ଭାରତ-ଇଂଲଣ୍ଡ ଟି-୨୦: ୪ର୍ଥ ମୁକାବିଲା ଆଜି, ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

ଭାରତ ଓ ଇଂଲଣ୍ଡ ମଧ୍ୟରେ  ଆଜି ଟି-୨୦ ଶୃଙ୍ଖଳାର ୪ର୍ଥ ମୁକାବିଲା ହେବ । ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ୫ଟି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଖେଳାଯିବ

ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ, ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍‌

ଭିଜିଲାନ୍ସ ଜାଲରେ ଗୋଟିଏ ପରେ ଗୋଟିଏ ସରକାରୀ ବାବୁ ଛନ୍ଦି ହୋଇ ପଡୁଥିବା ବେଳେ ଏବେ ପୁଣି ଆଉ ଏକ ସରକାରୀ ବାବୁ ପଡିଛନ୍ତି ଭିଜିଲାନ୍ସ ଜାଲରେ । ନୂଆପଡ଼ା ଜିଲ୍ଲା ଖରିଆର ରେଞ୍ଜର

ଜଣଙ୍କୁ ବଂଚାଇବା ଲାଗି ସେପ୍‌ଟିକ୍ ଟ୍ୟାଙ୍କିକୁ ଗଲେ ପରିବାରର ଅନ୍ୟ ୪ ବ୍ୟକ୍ତି, ସମସ୍ତେ ମୃତ

ଉତ୍ତର ପ୍ରଦେଶର ଆଗ୍ରା ଠାରୁ ୪୫ କିମି ଦୂର ଫତେହାବାଦ ଅଂଚଳର ପରତାପୁରା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ସେପ୍‌ଟିକ୍ ଟାଙ୍କିରେ ଫସିଥିବା ଲୋକଙ୍କୁ ବଂଚାଇବା ପାଇଁ ଅନ୍ୟ ୪

ପୁଣି ନୂଆ ମୋଡ, ଅନୁଭବଙ୍କ ନା ରେ ସାଂଘାତିକ୍ ଅଭିଯୋଗ ଆଣିଲେ ବର୍ଷା

ଥମିବାର ନା ଧରୁନି ବର୍ଷା-ଅନୁଭବ ବିବାଦ । ପାରିବାରିକ ବିବାଦରେ ଛନ୍ଦି ହୋଇ ପଡିଥିବା ଏହି ଦୁହିଁଙ୍କ ବିବାଦରେ ଏବେ ପୁଣି ଏକ ନୂଆ ମୋଡ ଦେଖିବାକୁ ମିଳିଛି । ଘରୋଇ ହିଂସାର ଶିକାର

ଭୁଶୁଡିଲା ବ୍ରିଟିଶ ଅମଳର ରାଇଝରନ ସେତୁ, କ୍ଷୟକ୍ଷତିର ସୂଚନା ନାହିଁ

ବ୍ରିଟିଶ ଯୁଗରେ ରାଜ୍ୟ ରାଜପଥ -୬୩ ରେ ରାଇଝରନ ଅଞ୍ଚଳ ନିକଟରେ ନିର୍ମିତ ଏକ ସେତୁ ବୁଧବାର ଭୁଶୁଡି ଯାଇଥିବା ସୂଚନା ମିଳିଛି । ୧୯୩୦-୩୨ ମସିହାରେ ଚେଣ୍ଡିପଡା-ଅନୁଗୁଳ ରାସ୍ତାରେ ସିଙ୍ଗ୍ରା ବ୍ରିଜ୍ ନିର୍ମାଣ

ରୋଡ ସେଫ୍ଟି ୱାର୍ଲ୍ଡ ସିରିଜ : ପୁଣି ଯୁବରାଜ ମାରିଲେ ଗୋଟିଏ ଓଭରରେ ୪ ଛକା

ଭାରତୀୟ କ୍ରିକେଟ ଷ୍ଟାର ଯୁବରାଜ ସିଂହ ପୁଣି ଥରେ ଗର୍ଜିଛନ୍ତି ।  ରୋଡ ସେଫ୍ଟି ୱାଲ୍ଡ ସିରିଜ ୨୦୨୧ରେ ଯୁବରାଜ ସିଂହଙ୍କ ପ୍ରଦର୍ଶନରେ ଦର୍ଶକ ଉତ୍ସାହିତ ହୋଇଯାଇଥିଲେ । ଏହି ମ୍ୟାଚ୍‌ରେ ଯୁବରାଜ ସିଂହ ୨୦ଟି

୧୦୦ ଯାତ୍ରୀଙ୍କୁ ନେଇ ଯାଉଥିଲା ବସ୍‌, ଯମୁନା ଏକ୍ସପ୍ରେସ୍‌ୱେରେ ଓଲଟିଲା, ୧୪ ଆହତ

 ପ୍ରାୟ ୧୦୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଘରୋଇ ବସ୍ ଉତ୍ତର ପ୍ରଦେଶର ଆଗ୍ରା ଜିଲ୍ଲା ଦେଇ ଯାଇଥିବା ଯମୁନା ଏକ୍ସପ୍ରେସ୍‌ୱେରେ ଓଲଟିପଡ଼ିଛି । ଏହି ଦୁର୍ଘଟଣାରେ ୧୪ ଜଣ ଆହତ ହୋଇଛନ୍ତି

ଟ୍ରଲରକୁ ଧକ୍କା ଦେଲା ଟ୍ରକ୍‌ ଦୁର୍ଘଟଣା ରେ ଜଣେ ମୃତ

ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ପାଣିପୋଷି ଛକ ନିକଟରେ ଏକ ଦୁର୍ଘଟଣା ରେ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ପାଣିପୋଷି ଛକ ନିକଟରେ ଏକ ଟ୍ରଲରକୁ ଏକ ଟ୍ରକ୍ ଦ୍ରୁତ ଗତିରେ

ବରିଷ୍ଠ IFS ଅଧିକାରୀ ଶିଶିର କୁମାର ରଥ ହେଲେ ନୂଆ PCCF

 ବରିଷ୍ଠ ଆଇଏଫଏସ ଅଧିକାରୀ ଶିଶିର କୁମାର ରଥଙ୍କୁ ନୂଆ ପିସିସିଏଫ ଭାବେ ନିଯୁକ୍ତି ମିଳିଛି । ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଶିଶିର କୁମାର ରଥଙ୍କୁ ଏହି ପଦବୀରେ ନିଯୁକ୍ତି ମିଳିଛି । ଜଙ୍ଗଲ ବିଭାଗର

ବାହାର ରାଜ୍ୟକୁ ଲମ୍ବିଛି ଚେର, ଚାଲାଣ ବେଳେ କୋରାପୁଟରୁ 5 ଲକ୍ଷର ଗଞ୍ଜେଇ ଜବତ

ବାହାର ରାଜ୍ୟକୁ ଲମ୍ବିଛି ଚେର । ଆନ୍ଧ୍ରପ୍ରଦେଶ ସୀମାନ୍ତରୁ ବିହାର ଅଞ୍ଚଳକୁ ଗଞ୍ଜେଇ ଚୋରାଚାଲାଣ ବେଳେ କୋରାପୁଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ 5 ଲକ୍ଷ ଟଙ୍କା ହେବ ବୋଲି

1 2 3 6