ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା, ସସପେଣ୍ଡ ହେଲେ ପୁରୀ ତାଳବଣିଆ ଥାନା ଏଏସ୍ଆଇ

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା । ପୁରୀ ତାଳବଣିଆ ଥାନା ଏଏସ୍ଆଇ ଚାକିରିରୁ ନିଲମ୍ବିତ ହୋଇଛନ୍ତି । ତାଙ୍କ ନାଁ ଲକ୍ଷ୍ମଣ ସରନ । ଏଏସ୍ଆଇ ଲକ୍ଷ୍ମଣ ସରନଙ୍କୁ ସସପେଣ୍ଡ କରିଛନ୍ତି

ବରାହ ଫାସରେ ପଡି ନିରୀହ ଯୁବକଙ୍କ ମୃତ୍ୟୁ, ବେସାହାରା ହେଲା ପରିବାର

କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଗାଈଧାର ନଦୀ କୂଳରେ ବରାହ ଫାସରେ ଲାଗି ଏକ ଯୁବକର ମୃତ୍ୟୁ ହୋଇଥିବା ନେଇ ଜୟପାଟଣା ଥାନାରେ ଅଭିଯୋଗ ହୋଇଛି। ମୃତକ ଯୁବକ ହେଲେ ବାନେର ଗ୍ରାମପଞ୍ଚାୟତ

ନିଆଁ ଲାଗି ଜଳିଗଲା ୪ ବସ୍‌

ଭଦ୍ରକ୍ ଜିଲ୍ଲାରେ ଗତ କାଲି ବିଳମ୍ବିତ ରାତିରେ ଘଟିଛି ଅଘଟଣ । ଏକ ଗ୍ୟାରେଜ୍ ରେ ନିଆଁ ଲାଗି ଭୟାବହଃ ଅଗ୍ନିକାଣ୍ଡ ର ରୂପ ନେଇଛି । ଏହି ଅଗ୍ନିକାଣ୍ଡରେ ୪ ଟି ବସ୍

କୋଟିଆ ଅଭିମୁଖେ ଆଜି ଯାତ୍ରା କରିବ ବିଜେପିର ଏକ ଟିମ – ସମୀର ମହାନ୍ତି

ରାଜ୍ୟ ବିଜେପି ପକ୍ଷରୁ ୧୦ ଜଣିଆ ଟିମ ଆଜି କୋଟିଆ ଅଭିମୁଖେ ଯାତ୍ରା କରିବେ ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ

ଆସନ୍ତା 15ରେ କଂଗ୍ରେସର ଓଡିଶା ବନ୍ଦ ଡାକରା, ସକାଳ 7ଟାରୁ ଦିନ 1ଟା ଯାଏଁ ବନ୍ଦ ପାଳନ

ଦିନକୁ ଦିନ ତୈଳ ଦର ବଢି ଚାଲିଛି  । ସାଧାରଣ ଲୋକଙ୍କ ଚିନ୍ତା ବଢୁଛି  । ତୈଳ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତା 15ରେ ଓଡିଶା ବନ୍ଦ ଡାକରା ଦେଇଛି କଂଗ୍ରେସ  ।  ଏନେଇ

ମାସକ ମଧ୍ୟରେ ରାଜ୍ୟର ବିଭିନ୍ନ ସାଇବର ଠକେଇରେ ଲୁଟ ହୋଇଛି ୧.୪ କୋଟି ଟଙ୍କା- ପୋଲିସ କମିଶନର

ମାସକ ମଧ୍ୟରେ ରାଜ୍ୟରେ ବିଭିନ୍ନ ସାଇବର ଠକେଇରେ ୧.୪ କୋଟିରୁ ଅଧିକ ଟଙ୍କା ଲୁଟ ହୋଇଛି ବୋଲି ଟ୍ୱିନ୍ ସିଟି ପୋଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ ମଙ୍ଗଳବାର କହିଛନ୍ତି। ସାଇବର ଅପରାଧୀମାନେ ରାଜ୍ୟର ବିଭିନ୍ନ

ଚେତିଲା ପ୍ରଶାସନ, ନିଲମ୍ବିତ ହେଲେ ନୟାଗଡ଼ ତେନ୍ତୁଳିଆପଲ୍ଲୀ ସେବା ସମବାୟ ସମିତି ପିଅନ୍

ଚେତିଲା ପ୍ରଶାସନ  ।  ନିଲମ୍ବିତ ହେଲେ ନୟାଗଡ଼ ତେନ୍ତୁଳିଆପଲ୍ଲୀ ସେବା ସମବାୟ ସମିତିର ପିଅନ୍ ଗଦାଧର ସାହୁ । ଉକ୍ତ ପିଅନଙ୍କୁ ବହିଷ୍କାର ଦାବୀ କରି ଚେତାବନୀ ଦେଇଛନ୍ତି ଚାଷୀ । ନୟାଗଡ଼ ଜିଲ୍ଲା

ନବରଙ୍ଗପୁର ଉପ କାରାଗାରରେ ବିଚାରଧୀନ କଏଦୀର ମୃତ୍ୟୁ

ବିଚାରଧୀନ କଏଦୀର ମୃତ୍ୟୁ  । ନବରଙ୍ଗପୁର ଉପ କାରାଗାରରେ ଥିବା ବିଚାରଧୀନ କଏଦୀର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି  ।  ମୃତ କଏଦୀ ଜଣକ ହେଲେ କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଦଶାପାଇଗୁଡ଼ା ଗାଁର ରାମଧର

ପୁଣି ଅଲୋଡା ହେଲା ଶିଶୁକନ୍ୟା, ପାଳଗଦାରୁ ନବଜାତ ଉଦ୍ଧାର

ପୁଣି ଅଲୋଡା ହେଲା ଶିଶୁକନ୍ୟା  । ରାସ୍ତା କଡ଼ ପାଳଗଦାରୁ ନବଜାତ ଶିଶୁକନ୍ୟା ଉଦ୍ଧାର  । କଳାହାଣ୍ଡି ଜିଲ୍ଲା ଧର୍ମଗଡ କୋକସରା ବ୍ଲକ ଶିଉନି ଗାଁରେ ଥିବା ଏକ ପାଳଗଦାରୁ ଆଜି ଭୋର ସକାଳେ

ସିଲୁ ନାୟକ ସେନା ଗଢୁଛନ୍ତି:

ଭାରତୀୟ ସେନାର  ନବ ନିଯୁକ୍ତ ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ତଥା ଜଗତସିଂହପୁର ଜିଲ୍ଲା ଜୟବେଡ଼ା ଗାଁର  ବାସିନ୍ଦାଚଣ୍ଡୀ ପ୍ରସାଦ ମହାନ୍ତି  ଅଧିକରୁ ଅଧିକ ଯୁବକ ସେନାରେ  ପ୍ରବେଶ ପାଇଁ ଆହ୍ୱାନ ଦେବାର ବହୁ ପୂର୍ବରୁ