ଗତ କିଛି ଦିନ ଧରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ କଟା ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।
Author: Kusum Tv
ଦିନ ଦି’ ପହରରେ ମଧ୍ୟ ଲୁଟ୍
ରାଜ୍ୟରେ ଦିନକୁ ଦିନ ଲୁଟେରାଙ୍କ ଆତଙ୍କ ବଢୁଥିବା ବେଳେ ଦିନ ଦି’ ପହରରେ ମଧ୍ୟ ଲୁଟ୍ କରୁଛନ୍ତି ଲୁଟେରା । ଯାହାକୁ ଧରିବା ପୋଲିସ୍ ପକ୍ଷରେ ଚାଲେଞ୍ଜ ହୋଇପଡ଼ିଛି ।
ରାଉରକେଲା ବନ୍ଧମପଣ୍ଡାରେ ଗୁଳିମାଡ
ଇସ୍ପାତନଗରରେ ଗର୍ଜିଲା ଗୁଳି । ରାଉରକେଲା ବନ୍ଧମପଣ୍ଡାରେ ଗୁଳିମାଡ । ଏହି ଗୁଳିମାଡରେ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡିଛି ।
ଜୟପୁର ଉମୁରି ରେଳ ଷ୍ଟେସନ ନିକଟ ରେଳ ଲାଇନରୁ ମୃତଦେହ ଉଦ୍ଧାର
ମୃତକ ହେଲେ ଜୟପୁର ବ୍ଲକ ଆନ୍ତା ଗ୍ରାମର ଜଗନ୍ନାଥ ବାଘ । ସେ ଜଣେ ଡ୍ରାଇଭର ଘଟଣାସ୍ଥଳରେ ଜିଆରପି ପହଞ୍ଚି ଖୋଳତାଡ ଆରମ୍ଭ କରିଛି ।
ଭୁବନେଶ୍ୱର ଡୁମୁଡୁମା ରଘୁନାଥନଗରରେ ଯୁବକଙ୍କୁ ହତ୍ୟା
ଭୁବନେଶ୍ୱର ଡୁମୁଡୁମା ରଘୁନାଥନଗରରେ ଯୁବକଙ୍କୁ ହତ୍ୟା କରାଯାଇଛି । ଯୁବକ ଜଣକ ରବିବାର ରାତିରେ ନିଜ ଘରକୁ ଫେରୁଥିବାବେଳେ ତାକୁ ଛୁରୀ ଭୁସି ହତ୍ୟା କରାଯାଇଛି ।
ବ୍ରହ୍ମପୁର ଅଞ୍ଚଳରେ ଥିବା ଏକ ଗୁଟଖା ଗୋଦାମରେ ପୋଲିସର ଚଢ଼ାଉ: ବିପୁଳ ପରିମାଣର ଗୁଟଖା ଜବତ-
ବ୍ରହ୍ମପୁର ଅଞ୍ଚଳରେ ଥିବା ଏକ ଗୁଟଖା ଗୋଦାମରେ ପୋଲିସର ଚଢ଼ାଉ । ଚଢ଼ାଉ ବେଳେ ଜବତ ହୋଇଛି ବିପୁଳ ପରିମାଣର ଗୁଟଖା । ବେଆଇନ ଗୁଟଖା କାରବାର କରୁଥିବା ଅଭିଯୋଗରେ ଗୋଦାମ ମାଲିକ ପଙ୍କଜ ଚୌଧୁରୀଙ୍କୁ ଅଟକ
ଯୁକ୍ତ3 ଛାତ୍ର ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରି ବନ୍ଧା ହେଲେ-
ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ । ବନ୍ଧା ହେଲେ ଯୁକ୍ତ3 ଛାତ୍ର । ଏପରି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ । ସୂଚନା ଅନୁସାରେ, ଲକ୍ଷ୍ମୀପୁର ବ୍ଲକର ତୟାପୁଟ ପଞ୍ଚାୟତରେ
ଗଞ୍ଜାମ ଛତ୍ରପୁର ତ୍ରିବେଣୀ ମଠ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ୮ ଆହତ
ଗଞ୍ଜାମ ଛତ୍ରପୁର ତ୍ରିବେଣୀ ମଠ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଟ୍ୟାଙ୍କରକୁ ଧକ୍କା ଦେଲା ଅଟୋ । ଆହତ ହେଲର ୮ ଯାତ୍ରୀ ।
ଆଜି ଠାରୁ ଆରମ୍ଭ ହେବ ଯୁକ୍ତ ୨ନାମଲେଖା ପ୍ରକ୍ରିୟା-
ଚଳିତବର୍ଷ ଯୁକ୍ତ ଦୁଇରେ ମୋଟ୍ ୫୪ହଜାର ୯୦୦ ସିଟ୍ ବୃଦ୍ଧି କରାଯାଇଛି । ୭୨ ହଜାର ସିଟ ବୃଦ୍ଧି ପାଇଁ ଆବେଦନ ହୋଇଥିଲା । କଳାରେ ସିଟ ବୃଦ୍ଧି ପାଇଁ ୪୦ ହଜାର ଆବେଦନ ଆସିଥିଲା । ୩୮ହଜାର ସିଟ ବୃଦ୍ଧି ପାଇଁ ଅନୁମତି ଦିଆଯାଇଛି ।
ଲଡର୍ସରେ ଖେଳାଯିବାକୁ ଥିବା ୨ୟ ଟେଷ୍ଟ ମ୍ୟାଚ୍ ରେ ଇଂଲଣ୍ଡ ଟିମ୍ରେ ମୋଇନ ଅଲିଙ୍କ ସାମିଲ-
ଭାରତ ଓ ଇଂଲଣ୍ଡ ମଧ୍ୟରେ ଆସନ୍ତା ୧୨ ତାରିଖ ଠାରୁ ୨ୟ ଟେଷ୍ଟ ମ୍ୟାଚ ଖେଳାଯିବ । ଲଡର୍ସର ଐତିହାସିକ ପଡ଼ିଆରେ ଏହି ମୁକାବିଲା ହେବ ।

