ଖଡ଼ିଆଳ ଡୁଆଝର ଅପନା ଢାବାରେ ଗୁଳିକାଣ୍ଡ, ଢାବା ମାଲିକାଣୀଙ୍କୁ ଦୃବୁତ୍ତ ଗୁଲିକରି ଘଟଣା ସ୍ଥଳରୁ ଫେରାର, ବାସନ୍ତୀ ମେହେର ଙ୍କ ମୃତ୍ୟୁ –

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଡୁଆଝର ଗ୍ରାମରେ ଆପନା ଢ଼ାବାରେ କାଲି ରାତି ୮.୪୫ରେ ଗୁଳିକାଣ୍ଡ ହୋଇଥିବା ଜଣାପଡିଛି l

ଭୂତମୁଣ୍ଡାଇ ଉପକଣ୍ଠ ନିଳାଞ୍ଚଳ ବଜାର ୫ନଂ ଜାତୀୟ ରାଜପଥ (କ) ନିକଟରେ ସଡକ ଦୁର୍ଘଟଣାରେ ମୃତ ଶ୍ରମିକ ର ଶବ ରଖି ଧାରଣାରେ ଇଫକୋ ଶ୍ରମିକ-

ଆଜି ସକାଳ ସମୟରେ ଭୂତମୁଣ୍ଡାଇ ଉପକଣ୍ଠ ନିଳାଞ୍ଚଳ ବଜାର ୫ନଂ ଜାତୀୟ ରାଜପଥ (କ) ନିକଟରେ ସଡକ ଦୁର୍ଘଟଣାରେ ମୃତ ଶ୍ରମିକର ଶବ ରଖି ଧାରଣାରେ ବସିଛନ୍ତି ଇଫକୋ ରେଲୱେ ଅନଲୋଡିଂ ବ୍ୟାଗିଙ୍ଗ ଶ୍ରମିକ I

ଲୁଟେରା ଙ୍କ ଗୁଳି ମାଡ଼ରେ ଯୁବକ ଗୁରୁତର

ଗ୍ରାମାଞ୍ଚଳ ଥାନା ହରିପୁର ଛକ ରେ ଲୁଟେରା ଙ୍କ ଗୁଳିମାଡ଼. ଗୁଳିମାଡ଼ କରି ସୁନା ଓ ଟଙ୍କା ଲୁଟିନେଲେ ଦୃବୁର୍ତ୍ତ. ଗୁରୁତର ଅବସ୍ଥାରେ ଜଣେ ବ୍ୟକ୍ତି ଭଦ୍ରକ ମେଡିକାଲ ରେ ଭର୍ତ୍ତି ହୋଇଥିବା ବେଳେ ଲୁଟେରା ଙ୍କ ସହ ଧସ୍ତାଧସ୍ତି ସମୟରେ ଆଉ ଜଣେ ଆହତ ହୋଇ ଚିକିତ୍ସା ହେଉଛନ୍ତି.

ଭଦ୍ରକ ଜିଲ୍ଲା ମିଡ଼ିଆ ଆସୋସିଏସନର ବନ୍ଧୁମିଳନ ଓ ଆଲୋଚନା ଚକ୍ର ଉତ୍ସବ ଅନୁଷ୍ଠିତ-

ଆଜି ସାରା ରାଜ୍ୟ ପାଳୁଛି ବନ୍ଧୁତ୍ୱ ଦିବସ ଆଉ ଏହି ବନ୍ଧୁତ୍ୱ ଦିବସରେ ଭଦ୍ରକ ଜିଲ୍ଲା ମିଡ଼ିଆ ଆସୋସିଏସନ ତରଫରୁ ଏକ ବନ୍ଧୁ ମିଳନ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି |

ଓଡିଶା ପ୍ରାଥମିକ ଶିକ୍ଷକ ସଙ୍ଘର (ନୂତନ ପେନସନ ) ଏକ ପ୍ରତିନିଧି ମଣ୍ଡଳ ଭଦ୍ରକ ବିଧାୟକ ସଂଜୀବ ମଲିକଙ୍କୁ ଭେଟିଲେ –

ଭଦ୍ରକ ବିଧାୟକଙ୍କ ବାସଭବନରେ ଆଜି ଓଡିଶା ପ୍ରାଥମିକ ଶିକ୍ଷକ ସଙ୍ଘର ଏକ ପ୍ରତିନିଧି ଦଳ ମିଳିତ ହୋଇ ବିଧାୟକଙ୍କ ସହାୟତାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ କୃତାଞ୍ଜୟତା ଜ୍ଞାପନ କରିଛନ୍ତି l

ଓଏସ୍‌ଏସ୍‌ସି ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ପତ୍ନୀ ଓ ଶାଳକଙ୍କ ନାଁରେ ମାମଲା ରୁଜୁ

ଗତ ଶୁକ୍ରବାର ଓଏସ୍‌ଏସ୍‌ସି ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍‌ ତାଙ୍କ ଘର, ଅଫିସ୍‌ ଓ ସମ୍ପର୍କୀୟଙ୍କ ଘରକୁ ମିଶାଇ ମୋଟ୍‌ ୬ ଟି ଜାଗାରେ ଚଢ଼ଉ କରିଥିଲା ।

ଦୂତୀଙ୍କ ପରାଜୟକୁ ନେଇ ଭଉଣୀ ସରସ୍ୱତୀ ଆଣିଲେ ସଙ୍ଗୀନ ଅଭିଯୋଗ-

୧୦୦ ମିଟର ଦୌଡ ପରେ ଆଜି ୨୦୦ ମିଟର ଦୌଡରେ ବି ଓଡ଼ିଶାର ଦୌଡରାଣୀ ଦୂତୀଚାନ୍ଦ ପରାଜୟ କରିବା ପରେ ରାଜ୍ୟ ବାସୀଙ୍କ ସମେତ ଦେଶ ବାସୀଙ୍କୁ ବି ନିରାଶ କରିଛନ୍ତି ଦୂତୀ ।

1 72 73 74 75 76 189