ଜଙ୍ଗଲ ନିଆଁକୁ ଆୟତ୍ତ ପାଇଁ ଆକ୍ସନ ମୋଡରେ ରାଜ୍ୟ ସରକାର । ନିଆଁ ଆୟତ୍ତ ପାଇଁ ଟାସ୍କ ଫୋର୍ସ ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୯ ଜଣିଆ କମିଟି ଗଠନ କରିଛନ୍ତି
Category: State
ଜଙ୍ଗଲରେ ନିଆଁ ଲଗାଇଲେ ଗିରଫ, ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ବାବଦରେ ସୂଚନା ଦେଲେ ମିଳିବ ପୁରସ୍କାର
ରାଜ୍ୟରେ ଅଣାୟତ୍ତ ହେଲାଣି ଜଙ୍ଗଲ ନିଆଁ । ଲିଭାଇବା କାମରେ ଲାଗିଛନ୍ତି ବନ ବିଭାଗ ଓ ଅଗ୍ନିଶମ ବାହିନୀ କର୍ମଚାରୀ । ଏଣିକି ଜଙ୍ଗଲରେ ନିଆଁ ଲଗାଇବେ ଗିରଫ ହେବେ । ଏନଇ କଡ଼ା
ଶିମିଳିପାଳ ଜଙ୍ଗଲରେ ନିଆଁ ଲିଭା ପାଇଁ ପଠାଗଲା ଆଉ ଚାରୋଟି ଅଗ୍ନିଶମ ଟିମ
ଲିଭିବାର ନାଁ ଧରୁନି ଶିମିଳିପାଳରେ ନିଆଁ । ଉତ୍ତର ଶିମିଳିପାଳରେ ଏହି ନିଆଁ ପ୍ରାୟ ୧୮ଟି ସ୍ଥାନରେ ଲାଗିଛି । ନିଆଁ ଲିଭା କାର୍ଯ୍ୟରେ ଅଗ୍ନିଶମ ବିଭାଗ ଏବଂ ବନ ବିଭାଗର କର୍ମଚାରୀ ନିୟୋଜିତ
ବଡ ମେଡିକାଲ ଛାତରୁ ସିଲିଂ ଫ୍ୟାନ ପଡି ରୋଗୀ ଗୁରୁତର
ଆଜି ସକାଳେ କଟକ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ସର୍ଜରୀ ୱାର୍ଡ ଭିତରେ ଚଳନ୍ତା ସିଲିଂ ଫ୍ୟାନ୍ ଜଣେ ମହିଳାଙ୍କ ଉପରେ ପଡ଼ିଯିବାରୁ ସେ ଆଘାତ ହୋଇଛନ୍ତି ।ସୂଚନାନୁସାରେ, ଯାଜପୁରର ବାସିନ୍ଦା ଜଣେ ମହିଳାଙ୍କୁ
ପରିବେଶ ଅପରିଚ୍ଛନ୍ନତା ଓ ବଜ୍ୟ ପକାଇବା କ୍ଷେତ୍ରରେ ଶ୍ରେଷ୍ଠ ୨୩ତମ ସ୍ଥାନରେ ଓଡିଶା
ଓଡିଶା ପରିବେଶ ପ୍ରଦୂଷଣ କ୍ଷେତ୍ରରେ ସର୍ବୋଚ୍ଚ ସ୍ଥାନ ଗ୍ରହଣ କରିଛି । ଦେଶର ସମସ୍ତ ରାଜ୍ୟ ମଧ୍ୟରେ ଓଡିଶା ପରିବେଶର ଅପରିଚ୍ଛନ୍ନତା ଓ ବଜ୍ୟ ଖୋଲାରେ ପକାଇବା କ୍ଷେତ୍ରରେ ୨୩ତମ ସ୍ଥାନ ଅଧିକାର କରିଛି
ବ୍ରହ୍ମପୁରରେ ଫେଲ ମାରିଲା ଡିଜିଟାଲ ଡୋର ନମ୍ବରିଂ ସିଷ୍ଟମ, କାର୍ଯ୍ୟ ଶୂନ
ପଦାରେ ପଡୁଛି ଗୋଟିଏ ପରେ ଗୋଟିଏ ଦୁର୍ନୀତି । ରାଜସ୍ୱ ଟଙ୍କାକୁ ଅପବ୍ୟବହାର କରୁଛି ବ୍ରହ୍ମପୁର ମହାନଗର ନିଗମ । ନୂଆ ନୂଆ ଯୋଜନା କରି ରାଜ୍ୟ ରାଜକୋଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛି ବ୍ରହ୍ମପୁର ମହାନଗର
ରେଳ ଧାରଣାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର
ଭୁବନେଶ୍ୱର ଲିଙ୍ଗରାଜ ଟେମ୍ପଲ ରୋଡ୍ ଷ୍ଟେସନ୍ ନିକଟ ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ୍ୟୁ ବରଣ କରିଥିବା ଯୁବକ ଜଣକ ହେଉଛନ୍ତି ଭୀମଟାଙ୍ଗୀ ଅଂଚଳର ସୁବାସ ସାହୁ । ସେ
ସିଆରପିଏଫ ଛକରେ ଯୁବକଙ୍କୁ ହତ୍ୟା ଘଟଣାରେ 3ଟି ମାମଲା ରୁଜୁ କଲା ପୋଲିସ
ଭୁବନେଶ୍ୱରର ସିଆରପିଏଫ ଛକରେ ଯୁବକଙ୍କୁ କାର ଭିତରେ ହତ୍ୟା ଘଟଣାରେ 3ଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ସିଆରପି ହତ୍ୟା ଘଟଣା,ପିସିଆର ଭଙ୍ଗା ରୁଜା ଘଟଣା ଓ ଅଭିଯୁକ୍ତଙ୍କୁ
୧୬ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର
ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ୧୬ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର । ଓଡ଼ିଶା ଲୋକାୟୁକ୍ତଙ୍କ ୨୦୧୯ ରିପୋର୍ଟକୁ କ୍ୟାବିନେଟ ଅନୁମୋଦନ। ୮ଟି ଜିଲ୍ଲାରେ ୬୪ଟି ପ୍ରଶିକ୍ଷିତ ପୁନର୍ବାସ କର୍ମଚାରୀ ପଦବୀ
ନକଲି କୋର୍ଟ କପି ଦାଖଲ କରିବା ହେଲା ମହଙ୍ଗା, ଗିରଫ ହେଲେ ଓକିଲ
କୋର୍ଟରେ ନକଲି କୋର୍ଟ କପି ଦାଖଲ କରିବା ଅଭିଯୋଗରେ ସମ୍ବଲପୁର ଜିଲ୍ଲାର ଜୁଜୁମୁରା ପୋଲିସ ଜଣେ ଓକିଲଙ୍କୁ ଗିରଫ କରିଛି । ଖବର ଅନୁଯାୟୀ, ଓକିଲ ବ୍ରଜମୋହନ ପ୍ରଧାନ ଏକ ନକଲି କୋର୍ଟ ନିର୍ଦ୍ଦେଶ

