ରାଜଧାନୀରୁ ଯୁବବଙ୍କ ମୃତ ଦେହ ଉଦ୍ଧାର

 କଟକରୁ ନିଖୋଜ ଥିଲେ ଯୁବକ । ଭୁବନେଶ୍ୱରରୁ ମିଳିଲା ମୃତଦେହ । କଟକରୁ ନିଖୋଜ ଯୁବକଙ୍କ ମରଶରୀର ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାର ଅଞ୍ଚଳରୁ ଉଦ୍ଧାର ହୋଇଛି । ମୃତକଙ୍କ ନାଁ ଅଭିଷେକ

ଧାନବସ୍ତା ରଖି ଖୋର୍ଦ୍ଧା-କଣ୍ଟିଲୋ ମୁଖ୍ୟ ରାସ୍ତା ଅବରୋଧ କଲେ ଶତାଧିକ ଚାଷୀ

ମଣ୍ଡି ଅବ୍ୟବସ୍ଥା ଓ ଧାନକିଣା ସମସ୍ୟା । ମଣ୍ଡିରେ ଅନିୟମିତତା ପ୍ରତିବାଦରେ ତାତିଲେ ଚାଷୀ । ଶହ ଶହ ବସ୍ତା ଧାନ ଧରି ଶତାଧିକ ଚାଷୀଙ୍କ ଖୋର୍ଦ୍ଧା-କଣ୍ଟିଲୋ ମୁଖ୍ୟ ରାସ୍ତା ଅବରୋଧ । କଢ଼ାମଲ ପୁଇଁଚା ମଣ୍ଡିରେ ଅନିୟମିତତା

ମାଷ୍ଟରମାଇଣ୍ଡ ସମେତ ୫ଜଣଙ୍କୁ ଗିରଫ କଲା ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ , ୨୧ଲକ୍ଷ ଲୁଟ୍ ଘଟଣାର ପର୍ଦ୍ଦାଫାଶ;

ଗତ ୧୭ ତାରିଖରେ ବନ୍ଧୁକ ମୁନରେ ହୋଇଥିବା ୨୧ଲକ୍ଷ ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାଶ କରିଛି ସୁବର୍ଣ୍ଣପୁର ପୋଲିସ । ଏହି ଘଟଣାରେ ମାଷ୍ଟରମାଇଣ୍ଡ ରାଇଟର ସେଫ୍‌ଗାର୍ଡ ଏଜେନ୍ସିର ଏଟିଏମ୍ ଅଫିସର ସୁନୀଲ କୁମାର

ଦୁଇ ଶ୍ରମିକ ଶୋଇଥିବା ସମୟରେ ଦଳିଦେଲା ଦନ୍ତା,ଘଟଣାସ୍ଥଳରେ ଦୁଇ ଶ୍ରମିକଙ୍କ ମୃତ୍ୟୁ

ଦୁଇ ଶ୍ରମିକ ଶୋଇଥିବା ଅବସ୍ଥାରେ ଦଳି ଦେଲା ଦନ୍ତା ହାତୀ । ଘଟଣାସ୍ଥଳରେ ସେମାନଙ୍କ ମୃତ ହୋଇଥିବା ସୁଚନା ମିଳିଛି । ଏଭଳି ଘଟଣା ଘଟିଛି ସଦର ଫରେଷ୍ଟ ରେଞ୍ଜ କୁଡେରନିଶା ଗାଁରେ ।

ଆଜିଠୁ ମାଲକାନଗିରି ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ

ଆଜି ରାତିଠୁ ମାଲକାନଗିରି ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହେବ । ମାଲକାନଗିରି ଜିଲ୍ଲାରେ ମଧ୍ୟ ସଂକ୍ରମଣ ଭୟ ବଢିଛି । ଗଡ଼ ଯାତ୍ରା ଆରମ୍ଭ ହୋଇଥିବାରୁ ସତର୍କ ହୋଇଛି ଜିଲ୍ଲା ପ୍ରଶାସନ ।

ଏକକାଳୀନ 4ଟି ସ୍ଥାନରେ ରେଡ୍ ; ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଆରଏସ

ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କେନ୍ଦୁଝର ମୁକୁନ୍ଦପୁରପାଟଣା ଜିଆରଏସଙ୍କ ଘରେ ଭିଜିଲାନ୍ସ ରେଡ୍ । ଜଣେ ପରେ ଜଣେ ସରକାରୀ କର୍ମଚାରୀ ଦୁର୍ନୀତି ପାଇଁ

ବରଗଡ଼ ପୋଲିସକୁ ସଫଳତା, 33 ହଜାର 500 ଟଙ୍କାର ନକଲି ନୋଟ ଜବତ

ବରଗଡ଼ ପୋଲିସକୁ ବଡ ସଫଳତା । 33 ହଜାର 500 ଟଙ୍କାର ନକଲି ନୋଟ ଜବତ ହୋଇଛି । ଜଣେ ଛେଳି ବେପାରୀଙ୍କ ଠାରୁ ଡକାୟତି କରିବା ଫଳରେ ଫିଟିଲା ଗୁମର । ବରଗଡ଼

୧୮ ଜଣ ଛାତ୍ର ରାଗିଂ କରିବା ଅଭିଯୋଗରେ ୫୪ ହଜାର ଟଙ୍କାର ତଣ୍ଡ

ସମ୍ବଲପୁରର ବୁର୍ଲା ଭୀମସାରେ ୧୮ ଜଣ ଛାତ୍ର ରାଗିଂ କରିବା ଅଭିଯୋଗରେ ସେମାନଙ୍କଠାରୁ ୫୪ ହଜାର ଟଙ୍କାର ଜରିମାନା ଲାଗୁ ହୋଇଛି । ଭୀମସାରରେ ଛାତ୍ରଙ୍କୁ ରାଗିଂ ଘଟଣାରେ ତଦନ୍ତ କମିଟିର ରିପୋର୍ଟ ପରେ

୧୪୪ ଧାରା ଜାରି ; ସ୍କୁଲ ଠିକା କାମକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ପଟ୍ଟାମୁଣ୍ଡାଇ ପୌରାଞ୍ଚର ୧୧ନଂ. ୱାର୍ଡ ସଂଖ୍ୟାଲଘୁ ବସ୍ତିରେ ଏକ ସ୍କୁଲ ଠିକା କାମକୁ ନେଇ ସଂଖ୍ୟାଲଘୁ ଓ ଦଳିତ ସମ୍ପ୍ରଦାୟ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡିଛି । ପରିସ୍ଥିତି ଅଣାୟତ୍ତ

ରାଜ୍ୟର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ, ‘ମୋ କଲେଜ’ ପୋର୍ଟାଲ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ପ୍ରଥମେ ‘ମୋ ସ୍କୁଲ’ ପରେ ଏବେ ‘ମୋ କଲେଜ’ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂରେ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି । ବିଭିନ୍ନ

1 74 75 76 77 78 114