ସମ୍ବଲପୁରରେ ନୂତନ ଏସପି ଭାବେ ଦାୟିତ୍ବ ଗ୍ରହଣ କଲେ ମୁକେଶ କୁମାର ଭାମୁ

ସମ୍ଵଲପୁରରେ ନୂତନ ଏସପି ଭାବେ ମୁକେଶ କୁମାର ଭାମୁ ଦ୍ବାୟିତ୍ବ ଗ୍ରହଣ କରିଥିବା ବେଳେ ପୁର୍ବତ୍ତନ ଏସପି ବାଟୁଲା ଗଙ୍ଗାଧର ବିଧିବଦ୍ଧ ଭାବେ ଦ୍ଵାୟିତ୍ବ ହସ୍ତାନ୍ତର କରିଛନ୍ତି । ଏହି ସମୟରେ ଜିଲ୍ଲାର ସମସ୍ତ

ସମ୍ବଲପୁର ଗ୍ରସ୍ତରେ 5t ସଚିବ ଭି କେ ପାଣ୍ଡିଆନ

ଦିନିକିୟା ସମ୍ବଲପୁର ଗ୍ରସ୍ତରେ ଆସି 5t ସଚିବ ସମଲେଇ ପ୍ରକଳ୍ପ ର ଅଗ୍ରଗତି କାର୍ଯ୍ୟ ସମୀକ୍ଷା କରିଛନ୍ତି l ଏହାସହ ସମ୍ବଲପୁର ଜିଲ୍ଲାର ବିଭିନ୍ନ ମନ୍ଦିର ର ପରିଚାଳନା କମିଟିର ସଦସ୍ୟ ମାନେ ନିଜ

ମନମୋହନ ସାମଲଙ୍କ ମନ୍ତବ୍ୟକୁ ଡାକ୍ତର ଦାମୋଦର ରାଉତଙ୍କ କଟାକ୍ଷ 

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ମନ୍ତବ୍ୟକୁ ନେଇ ବରିଷ୍ଠ ରାଜନେତା ଡାକ୍ତର ଦାମୋଦର ରାଉତଙ୍କ କଟାକ୍ଷ । ଦାମୋଦର କହିଛନ୍ତି, ବୁଦ୍ଧି ନଦିଶଇ ଘରକୁ, କହି ଦେଉଥାଇ ପରକୁ । କର୍ଣ୍ଣାଟକ ନିର୍ବାଚନ

“ମୋ ଘର” ଯୋଜନାକୁ କ୍ୟାବନେଟରେ ମଞୁରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକ ଶେଷ ହୋଇଛି । କ୍ୟାବିନେଟରେ ୧୮ ଟି ପ୍ରସ୍ତାବରେ ମୋହର ବାଜିଛି । ‘ମୋ ଘର’ ଯୋଜନାରେ ବାଜିଛି କ୍ୟାବିନେଟ ମୋହର ।

ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଭଦ୍ରକ ବିଧାୟକ ଶ୍ରୀଯୁକ୍ତ ସଞ୍ଜିବ କୁମାର ମଲ୍ଲିକ ଙ୍କ ଦ୍ୱାରା ସମ୍ବର୍ନ୍ଧନା

ସର୍ବ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାସଲ  ତଥା ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଭଦ୍ରକ ବିଧାୟକ ଶ୍ରୀଯୁକ୍ତ ସଞ୍ଜିବ କୁମାର ମଲ୍ଲିକ ଙ୍କ ଦ୍ୱାରା

ସଂସଦ ଭବନର ଉଦଘାଟନ ପରେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି ।

ସଂସଦ ଭବନର ଉଦଘାଟନ ପରେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ କଡ଼ା ସମାଲୋଚନା କରିଛନ୍ତି । ରାହୁଲ ଏକ ଟ୍ୱିଟ କରି ଜନ୍ତର

ବାଘୁଆ ପୋଖରୀରେ ବିଷର ଭୟ : ମରି ଭାସୁଛନ୍ତି ମାଛ, ଶରୀସୃପ ଅନେକ ଜୀବ : ଦୁର୍ବୁତ୍ତଙ୍କୁ ଗିରଫ ଦାବି କଲେ ଏସଏସଜି ଗ୍ରୁପ ମହିଳା l                              

ନିଶ୍ଚିନ୍ତକୋଇଲି ବ୍ଲକ ନତକାଇ ପଞ୍ଚାୟତ ଅଧୀନରେ ବାଘୁଆ ପୋଖରୀ ରହିଛି l ଏହି ପୋଖରୀ ରେ ମାଛ ଚାଷ କରିବା ପାଇଁ ସ୍ଥାନୀୟ ଗ୍ରାମର ମା ବୁଢ଼ୀ ଜାଗୁଳାଇ ସ୍ୱୟଂ ସହାୟକ ଗୋଷ୍ଠି ମହିଳା

ଇଣ୍ଡୋନେସିଆର କଳିଙ୍ଗ ମହୋତ୍ସବରେ କଳା ପ୍ରଦର୍ଶନ କରିବେ ଛତ୍ରପୁରର ଗୁରୁ ଅଳକାସାହୁଙ୍କ ଟିମ

ଇଣ୍ଡୋନେସିଆ ବାଲି ରେ କଳିଙ୍ଗ ମହୋତ୍ସବ ଅନୁଷ୍ଠିତ ହେବ l ଏଥିରେ କଳା ଓ ସଂସ୍କୃତିର ସହର ଛତ୍ରପୁରର ଜୟ ଗଣେଷ କଳା ବିକାଶ କେନ୍ଦ୍ରର ଓଡିଶୀ ନୃତ୍ୟୁ ଗୁରୁ ଅଳକା ସାହୁଙ୍କ ଟିମ

ଘରୁ ଡାକି ନେଇ ସ୍ତ୍ରୀ କୁ ହତ୍ୟା କଲା ସ୍ବାମୀ

ନୂଆପଡା ଜିଲ୍ଲା କୋମନା ଥାନା ଦେଓଧରା ଘୋଡାଘାଟ ନଦୀ ପାଖରେ ଗତକାଲି ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।ଏହା କୁ ନେଇ ପୋଲିସର ଅଧିକ ତଦନ୍ତ ପରେ ମୃତ ମହିଳା ଜଣକ କୋମନା

ନବୀନ ଶାସନର ଐତିହାସିକ ଅଧ୍ୟାୟକୁ ଆଜି ପୂରିଛି ୪ ବର୍ଷ 

ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ସରକାରକୁ ପୂରିଲା ୪ ବର୍ଷ । ୨୦୧୯ ମେ’ ୨୯ ତାରିଖ । ରାଜନୀତି ପଣ୍ଡିତଙ୍କ ବୁଦ୍ଧି ହଜାଇଦେଇଥିଲା ଫଳାଫଳ । ୧୧୨ ଆସନରେ ବାଜି ମାରି ଲଗାତାର

1 34 35 36 37 38 183