ଆଜି ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ୍ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାର କାର୍ୟ୍ୟକ୍ରମ ରହିଛି ।
Category: State
ସ୍ୱାମୀ ସ୍ତ୍ରୀ କଳିରେ ବଳି ପଡିଲେ ମଧ୍ୟସ୍ତି
ଏକ ଅଭାବନୀୟ କାଣ୍ଡ ଘଟିଛି ସୁବର୍ଣ୍ଣପୁର ଜିଲ୍ଲାରେ । ଗତ ବୁଧବାର ସୁବର୍ଣ୍ଣପୁର ଜିଲ୍ଲାର ବିନିକା ପୋଲିସ ଷ୍ଟେସନ ଅନ୍ତର୍ଗତ ଆନ୍ଧ୍ରଡେରା ଗ୍ରାମରେ ତାଙ୍କ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ଲାଗିଥିବା ବେଳେ ମଧ୍ୟସ୍ତି କରୁଥିବା କିଛି ବ୍ୟକ୍ତିଙ୍କୁ କ୍ରୋଧ ଜର୍ଜରିତ ସ୍ୱାମୀ ଟ୍ରାକ୍ଟର ଚଢାଇ ହତ୍ୟା କରିଥିବା ଅଭିଯାଗ ହୋଇଛି ।
ପୁଅ ହିଁ ତାଙ୍କ ବୋହୂର ହତ୍ୟାକାରୀ: ଥାନାରେ ଏତଲା ଦେଲା ମା
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ବଳଭଦ୍ରପୁର ପଞ୍ଚାୟତର ବାଲିପାଟଣା ଗାଁରୁ ଏଭଳି ଅଭିଯୋଗ ଆସିଛି । ଜଣେ ମା ନିଜେ ଅଭିଯୋଗ କରିଛନ୍ତି ଯେ ତାଙ୍କ ପୁଅ ହିଁ ତାଙ୍କ ବୋହୂର ହତ୍ୟାକାରୀ ।
ଜ୍ୟୋତିଷ ବିଚାର
ଅଦ୍ୟ ଜୁଲାଇ ମାସ ୦୫ ତାରିଖ ୨୦୨୧ ମସିହା(ସୋମବାର) ଆଷାଢ଼ମାସ-କୃଷ୍ଣପକ୍ଷ, ସୌରମାସ-ମିଥୁନ ୨୧ ଦିନ
ପୁରୀରୁ ୨୦୨୨ରେ ଉଡିବ ବିମାନ- ପରିବହନ ମନ୍ତ୍ରୀ
ପୁରୀରୁ ୨୦୨୨ରେ ବିମାନ ଉଡିବ ବୋଲି ପରିବହନମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଜାଗା ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି । ସବୁ ଅବିଭକ୍ତ ଜିଲ୍ଲାରେ ଏୟାରଷ୍ଟ୍ରାଇପ ଉନ୍ନତି
୭ ଜିଲ୍ଲାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ସତର୍କ ସୂଚନା ଜାରି-
ଆଗାମୀ ୨୪ ଘଣ୍ଟା ମଧ୍ୟରେ ୭ ଜିଲ୍ଲା କେନ୍ଦୁଝର , ମୟୁରଭଞ୍ଜ , ବାଲେଶ୍ବର , ଗଞ୍ଜାମ , କନ୍ଧମାଳ ବୌଦ୍ଧ ଏବଂ କଳାହାଣ୍ଡି ଜିଲ୍ଲାରେ ଗୋଟିଏ ରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।
ଆଜିଠାରୁ ମାଟ୍ରିକ ପରୀକ୍ଷାର ଅଫଲାଇନ ଫର୍ମ ପୂରଣ, ୧୪ ଜୁଲାଇ ଶେଷ ତାରିଖ-
ମାଟ୍ରିକ ପରୀକ୍ଷା ପାଇଁ ମିଳିଥିବା ମାର୍କରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅଫଲାଇନ ପରୀକ୍ଷା ଲାଗି ଆଜିଠାରୁ ଅନଲାଇନ ଫର୍ମପୂରଣ କରିପାରିବେ ।
୭ କ୍ବିଣ୍ଟାଲର ଗଞ୍ଜେଇ କୋରାପୁଟରୁ ଜବତ, ଅଭିଯୁକ୍ତ ଚମ୍ପଟ-
କୋରାପୁଟ ଜିଲ୍ଲାର ପାଡୁଆ ଅଞ୍ଚଳର ନନ୍ଦପୁର ତହସିଲ ଅନ୍ତର୍ଗତ ହାତିବାରୀ ଗ୍ରାମରୁ ୭ କ୍ବିଣ୍ଟାଲର ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇ କାରବାରରେ ଲିପ୍ତ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ପଳାଇବାରେ ସଫଳ ହୋଇଛନ୍ତି।
ଶ୍ରୀଜିଉ ସୁସ୍ଥ ହେଉଛନ୍ତି , ଆଜି ଅପରାହ୍ନରେ ରଥଯାତ୍ରା ଲାଗି ଛତିଶା ନିଯୋଗ ବୈଠକ ବସିବ-
ଶ୍ରୀମନ୍ଦିରରେ ତିନି ବଡ ଠାକୁରଙ୍କ ଅଣସର ଅବଧି ସରି ଆସୁଥିବାବେଳେ ଗୁପ୍ତ ସେବା ପାଇଁ ମହାପ୍ରଭୁ ସୁସ୍ଥ ହୋଇଆସୁଥିବାର ଜଣାପଡିଛି ।
ସବୁଜ ଜହର ଜବତ୍, ଗଞ୍ଜାମର ବନ୍ଦ ଘରେ ଚାଲିଥିଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ ବେପାର –
ପୁରା ଓଡ଼ିଶା ଏବେ ବେଆଇନ୍ ଗଞ୍ଜେଇ କାରବାରର ହବ୍ ପାଲଟିଛି । ବିଶେଷ ଗଞ୍ଜାମ ଜିଲ୍ଲାରେ ଏବେ ଗଞ୍ଜେଇ ଚୋରା ଚାଲାଣ ଅଧିକ ବଢିଯାଇଛି ।