ଭଦ୍ରକରେ 5T ସଚିବ: ଭି.କେ. ପାଣ୍ଡିଆନ

 ଜିଲ୍ଲାର ରୂପାନ୍ତରଣ ପାଇଁ ପଡ଼ିଲା ମୂଳଭିତ୍ତି । ଭଦ୍ରକ ଦେଖିବ ବିକାଶର ନୂଆ ସକାଳ I ଦୁଇଦିନିଆ ଗସ୍ତରେ ସାମଗ୍ରିକ ବିକାଶ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି 5T ସଚିବ  । ଧାମରାର ବହୁପ୍ରତୀକ୍ଷିତ

ଖବର ଆଜିର : ତାରିଖ ୧୨/୦୬/୨୩, ସୋମବାର

୧-ଅସହ୍ୟ ତାତିରେ ଜଳୁଛି ଓଡ଼ିଶା; ଆହୁରି ୩ ଦିନ କରିବ କଲବଲ।୪୪ଂ ଉପରେ ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା ଓ ସୋନପୁର। ୨-ଆଜି ଆନ୍ତର୍ଜାତୀୟ ଶିଶୁ ଶ୍ରମିକ ନିରୋଧ ଦିବସ, ଓଡ଼ିଶାରେ କାର୍ଯ୍ୟାନୁଷ୍ଠାନ ପ୍ରଭାବ ହୀନ।

ଲିଗାଲ ଏଣ୍ଡ କାଉନସିଲ ପକ୍ଷରୁ ପାରା ଲିଗାଲ ତାଲିମ ଶିବିର ଅନୁଷ୍ଠିତ

ରାଜ୍ୟ ସ୍ତରୀୟ ଆଇନ ସେବା ସହାୟତା ସଂଗଠନ ପକ୍ଷରୁ ଆଇନ ସହାୟକ କର୍ମୀମାନଙ୍କର ପ୍ରଶିକ୍ଷଣ ଶିବିର ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟାଳୟ କଟକ ଦେଉଳ ସାହି ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିରକୁ ଆନୁଷ୍ଠାନିକ ଭାବେ

ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବେନଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ G.20 ଶିକ୍ଷା କାର୍ଯ୍ୟନୁଷ୍ଠାନ ବିଭାଗ ଅଧ୍ୟକ୍ଷତାରେ ଲାଞ୍ଜିଗଡ଼ ଶିକ୍ଷା ବିଭାଗ ଓ ସିନି ଟାଟାଟ୍ରଷ୍ଟ ମିଳିତ ଆନୁକୁଲ୍ଯରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ

ମାହାଙ୍ଗା ସବରେଜିଷ୍ଟର ଅଫିସ ନୂତନ ଗୃହ ନିର୍ମାଣ କାର୍ଯ୍ୟରଶିଳାନ୍ୟାସ କଲେ ମାହାଙ୍ଗା ବିଧାୟକ ପ୍ରତାପ ଜେନା

ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନାଙ୍କ ପ୍ରସ୍ତାବ କ୍ରମେ ସରକାରଙ୍କ ପକ୍ଷରୁ ମାହାଙ୍ଗା ସବ ରେଜିଷ୍ଟର ଅଫିସ ଗୃହ କାର୍ଯ୍ୟ ଆରମ୍ଭ କରିବା ପାଇଁ ଶନିବାର ଦିନ ଅପରାହ୍ନ ସମୟରେ ଏକ ଶୁଭ

ସୋନପୁର ମହାନଦୀ ଯୋଗ ବିହାର ପ୍ରାଙ୍ଗଣରେ ଏକ ଦିବସୀୟ ବିଶ୍ଵ ଯୋଗ ଦିବସ ପାଳନ

ସୋନପୁର ମହାନଦୀ ଯୋଗ ବିହାର ପ୍ରାଙ୍ଗଣରେ ଏକ ଦିବସୀୟ ବିଶ୍ଵ ଯୋଗ ଦିବସ ପାଳନ ପାଇଁ ଯୋଗ ପ୍ରଶିକ୍ଷଣ ଶିବିର ଓ ପ୍ରସ୍ତୁତି ବୈଠକ ହୋଇ ଯାଇଛି। ଏଥିରେ ଯୋଗ ମୋହତ୍ସବ ସମିତି, ଜିଲ୍ଲା

ନକଲି ସୁନା ବିକ୍ରୀ କରି ଲୋକ ଙ୍କ ହାତରେ ଧରା ପଡ଼ିଲେ ଦୁଇ ଠକ୍, କୋର୍ଟ ଚାଲାଣ

ନୂଆପଡା ଜିଲ୍ଲା ର ଖଡିଆଳ ଓ ବୋଡ଼େନ ଅଞ୍ଚଳ ରେ ନକଲି ସୁନା କୁ ନେଇ ଲୋକ ଙ୍କୁ ଠକି ବିକ୍ରୀ କରୁଥିବା ଦୁଇ ଠକ୍ ଙ୍କୁ ଖଡିଆଳ ବସଷ୍ଟାଣ୍ଡ ଠାରେ ଲୋକେ ଧରି

ଦୁବୃର୍ତ୍ତଙ୍କ ଗୁଳିମାଡ଼ରେ ନିଶା ମାଫିଆ ସୋମନାଥର ମୃତ୍ୟୁ 

ଦୁବୃର୍ତ୍ତଙ୍କ ଗୁଳିମାଡ଼ରେ ନିଶା ମାଫିଆ ସୋମନାଥର ମୃତ୍ୟୁ । ୭ ତାରିଖ ରାତିରେ ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ସାମନ୍ତରାପୁର ଛକରେ ଗୁଳିମାଡ଼ରେ ଗୁରୁତର ଆହତ ହୋଇଥିବା ନିଶା ମାଫିଆ ସୋମନାଥ ଭୁଜବଳ ଓରଫ

ତାପମାତ୍ରା ୪୫ ଡିଗ୍ରୀ ଡେଇଁଲା: ଜଳୁଛି ପଶ୍ଚିମ ଓଡ଼ିଶା

ଜଳୁଛି ପଶ୍ଚିମ ଓଡ଼ିଶା । ଚଳିତବର୍ଷ ପ୍ରଥମଥର ପାଇଁ ୪୫ ଡିଗ୍ରୀ ଡେଇଁଛି ତାପମାତ୍ରା । ଗତକାଲି ୪୫ ଡିଗ୍ରୀ ଉପରେ ରହିଥିଲା ରାଜ୍ୟର ୨ଟି ସହରର ତାପମାତ୍ରା । ଝାରସୁଗୁଡ଼ାରେ ସର୍ବାଧିକ ୪୫.୬

ଖବର ଆଜିର : ତାରିଖ ୧୦/୦୬/୨୩, ଶନିବାର

୧-କଟକ:ବଦଳିଲେ ୨୧ ପୁଲିସ ଅଧିକାରୀ, ଏଥିରେ ଅଛନ୍ତି ୧୧ ଜଣ ଇନ୍ସପେକ୍ଟର,୭ ଜଣ ସବ ଇନସ୍ପେକ୍ଟର ଓ ୩ ଜଣ ସହକାରୀ ସବ୍ ଇନ୍ସପେକ୍ଟର। ୨-ଭୁବନେଶ୍ୱର:ବଦଳିଲା ମୋ ବସ୍ ଟିକେଟ୍ କାଟିବା ଢାଞ୍ଚା-ଏଣିକି ବାହାରେ

1 21 22 23 24 25 114