ବ୍ୟାଙ୍କରୁ ଉଭାନ ହେଲା ସୁନା, ବରିଷ୍ଠ ପ୍ରଶାସକଙ୍କ ଭଉଣୀଙ୍କର ବ୍ୟାଙ୍କ ଲକରରେ ଗହଣା ନଥିବା ଅଭିଯୋଗ

ବରଗଡ ଜିଲ୍ଲାର ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୁଖ୍ୟ ଶାଖାରେ ବରିଷ୍ଠ ପ୍ରଶାସକଙ୍କ ଭଉଣୀ ସ୍ନିଗ୍ଧା ତ୍ରିପାଠୀଙ୍କର ଲକର ଖାଲିଥିବା ଦେଖି ସେ ବ୍ୟାଙ୍କରେ ଅଭିଯୋଗ କରିଛନ୍ତି  । ବରଗଡର ମହାନ୍ତି ଗାଁର ମୂଳ

ଏଣିକି ବିଧାନସଭା ସମ୍ମୁଖରେ ଆତ୍ମହୁତି ଉଦ୍ୟମ କଲେ ବନ୍ଧା ହେବେ- ଡିସିପି

ଗତ ଦୁଇଦିନ ମଧ୍ୟରେ ବିଧାନସଭା ସମ୍ମୁଖରେ ଦୁଇଟି ଭିନ୍ନ ଘଟଣାରେ ଆତ୍ମହତ୍ୟା ଉଦ୍ୟମ ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରାଯାଇଛି। ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି ଯେ ଯିଏ ବିଧାନସଭା ସମ୍ମୁଖରେ ଆତ୍ମହୁତି

ଲୁହାପଥର ଖଣିର ଉତ୍ପାଦନ କାର୍ଯ୍ୟର ଶୁଭାରମ୍ଭ, ଅଳ୍ପ ସମୟ ମଧ୍ୟରେ ବିଭିନ୍ନ ମଞ୍ଜୁରୀ ପ୍ରଦାନ କରିଥିବାରୁ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଶୁଭେଚ୍ଛା

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ବିଭାଗ ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଆଜି ମିଳିତ ଭାବରେ ଓଡିଶା ଖଣି ନିଗମକୁ ଆବଣ୍ଟିତ ଦୁଇଟି ଖଣି

ରାଜ୍ୟରେ ଗୋଚାଲାଣ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ବାଲେଶ୍ୱର ଜିଲ୍ଲା ବସ୍ତା ଥାନାରେ ଗୋଟିଏ ବସ ଦୁର୍ଘଟଣା ଘଟିବ ଖବର ଶୁଣି ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ଆଜିର ଏହି ଦୁର୍ଘଟଣାରେ ପାଖାପାଖି ୨୫ରୁ ୩୦ ଗାଈ

ଆଜି ସକାଳୁ ପୁରୀରେ ପହଞ୍ଚି ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ କଙ୍ଗନା

ଆଜି ସକାଳୁ ପୁରୀରେ ପହଞ୍ଚି ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି  ବଲିଉଡ ଅଭିନେତ୍ର୍ରୀ କଙ୍ଗନା ରଣାୱତ । ପତିତପାବନଙ୍କୁ ଦର୍ଶନ କରିବା ପରେ ବାଇଶି ପାହାଚ ଓ ସାତ ପାହାଚ ହୋଇ ମହାପ୍ରଭୁଙ୍କ ମଙ୍ଗଳ ଆଳତି

କଟକଣା ଭିତରେ ଅନୁଷ୍ଠିତ ହେଲା ଚନ୍ଦ୍ରଭାଗାରେ ମାଘବୁଡ, ପହିଲି ସୂର୍ଯ୍ୟଙ୍କୁ ଦର୍ଶନ କଲେ ସାଧୁସନ୍ଥ ଏବଂ ସେବକ

ଚଳିତ ବର୍ଷ ବିନା ଭକ୍ତ ରେ ହେଲା ମାଘବୁଡ । କରୋନା କଟକଣା ଯୋଗୁଁ ଜିଲ୍ଲା ପ୍ରଶାସନ ଦ୍ୱାରା କୋଣାର୍କ ଚନ୍ଦ୍ରଭାଗାରେ ୧୪୪ ଧାରା ଜାରି କରାଯାଇଛି । ତିନି ଠାକୁର   ତ୍ରିବେଣୀଶ୍ବର,ଦକ୍ଷିଣଶ୍ବର,ଐଶାନେଶ୍ବର ଙ୍କୁ

ଆଜି ଠାରୁ ଆରମ୍ଭ ହେବ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭ ମେଳା , ଆସିଛନ୍ତି ଶହେରୁ ଅଧିକ ନାଗାସାଧୁ

ଆଜି ଠାରୁ ଆରମ୍ଭ ହେବ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭ ମେଳା । ବିଶ୍ୱଶାନ୍ତି ଓ ଜଗତ କଲ୍ୟାଣପାଇଁ କରାଯାଉଥିବା ଏହି କୁମ୍ଭ ମେଳାରେ କଟକଣା ଲାଗିଛି । ଯାହାଫଳରେ ଏଥର କେବଳ ପୁଜାର୍ଚ୍ଚନା କରାଯିବ

ବାହାଘର ଭୋଜି ଖାଇ ୮୦ ଜଣ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ଭଦ୍ରକ ଜିଲ୍ଲାର ବାହାଘରରେ ନିମନ୍ତ୍ରିତ ଅତିଥିମାନେ ଭୋଜି ଖାଇ ଅସୁସ୍ଥ ହୋଇଛନ୍ତି  । ସେମାନଙ୍କ ମଧ୍ୟରେ ବିବାହ ହେଉଥିବା ବର ସମେତ ୮୦ ଜଣ ଅତିଥି ଖାଦ୍ୟ ଖାଇବାପରେ  ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୂଚନାନୁସାରେ,

ବନ୍ତ ରେ ଓଡ଼ିଶା ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ପାଳିତ।

ତୈଳ ଦରବୃଦ୍ଧି ପ୍ରତିବାଦରେ ଆଜି ଚାଲିଥିବା ଓଡ଼ିଶା ବନ୍ଦ ବନ୍ତ ଓ ଆଗରପଡା ରେ ଶାନ୍ତିପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି। ବ୍ଲକ କଂଗ୍ରେସ ସଭାପତି ରାଜକିଶୋର ସାଇଁ, ବିଟିପୁର ସରପଞ୍ଚ ସତ୍ୟବାନ୍ ଦାସ, ରବିନାରାୟଣ

ପାରାଦିପ ରେ ମହିଳା ଭଲିବଲ୍ ପ୍ରତିଯୋଗିତା ଉଦ୍ଘାଟିତ।

ପାରାଦ୍ବୀପ କୁଜଙ୍ଗ ବ୍ଲକ ମଙ୍ଗରାଜପୁର ଗ୍ରାମର ନେତାଜୀ ଆଥଲେଟିକ ଆସୋସିଏସନ ପକ୍ଷରୁ ଜିଲ୍ଲା ସ୍ତରୀୟ ଏକ ଦିବସୀୟ ମହିଳା ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାକୁ ରାଜ୍ୟ ଭଲିବଲ ସଙ୍ଘର କାର୍ଯ୍ୟକାରୀ ସଭାପତି