ଚଳିତବର୍ଷ କରୋନା ସଂକ୍ରମଣ ଭୟ ରହିଥିବାରୁ ବିନା ଭକ୍ତରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା ହେବ ବୋଲି ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି ।
Category: State
ନିଶାଗ୍ରସ୍ତ ଅବସ୍ଥାରେ ବାପା ନିଜ ଝିଅ ସହ ଦୁର୍ବ୍ୟବହାର କରିବାରୁ ମା ଚୁଲି ଫୁଙ୍କନଳୀରେ ମାରିଦେଲା –
ନିଶାଗ୍ରସ୍ତ ଅବସ୍ଥାରେ ନିଜ ଝିଅ ସହ ବାପା ଦୁର୍ବ୍ୟବହାର କରିବାରୁ ମା ଫୁଙ୍କନଳୀରେ ପିଟିପିଟି ମାରିଦେଇଥିବା ଖବର ସାମ୍ନାକୁ ଆସିଛି । ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ତେଣ୍ଡା ଗାଁରେ ଏଭଳି ଘଟଣା ଘଟିଛି ।
ଚଳଚଞ୍ଚଳ ରଥଖଳା, ୩ ରଥର ୨୧ ଚକ ନିର୍ମାଣ କାର୍ଯ୍ୟ ଶେଷ –
ରଥଯାତ୍ରା ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ରଥଖଳା । ଫଳରେ ରଥର ବିଭିନ୍ନ କାର୍ଯ୍ୟ ଶେଷ ହେବାକୁ ବସିଲାଣି । ଏହାରି ଭିତରେ ପୁର୍ବରୁ ଭଉଁରୀ ଯାତ୍ରା ଅବସରରେ ୩ରଥର ୨୧ଟି ଚକର ନିର୍ମାଣ ଶେଷ ହୋଇଥିବା ବେଳେ ଗତକାଲି ଆଉ ୫ଟି ଚକର ନିର୍ମାଣ ସରି ମୋଟ ୨୬ଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ।
କ୍ରାଇମବ୍ରାଞ୍ଚ ୨ କୋଟି ମୂଲ୍ୟର ବ୍ରାଉନ ସୁଗାର ଜବତ କଲା
ଗତବର୍ଷ ପରି ଚଳିତବର୍ଷ ମଧ୍ୟ ଲକଡାଉନ୍ ସମୟରେ ଜବତ କରୁଛି ବହୁଳ ପରିମାଣର ନିଶାଦ୍ରବ୍ଯ। ରାଜ୍ୟ କ୍ରାଇମବ୍ରାଞ୍ଚ ପୋଲିସ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ କରି ଶୁକ୍ରବାର ଦିନ ଜିଲ୍ଲାର ଜଲେଶ୍ୱର ଅଞ୍ଚଳରେ ତିନି ଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି।
ପାନୀୟ ଜଳର ସଙ୍କଟରେ ଗ୍ରାମବାସୀ
ପାନୀୟ ଜଳର ସଙ୍କଟରେ ଗ୍ରାମବାସୀ
Khabar Aajira.
ପଞ୍ଚଭୂତରେ ଲୀନ ହେଲେ ବିଜୟଶ୍ରୀ ରାଉତରାଏ ।
ଯୁବକ ଗାର୍ଲଫ୍ରେଣ୍ଡ ଚକ୍କରରେ ଅନଲାଇନ ୯୫ ହଜାର ଟଙ୍କା ହରାଇଲେ-
କରୋନା ମହାମାରୀ ଜାରି ରହିଥିବାରୁ ଲୋକେ ଅନଲାଇନରେ ସମସ୍ତ ସୁବିଧା ପାଇପାରୁଛନ୍ତି । କଟକ ବିଡାନାସୀର ଜଣେ ଯୁବକ ଅନଲାଇନରେ ଗାର୍ଲଫ୍ରେଣ୍ଡ ଅର୍ଡର କରିବା ଚକ୍କରରେ ୯୫ ହଜାର ଟଙ୍କା ହରାଇଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ବର୍ଷର ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ ଘୋଷଣା କଲେ –
ଚଳିତ ବର୍ଷର ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରୀକ୍ଷା ଠାରୁ ଛାତ୍ରଛାତ୍ରୀଙ୍କ ଜୀବନ ବହୁ ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଘୋଷଣା ଛାଛାତ୍ରଛାତ୍ରୀ ମାନଙ୍କୁ ଅସ୍ବସ୍ତି ଆଣିଦେବ।
ପଞ୍ଚବର୍ଷୀକ ଯୋଜନା ଶ୍ରୀମନ୍ଦିରର ବିଭିନ୍ନ ମରାମତି କାର୍ଯ୍ୟ ଏବଂ ସଂରକ୍ଷଣ ପାଇଁ ହେବ –
ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ବାର୍ଷିକ ବୈଠକରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ,ତେବେ ଏହି ବୈଠକଟି ମନ୍ଦିର ଭିତରେ ମରାମତି ଏବଂ ରକ୍ଷଣାବେକ୍ଷଣ କାର୍ୟ୍ୟକୁ ସମନ୍ୱିତ କରିବା ପାଇଁ ଅନୁଷ୍ଠିତ ହୋଇଥାଏ ।
ଯୁବକ-ଯୁବତୀଙ୍କ ମୃତଦେହ ଗଛରେ ଝୁଲୁଛି, ପୋଲିସର ତଦନ୍ତ ଆରମ୍ଭ
ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରୁ ଯୁବକ-ଯୁବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ତେବେ କେମିତି ଓ କେଉଁ ପରିସ୍ଥିତିରେ ଉଭୟଙ୍କ ମୃତ୍ୟୁ ହେଲା ସେ ନେଇ ପୋଲିସ ଯାଞ୍ଚ ଆରମ୍ଭ କରିଛି ।