ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓ ଛକରେ ବଜ୍ରକାପ୍ତା ସ୍ମଗଲରଙ୍କୁ କ୍ରାଇମବ୍ରାଞ୍ଚ୍ ଏସଟିଏଫ୍ କାବୁ କରିଛି-

କ୍ରାଇମବ୍ରାଞ୍ଚ୍ ଏସଟିଏଫ୍ ପଞ୍ଝାରେ ପଡିଛି ବଜ୍ରକାପ୍ତା ସ୍ମଗଲର । ଡିଲ ହେଉଥିବା ବେଳେ ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓ ଛକରେ ସ୍ମଗଲରଙ୍କୁ ଏସଟିଏଫ୍ କାବୁ କରିଛି ।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା: ଆସନ୍ତା ୧୬ ତାରିଖରୁ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟ-

ଆସନ୍ତା ୧୬ ତାରିଖରୁ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶୁକ୍ରବାର ଏନେଇ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ଚୋରା କଫସିରଫ୍ କାରବାର-

ଲକ୍ଷ ଲକ୍ଷ ଟଙ୍କାର କଫସିରଫ୍ ଚୋରାଚାଲାଣ କରାଯାଉଛି ତାହା ପୁଣି ରାଜ୍ୟର ପ୍ରମୁଖ ସହରରେ ଆଉ ରାଜ୍ୟ ପୋଲିସ୍ ର ନାକ ତଲେ ବେଧଡକ୍ ଭାବରେ ଜାରି ରହିଛି କଫସିରଫ୍ କାରବାର ।

ପୁରୀ ମନ୍ଦିର ପ୍ରଶାସନଙ୍କ ନିଷ୍ପତି: ଆସନ୍ତା ୧୬ରୁ ପୁରୀ ଶ୍ରୀମନ୍ଦିର ଖୋଲିବ-

ଆସନ୍ତା ୧୬ରୁ ପୁରୀ ଶ୍ରୀମନ୍ଦିର ଖୋଲିବାକୁ ନିଷ୍ପତି ନେଇଛି ପୁରୀ ମନ୍ଦିର ପ୍ରଶାସନ । ତେବେ ପ୍ରଥମେ ଅଗଷ୍ଟ ୧୬ ରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀ ବାସିଙ୍କୁ ଦର୍ଶନ ସୁଯୋଗ ମିଳିବ ।

ଇଡି ଜେରା କରିବ କୋଟିପତି ପିଏସ୍‌ଙ୍କୁ –

ଆୟ ବର୍ହିଭୁତ୍ତ ସମ୍ପତ୍ତି ଠୁଳ ମାମଲାରେ ଓଡିଶା ଭିଜିଲାନ୍ସର ଜାଲରେ ଫସିବା ପରେ, ଓଏସଏସସି ର ପର୍ସନାଲ ସେକ୍ରେଟାରି ବିରଞ୍ଚି ନାରାୟଣ ସାହୁଙ୍କୁ ବର୍ତ୍ତମାନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅର୍ଥ ହେରଫେରରେ ସମ୍ପୃକ୍ତ ଥିବା ଅଭିଯୋଗରେ ଯାଞ୍ଚ କରିବେ।

ରାଜ୍ୟରେ ଅଗଷ୍ଟ ୯ରୁ ଖୋଲିବ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ

ରାଜ୍ୟରେ ଅଗଷ୍ଟ ମାସରୁ ଅନଲକ୍ ପର୍ଯ୍ୟାୟ ଆରମ୍ଭ ହୋଇଥିବା ବେଳେ ପର୍ଯ୍ୟାୟକ୍ରମେ ସ୍କୁଲ ଓ କଲେଜ ଖୋଲିବା ଆରମ୍ଭ ହୋଇଛି ।

ଓଡ଼ିଶା ଆସିବା ପାଇଁ ଆଉ ଆବଶ୍ୟକ ହେବ ନାହିଁ କୋଭିଡ୍ ନେଗେଟିଭ୍ ରିପୋର୍ଟ-

ରାଜ୍ୟରେ ତିନି ମାସର କରୋନା କଟକଣା ବା ଲକଡାଉନ୍ ପର୍ଯ୍ୟାୟ ପରେ ଏବେ ଆରମ୍ଭ ହୋଇଛି ଅନଲକ୍ ପର୍ଯ୍ୟାୟ । ପୂର୍ବ ଅପେକ୍ଷା କରୋନା କଟକଣାକୁ କୋହଳ କରାଯାଇଛି ।

ଖୁବ୍‌ଶୀଘ୍ର ରାଜ୍ୟରେ ଆରମ୍ଭ ହେବ ସେରୋସର୍ଭେ : ନିର୍ଦ୍ଦେଶିକା ICMR –

ରାଜ୍ୟର ବର୍ତ୍ତମାନ କରୋନା ମହାମାରୀର ଦ୍ୱିତୀୟ ଲହରର ପ୍ରଭାବ ହ୍ରାସ ପାଉଛି । ଏହାରି ମଧ୍ୟରେ ତୃତୀୟ ଲହରର ମଧ୍ୟ ଭୟ ବଢିଛି ।

1 43 44 45 46 47 109