ସାରା ରାଜ୍ୟରେ ଓଡ଼ିଶା ସରକାର ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଶାରୀରିକ ପାଠପଢା ପାଇଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିଛନ୍ତି। କରୋନା ଗାଇଡଲାଇନକୁ ମାନି କ୍ଲାସ୍ କରିବାକୁ ଅନୁମତି ମିଳିଛି ।
Category: State
ମମିତା ମୃତ୍ୟୁ ମାମଲା ହାଇକୋର୍ଟରେ ପହଁଞ୍ଚିଲା, ୫୦ ଲକ୍ଷ ଟଙ୍କI ପିଡିତାଙ୍କ ପରିବାରକୁ କ୍ଷତିପୁରଣ ସହ ସିବିଆଇ ତଦନ୍ତ ଦାବି-
ମମିତା ମୃତ୍ୟୁ ସିବିଆଇ ତଦନ୍ତ ଦାବିରେ ଜନସ୍ୱାର୍ଥ ମାମଲା ହାଇକୋର୍ଟରେ ପହଁଞ୍ଚିଲା । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ମାମଲା ଦାୟର କରାଯାଇଛି । ଏହି ଜନସ୍ୱାର୍ଥରେ ପିଡିତାଙ୍କ ପରିବାରକୁ ୫୦ ଲକ୍ଷ
ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହଯୋଗୀ ରାଧେକୁ ଗିରଫ କଲା ବଲାଙ୍ଗି ପୋଲିସ୍ , ଚାଲିଛି ଅଧିକ ତଦନ୍ତ-
କଳାହାଣ୍ଡି ମହାଲିଙ୍ଗ୍ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହଯୋଗୀ ରାଧେକୁ ଗିରଫ କରିଛି ପୋଲିସ୍ । କେବଳ ଏତିକି ନୁହେଁ ଗିରଫ ପରେ କୋର୍ଟ ଚାଲାଣ ମଧ୍ୟ କରାଯାଇଛି ।
ରାତି ଅଧରେ ତରବରିଆ ଭାବରେ ଦୁଷ୍ମନ୍ତଙ୍କ ଶବକୁ ସ୍ୱର୍ଗଦ୍ୱାରରରେ ସତ୍କାର, ପତ୍ନୀଙ୍କୁ ଭେଟି ସ୍ଥାନୀୟ ବିଡିଓ ୧ ଲକ୍ଷ ଟଙ୍କାର ଚେକ୍ ଦେବା ସହ ପରେ ଆଉ ୧୦ ଲକ୍ଷ ଦେବା, ସ୍ତ୍ରୀଙ୍କ ଯୋଗ୍ୟତା ହିସାବରେ ଚାକିରି, ଦୁଷ୍ମନ୍ତଙ୍କ ଗାଁ ଏବଂ ଆଖପାଖରେ ଲୋକ ମାନେ ପ୍ରଶ୍ନ ଉଠାଇଛନ୍ତି-
ଡାକ୍ତରୀ ଅବହେଳା ଅଭିଯୋଗରେ ଯୁବକ ଜଣକ ଗତକାଲି ହାତ କାଟିବା ସହିତ ବିଷ ପିଇଥିଲେ ଏବଂ କଟକ ଏସସିବି ଓଡିଶାରେ ଚିକିତ୍ସା ସମୟରେ ମୃତ୍ୟୁ ବରଣ କରିଥିଲେ ।
ମହଙ୍ଗା ପଡିଲା ବିଜେଡି ବିଧାୟକ ପଶାନ୍ତ ଜଗଦେବଙ୍କୁ , ମାଡ ମାରି ବିଜେପି ନେତା ନିରଞନ ସେଠୀଙ୍କୁ ଦଳରୁ ନିଳମ୍ବିତ ହେଲେ
ବାଲୁଗାଁ ନଗର ମଣ୍ଡଳ ଭାଜପା ସଭାପତି ନିରଞ୍ଜନ ସେଠୀଙ୍କୁ ଆକ୍ରମଣ ଓ ଜଣେ ଖବରଦାତାଙ୍କୁ ରାସ୍ତା ମଝିରେ ଧମକ ନେଇ ମଧାହ୍ନରେ ଥାନାରେ ଅଭିଯୋଗ ପରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ବୁଧବାର ବିଜେଡିରୁ ନିଲମ୍ବିତ କରାଯାଇଛି ।
ମାନବବାଦ୍ ସଂଗଠନର ମୁଖ୍ୟ ମାନସ ଦାସ ତାଙ୍କ ପୁଅ ମନୋରଞ୍ଜନ ଦାସ ଗିରଫ-
ଆଜି ଭଣ୍ଡ ବାବା ତଥା ମାନବବାଦ୍ ସଂଗଠନର ମୁଖ୍ୟ ମାନସ ଦାସଙ୍କୁ ଆଜି ପୋଲିସ୍ ଗିରଫ କରିବା ପରେ । ବର୍ତ୍ତମାନ ତାଙ୍କ ପୁଅ ମନୋରଞ୍ଜନ ଦାସଙ୍କୁ ମଧ୍ୟ ଗିରଫ କରିଛି ପୋଲିସ୍ ।
ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ବିଧାନସଭାରେ ହଙ୍ଗାମା
ମୌସୁମୀ ଅଧିବେଶନର ଆଜି ଦ୍ୱିତୀୟ ଦିନରେ ଗୃହରେ ହୋହାଲ୍ଲା କାରଣରୁ ୪Uû ପର୍ଯ୍ୟନ୍ତ ଗୃହକାର୍ଯ୍ୟ ମୁଲତବି ଘୋଷଣା କରିଛନ୍ତି ।
ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଜଣେ ଯୁବକଙ୍କ ସନ୍ଦେହ ଜନକ ମୃତଦେହ ଉଦ୍ଧାର-
ଭୁବନେଶ୍ୱରରେ ପୁଣି ଚାଞ୍ଚଲ୍ୟ । ନୟାପଲ୍ଲୀ ସ୍ଥିତ ଜଣେ ଯୁବକଙ୍କ ସନ୍ଦେହ ଜନକ ମୃତଦେହକୁ ଉଦ୍ଧାର କରାଯାଇଛି ।
ଆଇଏଏସ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ
ଆଇଏଏସ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ ହୋଇଛି । ରାଜ୍ୟପାଳଙ୍କ ସଚିବ ତଥା କମିଶନର ଥିବା ଡ.ପ୍ରମୋଦ କୁମାର ମେହେର୍ଦ୍ଦାଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ରିଲିଭ କରାଯାଇଛି ।
ରାୟଗଡ଼ାର ଭାରପ୍ରାପ୍ତ ଅବକାରୀ ଅଧୀକ୍ଷକ ଲାଞ୍ଚ ନେବା ଅଭିଯୋଗରେ ନିଲମ୍ବିତ ହେଲେ
ଲାଞ୍ଚ ନେବା ଅଭିଯୋଗରେ ନିଲମ୍ବିତ ହେଲେ ରାୟଗଡ଼ାର ଭାରପ୍ରାପ୍ତ ଅବକାରୀ ଅଧୀକ୍ଷକ ପ୍ରସନ୍ନ ନାୟକ । ଏନେଇ ଅବକାରୀ ବିଭାଗ ପକ୍ଷରୁ ଜାରି ହୋଇଥିବା ନୋଟିସରେ ଉଲ୍ଲେଖ ରହିଛି।