ପାକିସ୍ତାନ ଗୁପ୍ତଚର ଈଶ୍ବର ବେହେରାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ କୋର୍ଟ

ବାଲେଶ୍ବର ଜିଲ୍ଲାର ଏଡିଜେ କୋର୍ଟ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇର ଗୁପ୍ତଚର ଅଭିଯୋଗରେ ଜାନୁଆରୀ ୨୦୧୫ରେ ଗିରଫ ହୋଇଥିବା ଈଶ୍ବର ଚନ୍ଦ୍ର ବେହେରା ମାମଲାରେ ରାୟ ଘୋଷଣା କରିଛନ୍ତି ଏବଂ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଭରତପୁର ଜଙ୍ଗଲରୁ ମିଳିଲା ମୃତ ମହିଳାଙ୍କ କଟାମୁଣ୍ଡ, ହତ୍ୟାକାଣ୍ଡର ଡେମୋ ଦେଖାଇଲେ ଅଭିଯୁକ୍ତ

ଚନ୍ଦକାର ଅନ୍ଧାରୁଆ- ଦାସପୁର ଅଞ୍ଚଳରୁ ଜବତ ହୋଇଥିବା ମୁଣ୍ଡବିହୀନ ମୃତଦେହର ପରିଚୟ ମିଳିବା ପରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଥିଲା ତେବେ ଏହି ମୁଣ୍ଡ ଏବେ ମିଳିଯାଇଛି । ଭରତପୁର ଜଙ୍ଗଲରୁ ମିଳିଛି ମହିଳାଙ୍କ

ଭାରତ-ଚୀନ୍ ସୀମା ବିବାଦ ଶେଷ ହେବ, ଲଦାଖରେ ଏପ୍ରିଲ ମାସରୁ ଫେରିବ ପୂର୍ବସ୍ଥିତି: ପ୍ରତିରକ୍ଷାମନ୍ତ୍ରୀ

ଭାରତ-ଚୀନ୍ ସୀମା ବିବାଦକୁ ନେଇ ଆଜି ସଂସଦରେ ଅଭିଭାଷଣ ରଖିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ଲଦାଖରେ ପୁଣି ଥରେ ପୂର୍ବ ସ୍ଥିତି ଫେରିବାକୁ ଯାଉଛି । ଏଥିପାଇଁ ଉଭୟ ଦେଶ ରାଜି ହୋଇଥିବା

ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ଓଡିଶା ସରକାରଙ୍କ ଠାରୁ ଏପର୍ଯ୍ୟନ୍ତ କେନ୍ଦ୍ର କୌଣସି ପ୍ରସ୍ତାବ ଗ୍ରହଣ ହୋଇନି- କେନ୍ଦ୍ର ଗୃହ ଉନ୍ନୟନ ମନ୍ତ୍ରୀ

ମେଟ୍ରୋ ଟ୍ରେନ ଚଳାଚଳ ନେଟୱାର୍କ ପାଇଁ ଓଡିଶା ସରକାରଙ୍କ ଠାରୁ ଏପର୍ଯ୍ୟନ୍ତ କେନ୍ଦ୍ର କୌଣସି ପ୍ରସ୍ତାବ ଗ୍ରହଣ କରିନାହିଁ। ବୁଧବାର ବିଜେପି ସାଂସଦ ଅଶ୍ୱିନୀ ବୈଷ୍ଣବଙ୍କ ପଚାରିଥିବା ଏକ ପ୍ରଶ୍ନର ଉତ୍ତର ଦେଇ ରାଜ୍ୟସଭାରେ

ଅନୁଗୁଳରେ ଅଗ୍ନିକାଣ୍ଡ ଘଟି ୧୪ଟି ଘର ସମ୍ପୂର୍ଣ୍ଣ ପୋଡିଯାଇଥିବାବେଳେ ଗାଈ ଓ ମେଣ୍ଢାଙ୍କ ମୃତ୍ୟୁ

ଅନୁଗୁଳ ଜିଲ୍ଲାର ବନ୍ତଳ ପୋଲିସ ସୀମା ଅନ୍ତର୍ଗତ କାହଲାଗାଁରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡରେ ଚାରିଟି ପରିବାରର ୧୪ଟି ଘର ସମେତ ଗୁହାଳ ପୋଡି ପାଉଁଶ ହୋଇଯାଇଛି । ବୁଧବାର ବିଳମ୍ବିତ ରାତିରେ ଗାଁରେ ଘଟିଥିବା

ରାଜଧାନୀରେ ଆଉ ଏକ ହତ୍ୟାକାଣ୍ଡ, ପାରିବାରିକ କଳହ କୁ ନେଇ ଗଡିଲା ମୁଣ୍ଡ

ରାଜଧାନୀ ଭୁବନେଶ୍ୱରରେ ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ କମିଶନରେଟ୍ ପୋଲିସ୍ ର ଚିନ୍ତା ବଢାଇଛି । ବର୍ତମାନ ପୁଣି ରାଜଧାନୀରେ ଗଡିଛି ମୁଣ୍ଡ । ପାରିବାରିକ କଳହକୁ କେନ୍ଦ୍ର କରି ଭୁବନେଶ୍ୱର ମଞ୍ଚେଶ୍ୱର ଉପକଣ୍ଠ

ମୁଣ୍ଡବିହୀନ ମହିଳାଙ୍କ ପରିଚୟ ମିଳିଲା, ପ୍ରେସମିଟରେ ସୂଚନା ଦେବ କମିଶନରେଟ୍ ପୋଲିସ

ରାଜଧାନୀ ଉପକଣ୍ଠ ଦାସପୁର ଅଞ୍ଚଳରୁ ମିଳିଥିବା ମୁଣ୍ଡବିହୀନ ମହିଳାଙ୍କ ପରିଚୟ ଆଜି କମିଶନରେଟ୍ ପୋଲିସ୍ କୁ ମିଳିଛି । ମୃତ ଦେହ ମିଳିବା ପରଠାରୁ ମହିଳାଙ୍କ ମୁଣ୍ଡ ନଥିବାରୁ ମହିଳାଙ୍କ ପରିଚୟ ଖୋଜିବା କମିଶନରେଟ୍

2 ନାବାଳକଙ୍କ ମୃତଦେହ କୋଏଲ ନଦୀରୁ ଉଦ୍ଧାର

କୋଏଲ ନଦୀରେ ଭାସୁଛି 2 ନାବାଳକଙ୍କ ମୃତଦେହ  । ଆଜି 2 ନାବାଳକ ନଦୀରେ ମୃତ୍ୟୁ ବରଣ କରିଛନ୍ତି । ସୁନ୍ଦରଗଡ ଜିଲ୍ଲା ରାଉରକେଲା କୋଏଲ ନଦୀରେ 2 ନାବାଳକଙ୍କ ମୃତଦେହ ଭାସୁଛି  ।

ରାଜ୍ୟରେ ସୀମା ଟପୁଛି ଅପରାଧ, ମରଣାନ୍ତକ ଆକ୍ରମଣରେ ହୋଟେଲ ବ୍ୟବସାୟୀ ମୃତ

ରାଜ୍ୟରେ ସୀମା ଟପୁଛି ଅପରାଧ, ପୁଣି ଜଣେ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ । ରାଉଲକେଲାରେ ଜଣେ ହୋଟେଲ ବ୍ୟବସାୟୀଙ୍କ ମରଣାନ୍ତକ ଆକ୍ରମଣରେ ମୃତ୍ୟୁ ହୋଇଛି । କାମ ସାରି ହୋଟେଲରୁ ଘରକୁ ଫେରୁଥିବା ବେଳେ

ରେଳଧାରଣା କଡରୁ ନବଜାତକ ଶିଶୁ କନ୍ୟା ଉଦ୍ଧାର

କୋରାପୁଟ ଜିଲ୍ଲା ଅନ୍ତର୍ଗତ କାକରିଗୁମା ରେଳ ଷ୍ଟେସନ୍ ଅଞ୍ଚଳ ରେଳ ଧାରଣା ପାର୍ଶ୍ୱରୁ କୁକୁର ଝୁଣୁଥିବା ଏକ ନବଜାତ କନ୍ୟାକୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକେ ଶିଶୁଟିକୁ ଏପରି ଅସହାୟ ଅବସ୍ଥାରେ ପଡିଥିବାର