ଆଜି ସକାଳୁ ପୁରୀରେ ପହଞ୍ଚି ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ବଲିଉଡ ଅଭିନେତ୍ର୍ରୀ କଙ୍ଗନା ରଣାୱତ । ପତିତପାବନଙ୍କୁ ଦର୍ଶନ କରିବା ପରେ ବାଇଶି ପାହାଚ ଓ ସାତ ପାହାଚ ହୋଇ ମହାପ୍ରଭୁଙ୍କ ମଙ୍ଗଳ ଆଳତି
Author: Kusum Tv
କଟକଣା ଭିତରେ ଅନୁଷ୍ଠିତ ହେଲା ଚନ୍ଦ୍ରଭାଗାରେ ମାଘବୁଡ, ପହିଲି ସୂର୍ଯ୍ୟଙ୍କୁ ଦର୍ଶନ କଲେ ସାଧୁସନ୍ଥ ଏବଂ ସେବକ
ଚଳିତ ବର୍ଷ ବିନା ଭକ୍ତ ରେ ହେଲା ମାଘବୁଡ । କରୋନା କଟକଣା ଯୋଗୁଁ ଜିଲ୍ଲା ପ୍ରଶାସନ ଦ୍ୱାରା କୋଣାର୍କ ଚନ୍ଦ୍ରଭାଗାରେ ୧୪୪ ଧାରା ଜାରି କରାଯାଇଛି । ତିନି ଠାକୁର ତ୍ରିବେଣୀଶ୍ବର,ଦକ୍ଷିଣଶ୍ବର,ଐଶାନେଶ୍ବର ଙ୍କୁ
ଆଜି ଠାରୁ ଆରମ୍ଭ ହେବ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭ ମେଳା , ଆସିଛନ୍ତି ଶହେରୁ ଅଧିକ ନାଗାସାଧୁ
ଆଜି ଠାରୁ ଆରମ୍ଭ ହେବ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭ ମେଳା । ବିଶ୍ୱଶାନ୍ତି ଓ ଜଗତ କଲ୍ୟାଣପାଇଁ କରାଯାଉଥିବା ଏହି କୁମ୍ଭ ମେଳାରେ କଟକଣା ଲାଗିଛି । ଯାହାଫଳରେ ଏଥର କେବଳ ପୁଜାର୍ଚ୍ଚନା କରାଯିବ
ବାହାଘର ଭୋଜି ଖାଇ ୮୦ ଜଣ ଅସୁସ୍ଥ, ମେଡିକାଲରେ ଭର୍ତ୍ତି
ଭଦ୍ରକ ଜିଲ୍ଲାର ବାହାଘରରେ ନିମନ୍ତ୍ରିତ ଅତିଥିମାନେ ଭୋଜି ଖାଇ ଅସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ବିବାହ ହେଉଥିବା ବର ସମେତ ୮୦ ଜଣ ଅତିଥି ଖାଦ୍ୟ ଖାଇବାପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୂଚନାନୁସାରେ,
ବନ୍ତ ରେ ଓଡ଼ିଶା ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ପାଳିତ।
ତୈଳ ଦରବୃଦ୍ଧି ପ୍ରତିବାଦରେ ଆଜି ଚାଲିଥିବା ଓଡ଼ିଶା ବନ୍ଦ ବନ୍ତ ଓ ଆଗରପଡା ରେ ଶାନ୍ତିପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି। ବ୍ଲକ କଂଗ୍ରେସ ସଭାପତି ରାଜକିଶୋର ସାଇଁ, ବିଟିପୁର ସରପଞ୍ଚ ସତ୍ୟବାନ୍ ଦାସ, ରବିନାରାୟଣ
ପାରାଦିପ ରେ ମହିଳା ଭଲିବଲ୍ ପ୍ରତିଯୋଗିତା ଉଦ୍ଘାଟିତ।
ପାରାଦ୍ବୀପ କୁଜଙ୍ଗ ବ୍ଲକ ମଙ୍ଗରାଜପୁର ଗ୍ରାମର ନେତାଜୀ ଆଥଲେଟିକ ଆସୋସିଏସନ ପକ୍ଷରୁ ଜିଲ୍ଲା ସ୍ତରୀୟ ଏକ ଦିବସୀୟ ମହିଳା ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାକୁ ରାଜ୍ୟ ଭଲିବଲ ସଙ୍ଘର କାର୍ଯ୍ୟକାରୀ ସଭାପତି
ପାରାଦ୍ବୀପରେ ଓଡ଼ିଶା ବନ୍ଦ ପାଳିତ ।
ପେଟ୍ରୋଲ ଓ ଡିଜେଲ ଦର ର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ର ୬ ଘଣ୍ଟିଆ ବନ୍ଦ ପାଳନ ସମ୍ପୂର୍ଣ୍ଣ ପ୍ରଭାବ ଶୂନ୍ୟ ରହିଛି ବନ୍ଦର ନଗରୀ ପାରାଦ୍ବୀପ ରେ। ପାରାଦ୍ବୀପ ବଡପଡିଆ,
ଭଦ୍ରକ ରେ ପଡିଛି ଓଡିଶା ବନ୍ଦର ପ୍ରଭାବ
ତୈଳ ଦରର ଅହେତୁକ ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି. କଂଗ୍ରେସର ଓଡିଶା ବନ୍ଦ ଡାକରାର ପ୍ରଭାବ ଦେଖିବା ପାଇଁ ମିଳିଛି ଭଦ୍ରକ ଜିଲ୍ଲାରେ । ସହରର ବନ୍ତ ଛକ
ଭାଲୁ ଆକ୍ରମଣରେ ଶୁଖିଲିମୁଣ୍ଡି ଗାଁର ଜଣେ ଗୁରୁତର ।
ନୂଆପଡା ଜିଲ୍ଲା ଖଡ଼ିଆଳ ବନଖଣ୍ଡ ଅନ୍ତର୍ଗତ ଶୁଖିଲିମୁଣ୍ଡି ଗାଁରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ସୁଦୂର ଛତିଶଗଡ଼ ରାଜ୍ୟ ବସ୍ତର ଜିଲ୍ଲା କେଶକା ଗାଁ ର ରାଜୁ ତାଣ୍ଡିଏଲ ବୋଡେ଼ନ ବ୍ଲକ ସୁଖଲିମୁଣ୍ଡି
କୃଷକ ଆନ୍ଦୋଳନକୁ ନେଇ ଟୁଲକିଟ୍ ମାମଲାରେ ଦିଶା ରବି ଗିରଫ !
ନୂଆଦିଲ୍ଲୀ ୧୫/୦୨ : ଗ୍ରେଟା ଥନବର୍ଗଙ୍କ ତରଫରୁ କୃଷକ ଆନ୍ଦୋଳନକୁ ନେଇ ସେୟାର କରିଥିବା ଟୁଲକିଟ ମାମଲାରେ କ୍ଲାଇମେଟ୍ ଆକ୍ଟିଭିଷ୍ଟ ଦିଶା ରବିଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ଦିଲ୍ଲୀ ପୋଲିସର ସାଇବର କ୍ରାଇମ