ଜୀବନ ବ୍ୟାପୀ ସାଧନା ପୁରସ୍କାର ପାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ବିଜେଡିର ବଡ଼ ପ୍ରସ୍ତୁତି । ଦିଲ୍ଲୀରେ କ୍ୟାପିଟାଲ ଫାଉଣ୍ଡସେନ ସୋସାଇଟି ପକ୍ଷରୁ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ କରାଯିବ
Category: State
ବିଜେଡି ମହିଳା କର୍ମକର୍ତ୍ତା ତାଲିକାରେ ମୃତ ମୀନାକ୍ଷୀ
ସଦ୍ୟ ଘୋଷିତ ମହିଳା ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ତାଲିକାରେ ସ୍ଥାନ ପାଇଛନ୍ତି ବ୍ରହ୍ମପୁର ସହରର ଟାଣୁଆ ନେତ୍ରୀ ସ୍ବର୍ଗତାଃ ମୀନାକ୍ଷୀ ମିଶ୍ର। ଏହାକୁ ନେଇ ଦଳ ଭିତରେ ଓ ବାହାରେ ଚର୍ଚ୍ଚା
ଚର୍ଚ୍ଚାରେ ଭଗବାନ ଗଣେଶଙ୍କ ଆଧାରକାର୍ଡ, ସ୍କାନ୍ କର ମୂର୍ତ୍ତି ଦେଖ
ଏବେ ବିଭିନ୍ନ ମଣ୍ଡପରେ ପୂଜା ପାଉଛନ୍ତି, ବିଘ୍ନରାଜ ଶ୍ରୀ ଗଣେଶ। ୨ବର୍ଷ ପରେ ପୂଜାକୁ ନେଇ ସାରା ଦେଶ ଚଳଚଞ୍ଚଳ । ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଦେଶରେ ବିଭିନ୍ନ ସ୍ଥାନରେ ବପ୍ପାଙ୍କର ଆକର୍ଷଣୀୟ ପ୍ରତିମା
ଆଇପିଏସସ୍ତରରେ ଅଦଳବଦଳ, ଚାରି ବରିଷ୍ଠ ପୋଲିସ ଅଧିକାରୀ ଡିଜି ପାହ୍ୟାକୁ ଉନ୍ନୀତ
ଚାରି ବରିଷ୍ଠ ପୋଲିସ ଅଧିକାରୀ ଡିଜି ପାହ୍ୟାକୁ ଉନ୍ନୀତ । ୮୯ ବ୍ୟାଚର ଅଫିସର ପ୍ରଣବିନ୍ଦୁ ଆଚାର୍ଯ୍ୟ, ଏସ.ଏମ୍. ନର୍ଭେଣେ, ଅମ୍ରିତ ମୋହନ ପ୍ରସାଦ, ବି. ରାଧିକାଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି । ଏବେ ରାଜ୍ୟ ପୋଲିସର
ନୂଆଁଖାଇରେ ମାଆ ସମଲେଶ୍ବରୀଙ୍କଠାରେ ଲାଗି ହେଲା ନବାନ୍ନ ଭୋଗ
ନୂଆଁଖାଇ ପାଇଁ ସାରା ପଶ୍ଚିମ ଓଡ଼ିଶା ଉତ୍ସବ ମୁଖରିତ। ମାଆ ସମଲେଶ୍ୱରୀଙ୍କୁ ଲାଗି ହେଲା ନବାନ୍ନ । ଘରେ ଘରେ ପିଠାପଣାର ମହକ। ମାଆଙ୍କ ପାଇଁ ନବାନ୍ନ ମୁଖ୍ୟ ପୂଜକଙ୍କ ସମେତ ଆଉ ଦୁଇ
ମାର୍କ ପାଇଁ ଶିକ୍ଷକ ଓ କିରାଣିଙ୍କୁ ଗଛରେ ବାନ୍ଧି ପିଟିଲେ ଛାତ୍ର, ଭିଡିଓ ଭାଇରାଲ
ଝାଡ଼ଖଣ୍ଡର ଦୁମକା ଜିଲ୍ଲାରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ବିଦ୍ୟାଳୟର ଛାତ୍ରମାନେ ସ୍କୁଲର ସହାୟକ ଶିକ୍ଷକ କୁମାର ସୁମନ ଓ କ୍ଲର୍କ ସୋନେରାମ ଚୌଡ଼େଙ୍କୁ ଆମ୍ବ ଗଛରେ ବାନ୍ଧି ଖୁବ୍
ବହୁ ଚର୍ଚ୍ଚିତ ବିଜେଡି ନେତା ହତ୍ୟା ମାମଲାରେ ମାଓନେତା ସବ୍ୟସାଚୀ ନିର୍ଦୋଷରେ ଖଲାସ
ବହୁ ଚର୍ଚ୍ଚିତ ବିଜେଡି ନେତା ଯଯାତି ସାହୁ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି।ଗୁଣପୁର ଏଡିଜେ କୋର୍ଟ ମାଓନେତା ସବ୍ୟସାଚୀଙ୍କୁ ଏହି ମାମାଲାରେ ଆଜି ନିର୍ଦୋଷ କରିଥିବା ସବ୍ୟସାଚୀଙ୍କ ଓକିଲ ବ୍ରହ୍ମାନନ୍ଦ ପଟ୍ଟନାୟକ ସୂଚନା
ଓପିଏସ୍ସି ସଦସ୍ୟ ଭାବେ ଶପଥ ନେଲେ ସନତ ମହାନ୍ତି
ଓଡ଼ିଶା ଲୋକସେବ। ଆୟୋଗ ( ଓପିଏସ୍ସି)ର ନିଯୁକ୍ତି ପାଇଥିବା ଦୁଇ ଜଣ ସଦସ୍ୟଙ୍କ ମଧ୍ୟରୁ ପୂର୍ବତନ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ସୋମବାର ଦିନ ଓପିଏସ୍ସି କାର୍ଯ୍ୟାଳୟରେ ଶପଥ ନେଇଛନ୍ତି। ଓପିଏସ୍ସି ଅଧ୍ୟକ୍ଷ
ନୂଆଁଖାଇରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ମିଳିବ କାଳିଆ ଟଙ୍କା
ଚାଷୀଙ୍କ ପାଇଁ ଖୁସିର ଖବର । ନୂଆଁଖାଇରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ମିଳିବ କାଳିଆ ଟଙ୍କା। କାଳିଆ ଯୋଜନାରେ ଉପକୃତ ହେବେ ୪୧ ଲକ୍ଷ ଚାଷୀ । ଖବର ଅନୁଯାୟୀ, ରାଜ୍ୟରେ ଚାଷୀଙ୍କ ସହାୟତା ପାଇଁ
ଜେଲରୁ ମୁକୁଳିଲେ ଘରୋଇ ଟିଭି ଚ୍ୟାନଲରେ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାଶ
ଜେଲରୁ ମୁକୁଳିଲେ ଘରୋଇ ଟିଭି ଚ୍ୟାନଲରେ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାଶ। ଆଜି ସନ୍ଧ୍ୟାରେ ଝାରପଡ଼ା ଜେଲରୁ ମୁକୁଳିବା ସମୟର ଜେଲ ପରିସରରେ ଜନଗହଳି ଲାଗ ରହିଥିଲା। ଶହ ଶହ ପ୍ରଶଂସକ ହାତରେ ଫଳମାଳ ଧରି