ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତ୍ତନ କୁଳପତି ପ୍ରଫେସର ଧ୍ରୁବରାଜ ନାୟକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ।
Category: State
ଆସନ୍ତାକାଲି ଚଳିତ ବର୍ଷ ବିଜେପିର ଦ୍ୱିତୀୟ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବସିବ
ଆସନ୍ତା କାଲି ଚଳିତ ବର୍ଷର ଦ୍ୱିତୀୟ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବସିବାକୁ ଯାଉଛି । ଏ ନେଇ ସବୁ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଚଳିତ ବର୍ଷ କରୋନା ମହାମାରୀ କାରଣରୁ ଭର୍ଚୁଆଲ ମୋଡରେ ଏହି ବୈଠକ ବସିବାକୁ ଯାଉଛି ।
ଦୁଷ୍କର୍ମକାରୀ ଦୁଇବର୍ଷ ପରେ ଟିକା ନେବାକୁ ଆସି ପୋଲିସ ହାତରେ ଧରାପଡିଲା –
ବଲାଙ୍ଗିର ଜିଲ୍ଲାର ପାଟନାଗଡ ପୋଲିସ ସୀମା ଅନ୍ତର୍ଗତ ଭାଇଁସାରେ ଟିକାକରଣ କେନ୍ଦ୍ରରୁ ପୋଲିସ ଦୁଇ ବର୍ଷରୁ ଅଧିକ ସମୟ ଧରି ଫେରାର ଥିବା ଜଣେ ଦୁଷ୍କର୍ମ ଅଭିଯୁକ୍ତ ଧରି କୋର୍ଟ ଚାଲାଣ କରିଛି ।
ବିଏମସି ପକ୍ଷରୁ ପ୍ରସ୍ତୁତି ଜୋରଦାର ଶତପ୍ରତିଶତ ଟିକା ଗ୍ରହଣକାରୀ ସହର ତାଲିକାରେ ସାମିଲ ହେବ ଭୁବନେଶ୍ବର –
ଶତପ୍ରତିଶତ ଟିକାକରଣରେ ଓଡିଶାର ରାଜଧାନୀ ପ୍ରଥମ ସହର ହେବା ଲାଗି ସମସ୍ତ ପ୍ରସ୍ତୁତି ଜାରି ରହିଛି। ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଜୁଲାଇ ୧୫ ସୁଦ୍ଧା ସମସ୍ତ ବାସିନ୍ଦାଙ୍କୁ ପ୍ରଥମ ଡୋଜ ଓ ଅଗଷ୍ଟ ଶେଷ ସୁଦ୍ଧା ଦ୍ୱିତୀୟ ଡୋଜ ଦେବା ପାଇଁ ଯୋଜନା କରିଛି।
ଲକଡାଉନର ନକଲି ଡାକ୍ତର ଫାଇଦା ଉଠାଉଛନ୍ତି, ବିପୁଳ ପରିମାଣର ମେଡସିନ୍ ଜବତ-
ଲକଡାଉନର ଫାଇଦା ଉଠାଇ ନୀରିହ ଲୋକଙ୍କ ଜୀବନ ସହ ଖେଳୁଥିଲେ ଚାରି କ୍ୱାକ୍ ଡାକ୍ତର । ପାଖରେ ନଥିଲା ଡାକ୍ତରୀ ଡିଗ୍ରୀ । ତଥାପି ଚିକିତ୍ସା ବାବଦକୁ ଚଢା ଦରରେ ଫିସ୍ ନେବା ସହ ଚାଲିଥିଲା
ଭଦ୍ରକ ତହସିଲଦାର ଓ ପୋଲିସର ମିଳିତ ଉଦ୍ୟମରେ ବିପୁଳ ପରିମାଣର ଚୋରା ମଦ ଜବତ, ୩ ଗିରଫ-
ଭଦ୍ରକ ତହସିଲଦାର ଓ ପୋଲିସର ମିଳିତ ଉଦ୍ୟମରେ ଦୁଇଟି ଜାଗାରେ ଚଢ଼ାଉ କରାଯାଇଛି । ଚଢ଼ାଉ ବେଳେ ବିପୁଳ ପରିମାଣର ଦେଶୀ ମଦ ଜବତ କରାଯାଇଛି । ଚୋରା ମଦ କାରବାର ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ ।
ଜଣେ ୫ ବର୍ଷର ନିଷ୍ପାପ ଓ ନିରୀହ ଶିଶୁ କନ୍ୟାକୁ ଚକୋଲେଟର ଲୋଭ ଦେଖାଇ ଦୁଷ୍କର୍ମ, ଜଣେ ଗିରଫ-
ଯାଜପୁର ଜିଲ୍ଲା ବିହାରୀ ପଞ୍ଚାୟତ ଅଞ୍ଚଳରୁ ଲଜ୍ଜାଜନକ ଘଟଣା ସାମନାକୁ ଆସିଛି । ଯାହା ସୂଚନା ମିଳିଛି ଚକୋଲେଟ୍ ଲୋଭ ଦେଖାଇ ଜଣେ ୫ ବର୍ଷର ନିଷ୍ପାପ ଓ ନିରୀହ ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି ।
ବିପୁଳ ପରିମାଣର ଗଞ୍ଜେଇ ଆଶ୍ରମ ଭିତରୁ ଜବତ୍-
ରାଜ୍ୟରେ ଏବେ ବହୁ ସ୍ଥାନରେ ଗଞ୍ଜେଇ ଚୋରାଚାଲାଣ ଖୁଲମଖୁଲା ଭାବରେ ଚାଲିଥିବା ବେଳେ ଆଜି ସମ୍ବଲପୁରର ଏକ ପ୍ରମୁଖ ଆଶ୍ରମ ଭିତରୁ ବିପୁଳ ପରିମାଣ ଗଞ୍ଜେଇ ଜବତ୍ କରିଛି ଅବକାରୀ ବିଭାଗ ।
ଭାରତୀୟ ସେନାର ପରାମର୍ଶ କ୍ରମେ ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଛି-
ଆତଙ୍କବାଦୀମାନଙ୍କୁ ଭଲ ବାଟକୁ ଫେରାଇ ଆଣିବାରେ ଭାରତୀୟ ସେନା ସଫଳ ହେଉଛି । ଶୁକ୍ରବାର ଦକ୍ଷିଣ କଶ୍ମୀରର ଶୋପିଆ ଜିଲ୍ଲାର ହାଞ୍ଜିପୋରା ଅଂଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି ।
ମହାପ୍ରଭୁଙ୍କ ଚାଲିଛି ଗୁପ୍ତ ସେବା: ମହାସ୍ନାନ ପରେ ଚତୁର୍ଦ୍ଧାମୂର୍ତ୍ତି ଜ୍ୱରରେ କମ୍ପୁଛନ୍ତି,
ମହାପ୍ରଭୁଙ୍କ ମହାସ୍ନାନ ପରେ ଏବେ ଜ୍ୱରରେ କମ୍ପୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଅତ୍ୟଧିକ ସ୍ନାନ ହେତୁ ଏବେ ଜ୍ୱରରେ ପଡିଛନ୍ତି ମହାବିଗ୍ରହ । ଯାହାଫଳରେ ଏବେ ଜାରି ରହିଛି ମହାପ୍ରଭୁଙ୍କ ଅନବସର ନୀତି ।