ସୋସିଆଲ ମିଡିଆ ଓ OTT ପ୍ଲାଟଫର୍ମ ପାଇଁ କଡା ଗାଇଡ୍ଲାଇନ, 24 ଘଣ୍ଚାରେ ହଟିବ ଆପତ୍ତିଜନକ କଣ୍ଟେଣ୍ଟ

ଦେଶରେ ସୋସିଆଲ ମିଡିଆ ଓ OTT ପ୍ଲାଟଫର୍ମ ପାଇଁ ଆସିବ ଗାଇଡ୍‌ଲାଇନ । ଗାଇଡ୍‌ଲାଇନ୍‌ ନେଇ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ ପ୍ରକାଶ ଜାଭଡେକର ପ୍ରେସ୍‌ମିଟରେ ସୂଚନା ଦେଇଛନ୍ତି  । ଅଭିଯୋଗ ଆସିଲେ ତଦନ୍ତ

ଦଶାହ ଭୋଜି ଖାଇ ପଏଁର ଗାଁର ୨୦ରୁ ଅଧିକ ଲୋକ ଅସୁସ୍ଥ-

ଦଶାହ ଭୋଜି ହେଲା କାଳ । ଭୋଜି ଖାଇ ନୂଆପଡା ଜିଲ୍ଲା କୋମନା ବ୍ଲକ୍ ପଏଁର ଗାଁର ୨୦ରୁ ଅଧିକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସମସ୍ତଙ୍କୁ କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି

ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଉଦ୍ଦେଶ୍ୟରେ କରିଥିବା ଏସିଡ୍ ମାଡ଼ର ଅଭିଯୁକ୍ତ ଦୀର୍ଘ ୧୯ ବର୍ଷ ପରେ ଧରାପଡିଲା-

୧୯ ବର୍ଷ ପରେ ଗିରଫ ହେଲା ଏସିଡ ମାଡ଼ କରିଥିବା ଅଭିଯୁକ୍ତ । ଦୁଷ୍କର୍ମ ଉଦ୍ୟମ ପାଇଁ ଏସିଡ ମାଡ଼ କରାଯାଇଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତ ସୁବାସ ବେହେରାକୁ ଗିରଫ କରିଛି ଭଦ୍ରକ

ଓଡ଼ିଶା ୧୨ଟି ରାଜ୍ୟରୁ ଫେରୁଥିବା ଲୋକଙ୍କ ଉପରେ ନଜର ରଖିବ- କରୋନା ଡ଼ର

କରୋନାର ନୂଆ ଷ୍ଟ୍ରେନ୍ କୁ ନେଇ ଭୟ ବଢିଥିବା ବେଳେ ରାଜ୍ୟ କଟକଣା କୁ ମଧ୍ୟ କଡାକଡି କରାଯାଇଛି । ପ୍ରଥମେ ବିମାନ ବନ୍ଦରରେ ଦେଶ ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବା

ଚେନ୍ନାଇର ପକ୍ଷୀପ୍ରେମୀ ଯୋଶେଫ ଦୈନିକ ୭୫ କେଜିର ଆହାର ୪ ହଜାର ପକ୍ଷୀଙ୍କୁ ଦେଉଛନ୍ତି –

ପୋଷିଛନ୍ତି ୪ ହଜାର ରୁ ଅଧିକ ଶୁଆ । ଦିନକୁ ସେମାନଙ୍କ ପାଇଁ ଖର୍ଚ୍ଚ ହେଉଛି ୭୫ କେଜି ଚାଉଳ । ଆୟ ର ଅଧା ଖାଇଦେଉଛନ୍ତି ପକ୍ଷୀ । ତଥାପି ହସ ଖୁସି

ଅଶ୍ୱିନ ଟେଷ୍ଟ କ୍ରିକେଟରେ ୪୦୦ ୱିକେଟ ପୂରଣ କଲେ-

ଚତୁର୍ଥ ଭାରତୀୟ କ୍ରିକେଟର ଭାବେ ଟେଷ୍ଟ କ୍ରିକେଟରେ ୪୦୦ ୱିକେଟ ପୂରଣ କରିଛନ୍ତି ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ସିରିଜର ତୃତୀୟ ଟେଷ୍ଟର ଇଂଲଣ୍ଡର

ସୁରକ୍ଷାବାହିନୀ ଲଗାତାର ତିନି ଦିନ ଧରି ମାଓ ବିରୋଧୀ ଅଭିଯାନରେ ସାତୋଟି କ୍ୟାମ୍ପ ଧ୍ୱଂସ କଲେ –

ସୁରକ୍ଷାକର୍ମୀଙ୍କ ପକ୍ଷରୁ ଲଗାତାର ତିନି ଦିନ ଧରି ଛତିଶଗଡ଼ ରାଜ୍ୟର ନାରାୟଣପୁର ଓ କାଙ୍କେରରେ ଆଦି ସ୍ଥାନେରେ କରାଯାଇଥିବା ମାଓ ବିରୋଧୀ ଅପରେସନରେ ମିଳିଛି ବଡ ସଫଳତା । ଅପରେସନ ସଙ୍ଗମ ନାଁରେ କରାଯାଇଥିବା

କୋହଲିଙ୍କ ନେତୃତ୍ୱରେ ୨୨ତମ ବିଜୟ ଭାରତକୁ ଘରୋଇ ପଡ଼ିଆରେ ମିଳିଲା,

ଭାରତୀୟ କ୍ରିକେଟ ଟିମ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ଇଂଲଣ୍ଡ ବିପକ୍ଷରେ ଗୁରୁବାର ୩ୟ ଟେଷ୍ଟ ମ୍ୟାଚରେ ୧୦ ୱିକେଟ୍‌ରେ ବିଜୟୀ ହୋଇଛି । ଏଥି ସହିତ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ

ମହାନଦୀର ମହାସତ ମାନିଲେ ରାଜ୍ୟ ସରକାର

ମହାନଦୀର ମହାସତ ମାନିଲେ ରାଜ୍ୟ ସରକାର । ସଙ୍କଟରେ ମହାନଦୀ । ଧିରେଧିରେ ଶୁଖୁଛି ମହାନଦୀ ଜଳ । ଶୁଖିଯିବ ଓଡ଼ିଶାର ବଡ଼ ନଦୀ ମହାନଦୀର ଜଳ । ଏସବୁ କଥା ଆମେ କହୁନାହଁ

ଆଜି ଭାରତ ବନ୍ଦ, ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ଦେଇଛି ୧୨ ଘଣ୍ଟିଆ ବନ୍ଦ ଡାକରା

ଆଜି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ବ୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ ରୁ ସଂଧ୍ୟା ୬ ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ର ପ୍ରଭାବ ଚାରିଆଡେ ଦେଖିବାକୁ ମିଳିଛି,