ସରିଛି ରଥଯାତ୍ରା । ୯ ଦିନର ଲୀଳା ସାରି ନୀଳକନ୍ଦରକୁ ବିଜେ ହୋଇଛନ୍ତି ଶ୍ରୀଜିଉ । ଏବେ ସିଂହଦ୍ବାର ଚକଡ଼ାରେ ବିଜେ ତିନି ରଥକୁ ଭଙ୍ଗା କାମ ଆରମ୍ଭ ହୋଇଛି ।
Author: Kusum Tv
CISCE ପକ୍ଷରୁ ଘୋଷଣା ଆଜି ଅପରାହ୍ନ ୩ଟାରେ ICSE, ISC ରେଜଲ୍ଟ, ପ୍ରକାଶ ପାଇବ-
ଆଜି କାଉନସିଲ୍ ଫର୍ ଦ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ଏକ୍ସାମିନେସନ୍ (CISCE) ପକ୍ଷରୁ ଇଣ୍ଡିଆନ୍ ସାର୍ଟିଫିକେଟ୍ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ICSE) ଓ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ (ISC)ର ଫଳାଫଳ ପ୍ରକାଶ ନେଇ ତାରିଖ ଘୋଷଣା କରିଛି ।
ଅଲମ୍ପିକରେ ଖାତା ଖୋଲିଲା ଭାରତ, ମିରା ବାଇ ଚାନୁ ଭାରତ ପାଇଁ ଗର୍ବ ଆଣିଲେ-
୪୯ କେଜି ବର୍ଗର ରୌପ୍ୟ ପଦକ ଜିତିଲେ ଓ ଭାରତ ପାଇଁ ଗର୍ବ ଆଣିଲେ ମିରା ବାଇ ଚାନୁ । ଦୀର୍ଘ ୨୧ ବର୍ଷ ପରେ ଭାରତକୁ ପୁଣି ରୌପ୍ୟ ପଦକ ମିଳିଛି ।
ଟୋକିଓ ଅଲିମ୍ପିକ୍: ଭାରତୀୟ ପୁରୁଷ ହକି ଦଳ ନ୍ୟୁଜିଲ୍ୟାଣ୍ଡକୁ ୩-୨ରେ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି –
ଟୋକିଓ ଅଲିମ୍ପିକ୍ର ଦ୍ୱୀତିୟ ଦିନରେ ଭାରତୀୟ ପୁରୁଷ ହକି ଦଳ ନ୍ୟୁଜିଲ୍ୟାଣ୍ଡକୁ ୩-୨ ରେ ପରାସ୍ତ କରି ଏକ ସକାରାତ୍ମକ ଭାବନା ସହ ଅଲିମ୍ପିକ୍ ଅଭିଯାନ କରିଛି । ଭାରତ ଏହି ମ୍ୟାଚ୍ରୁ ତିନି ପଏଣ୍ଟ ପାଇଥିବା ବେଳେ ଏହା ଦଳକୁ ଆଗାମୀ ମ୍ୟାଚ୍ ପାଇଁ ପ୍ରେରଣା ଯୋଗାଇବ।
ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ପ୍ରତିଦିନ ଏକ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସୁଥିବା ବେଳେ ଏବେବି ମାମଲାର ଖିଅ ଖୋଜି ପାଇନି ପାରଳାଖେମୁଣ୍ଡି ପୋଲିସ୍-
ଏହି ମାମଲାରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ଓ ପାରଳାଖେମୁଣ୍ଡି ଡିଏଫଙ୍କୁ ନେଇ ସୌମ୍ୟଙ୍କ ପରିବାର ଲୋକ ଅଭିଯୋଗ ଆଣିଥିବା ଏପର୍ଯ୍ୟନ୍ତ ତଦନ୍ତ ପରିସର ଭୁକ୍ତ ହୋଇ ପାରିନାହାନ୍ତି ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ ବେହେରା
ଚତୁର୍ଦ୍ଧାବିଗ୍ରହଙ୍କ ଆଜି ନୀଳାଦ୍ରି ବିଜେ, ଅପରାହ୍ନ ୪ଟାରେ ପହଣ୍ଡି-
ଆଜି ଶ୍ରୀଜିଉମାନେ ନୀଳାଦ୍ରି ବିଜେ କରିବେ । ରଥ ଉପରେ ଥିବା ମହାପ୍ରଭୁଙ୍କୁ ଗୋଟି ପହଣ୍ଡିରେ ରତ୍ନବେଦୀକୁ ବିଜେ କରାଇବେ ସେବାୟତମାନେ । ନୀଳାଦ୍ରି ବିଜେ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି ।
ମଟନ ଝୋଳ ଖାଇବା ପରିବର୍ତ୍ତେ ଛେଳି ଚୋରି କରି ଛେଚା ଖାଇଲେ-
ଛେଳି ଚୋରି କରି ଭୋଜିରେ ହୋଇଥାନ୍ତା ମଟନ ଝୋଳ ସେଥିପାଇଁ ସରିଥିଲା ସମସ୍ତ ପ୍ରକାର ପ୍ରସ୍ତୁତି ହେଲେ ଧରାପଡ଼ିଯିବା ପରେ ନିଧୁମ୍ ଛେଚିଲେ ଗ୍ରାମବାସୀ ।
ରାଷ୍ଟ୍ରପତି ରାମ ନାଥ କୋବିନ୍ଦ କାର୍ଗିଲ ଦିବସ ପାଳନ କରିବାକୁ ଜାମ୍ମୁ-କାଶ୍ମୀର ଗସ୍ତରେ ଯିବେ-
ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଆସନ୍ତା ସପ୍ତାହରେ ଜାମ୍ମୁ କାଶ୍ମୀର ଏବଂ ଲଦାଖ ଗସ୍ତ କରିବେ ବୋଲି ଆଶା କରାଯାଉଛି । ଯେଉଁଥିରେ ସେ ଜୁଲାଇ ୨୬ ରେ କାର୍ଗିଲ ଦିବସ ପାଳନ କରିବେ।
ପ୍ରେସ ଲେଖା ଥିବା ଗାଡିରୁ ବିପୁଳ ପରିମାଣର ଗଞ୍ଜେଇ ସହ ନଗଦ ୧୩ ହଜାର ୧୨୦ ଟଙ୍କା ଜବତ, ୫ ଗିରଫ
ସୋହେଲା ପୋଲିସ ପକ୍ଷରୁ ଚେକିଂ କରାଯାଉଥିବା ସମୟରେ ସିଜି ୦୪ ଏନଏଚ ୯୯୯୮ ନମ୍ବର ବିଶିଷ୍ଟ ଇନୋଭା ଏବଂ ସିଜି ୦୪ ଏଲଡି ୫୬୬୫ ନମ୍ବର ବିଶିଷ୍ଟ ସ୍ୱିଫ୍ଟ ଡିଯାଏର ରେ ୨୩୩ କେଜି ଗଞ୍ଜେଇ ଜବତ କରିଥିଲା
ବାହୁଡ଼ା ଯାତ୍ରା ପାଇଁ ବଡଦାଣ୍ଡରେ ଫ୍ଲାଗମାର୍ଚ୍ଚ: ସଚେତନ କଲା ପୋଲିସ
ଆସନ୍ତାକାଲି ଠାରୁ ପୁରୀରେ ୪୮ ଘଂଟିଆ କର୍ଫ୍ୟୁ ଲାଗୁ ହେବ ଅର୍ଥାତ ଆସନ୍ତାକାଲି ରାତି ୮ଟାରୁ ୨୧ ତାରିଖ ରାତି ୮ଟା ଯାଏଁ ପୁରୀରେ ଲାଗୁ ହେବ କର୍ଫ୍ୟୁ ।

