ୍କର ସହଯୋଗୀଙ୍କୁ ସୁରକ୍ଷିତ
ଭାରସାମ୍ୟ ହରାଇ ୧୦ ଫୁଟ ତଳକୁ ଖସିଲା ବସ୍: ଜଣେ ମୃତ, ୬ ଗୁରୁତର
ସୁନ୍ଦରଗଡ଼: କିଞ୍ଜିରିକେଲାରୁ ମା ସମଲେଶ୍ବରୀ ଘରୋଇ ବସ ସୁନ୍ଦରଗଡ଼କୁ ଆସୁଥିବା ବେଳେ ତେଲେନଡ଼ିହିରେ ସାମ୍ନା ପଟୁଆସୁଥିବା ବାଇକ ଭାରସାମ୍ୟ ହରାଇ ବସରେ ପିଟି ହେବା ପରେ ବସଟି ମଧ୍ୟ ଭାରସାମ୍ୟ ହରାଇ ରାସ୍ତାରୁ ୧୦
୧୬୦ କୋଟି ଟଙ୍କା ଦୁର୍ନୀତି ଅଭିଯୋଗରେ ଗିରଫ ହେଲେ ବିଜେଡି ନେତା ରାଜା ଚକ୍ର:
ଭୁବନେଶ୍ବର/କେନ୍ଦୁଝର/ଗୁଆଲି:୧୩/୦୩(ଅଶୋକ ସାହୁ):ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ଆର୍ଥିକ ଅନିୟମିତତା ଘଟଣାରେ ଆଜି କ୍ରାଇମବ୍ରାଞ୍ଚ ବିଜେଡି ନେତା ରାଜା ଚକ୍ରଙ୍କୁ ଗିରଫ କରିଛି। ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ପଞ୍ଚାୟତରେ ସ୍ଥାୟୀ ସଦସ୍ୟତା ଓ କ୍ଷମତା ପାଇଁ ସମିତିସଭ୍ୟଙ୍କ ଦାବି
ଭୁବନେଶ୍ୱର:୧୧/୩’: ଓଡ଼ିଶା ରାଜ୍ୟ ସମିତିସଭ୍ୟ ପରିବାର ତରଫରୁ ଗ୍ରାମ ପଞ୍ଚାୟତରେ ସ୍ଥାୟୀ ସଦସ୍ୟତା ଓ ଅଧିକାର ସହ ପଞ୍ଚାୟତ ସମିତିରେ କ୍ଷମତା ସୁନିଶ୍ଚିତ କରିବା ପାଇଁ ଦାବି କରାଯାଇଛି। ସମିତିସଭ୍ୟ ପରିବାର ପକ୍ଷରୁ ୬

