ଯୁବକ ଗାର୍ଲଫ୍ରେଣ୍ଡ ଚକ୍କରରେ ଅନଲାଇନ ୯୫ ହଜାର ଟଙ୍କା ହରାଇଲେ-

କରୋନା ମହାମାରୀ ଜାରି ରହିଥିବାରୁ ଲୋକେ ଅନଲାଇନରେ ସମସ୍ତ ସୁବିଧା ପାଇପାରୁଛନ୍ତି । କଟକ ବିଡାନାସୀର ଜଣେ ଯୁବକ ଅନଲାଇନରେ ଗାର୍ଲଫ୍ରେଣ୍ଡ ଅର୍ଡର କରିବା ଚକ୍କରରେ ୯୫ ହଜାର ଟଙ୍କା ହରାଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ବର୍ଷର ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ ଘୋଷଣା କଲେ –

ଚଳିତ ବର୍ଷର ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରୀକ୍ଷା ଠାରୁ ଛାତ୍ରଛାତ୍ରୀଙ୍କ ଜୀବନ ବହୁ ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଘୋଷଣା ଛାଛାତ୍ରଛାତ୍ରୀ ମାନଙ୍କୁ ଅସ୍ବସ୍ତି ଆଣିଦେବ।

ନ୍ୟୁଜିଲ୍ୟାଣ୍ଡର ଡିଭନ୍ କନୱେ ପଦାର୍ପଣରେ ଦ୍ବଶତକ ହାସଲ କରି ଇତିହାସ ରଚିଲେ-

ନ୍ୟୁଜିଲ୍ୟାଣ୍ଡର ଓପନିଂ ବ୍ୟାଟ୍ସମ୍ୟାନ୍ ଡିଭନ୍ କନୱେ ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ଇଂଲଣ୍ଡରେ ପଦାର୍ପଣଳେ ଦ୍ୱିଶତକ ହାସଲ କରିଛନ୍ତି ।

ପଞ୍ଚବର୍ଷୀକ ଯୋଜନା ଶ୍ରୀମନ୍ଦିରର ବିଭିନ୍ନ ମରାମତି କାର୍ଯ୍ୟ ଏବଂ ସଂରକ୍ଷଣ ପାଇଁ ହେବ –

ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ବାର୍ଷିକ ବୈଠକରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ,ତେବେ ଏହି ବୈଠକଟି ମନ୍ଦିର ଭିତରେ ମରାମତି ଏବଂ ରକ୍ଷଣାବେକ୍ଷଣ କାର‌୍ୟ୍ୟକୁ ସମନ୍ୱିତ କରିବା ପାଇଁ ଅନୁଷ୍ଠିତ ହୋଇଥାଏ ।

ଯୁବକ-ଯୁବତୀଙ୍କ ମୃତଦେହ ଗଛରେ ଝୁଲୁଛି, ପୋଲିସର ତଦନ୍ତ ଆରମ୍ଭ

ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରୁ ଯୁବକ-ଯୁବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ତେବେ କେମିତି ଓ କେଉଁ ପରିସ୍ଥିତିରେ ଉଭୟଙ୍କ ମୃତ୍ୟୁ ହେଲା ସେ ନେଇ ପୋଲିସ ଯାଞ୍ଚ ଆରମ୍ଭ କରିଛି ।

ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ପ୍ରତିଷ୍ଠାତା ଅଧ୍ୟକ୍ଷ ବିଜୟ ସାହୁଙ୍କ କୋଭିଡ୍‌ରେ ଆକ୍ରାନ୍ତରେ ପରଲୋକ

କୋଭିଡ୍‌ରେ ଆକ୍ରାନ୍ତ ହୋଇ ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଡକ୍ଟର ବିଜୟ ସାହୁଙ୍କର ଆଜି ପରଲୋକ ହୋଇଛି ।

କୋଭିଡ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଟାଇଗର ସର୍ଫ ଓ ଅଭିନେତ୍ରୀ ଦିଶା ପଟାନିଙ୍କ ବିରୋଧରେ ଥାନାରେ ମାମଲା ରୁଜୁ-

ବଲିଉଡ ଅଭିନେତା ଟାଇଗର ସର୍ଫ ଓ ଅଭିନେତ୍ରୀ ଦିଶା ପଟାନିଙ୍କୁ ବିନା କାରଣରେ ଘରୁ ବାହାରିବା ମହଙ୍ଗା ସାବ୍ୟସ୍ତ ହୋଇଛି । ବିନା କାରଣରେ ସର୍ବସାଧାରଣ ସ୍ଥାନରେ ବୁଲିବା ପାଇଁ ମହାମାରୀର ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଟାଇଗର ଏବଂ ଦିଶାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।

ପତଞ୍ଜଳୀର କୋରନିଲ ବିବାଦକୁ ନେଇ ବାବା ରାମଦେବଙ୍କୁ ସମନ ଜାରୀ କଲେ ଦିଲ୍ଲୀ ହାଇକୋର୍ଟ-

ଦିଲ୍ଲୀ ହାଇକୋର୍ଟ ଆଜି ଗୁରୁ ରାମଦେବଙ୍କ ବିରୁଦ୍ଧରେ ଦିଲ୍ଲୀ ମେଡିକାଲ ଆସୋସିଏସନ (ଡିଏମଏ) ର ଏକ ମକଦ୍ଦମା ଦାୟର କରିଛନ୍ତି। ତେବେ ଏହି ମାମଲାରେ ଆଜି ଦିଲ୍ଲୀ ହାଇକୋର୍ଟ ବାବା ରାମଦେବଙ୍କୁ ସମନ ଜାରୀ କରିଛନ୍ତି।

ଚୋରା ମଦ ମାଫିଆଙ୍କ ଅବକାରୀ ଟିମ୍ ଉପରେ ଆକ୍ରମଣ

ଆଜି ଅବକାରୀ ଟିମ୍ ର ସଦସ୍ଯ ମାନେ ଭୁବନେଶ୍ଵର ଉପକଣ୍ଠରେ ଏକ ଚୋରା ମଦ କାରବାର କରୁଥିବା ଭରତପୁର ଅଞ୍ଚଳରେ ଏକ ଘରେ ଚଢାଉ କରିଥିଲେ। ତେବେ ଏହି ସମୟରେ ମଦ ମାଫିଆ ମାନଙ୍କ ପକ୍ଷରୁ ଅବକାରୀ ଦଳ ଉପରେ ଆକ୍ରମଣ ହୋଇଛି।

1 89 90 91 92 93 187