ରାଜ୍ୟର ଗ୍ରାମଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇଦେବାକୁ ବିଜୁ ଜନତା ଦଳର ସଭାପତି ତଥା ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିବଦ୍ଧ ଗଞ୍ଜାମ 1ଟୀ ବୃହର୍ତ୍ତ ଗ୍ରାମ୍ୟ ପାନୀୟ
Category: Regional
ଶେଷ ହେଲା ମାଁ ବ୍ରାହ୍ମଣ ଦେବୀ ଯାତ୍ରା
ବେଲଗୁଣ୍ଠାରେ ଐତିହାସିକ ଠାକୁରାଣୀ ଯାତ୍ରା ଚାଲିଥିବା ବେଳେ ବର୍ତମାନ ଏହା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ।ଶେଷ ପଟୁଆର ଭାବେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ମହାମାୟୀଙ୍କ ଏହି ବର୍ଷ ର ଶେଷ ନଗର
ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି ବ୍ରହ୍ମପୁର ମହାନଗର ବାସୀ
ରାଜ୍ଯ ସରକାର ପାନୀୟ ଜଳ ଯୋଗାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ସାଧାରଣ ଜନତା ପାଖରେ ପହଞ୍ଚୁନି ପିଇବାକୁ ଟୋପାଏ ପାଣି l ଗ୍ରୀଷ୍ମ ଋତୁରେ ମହାନଗର ଅଞ୍ଚଳରେ ଉତ୍କଟ
ସମ୍ବଲପୁରରେ ନୂତନ ଏସପି ଭାବେ ଦାୟିତ୍ବ ଗ୍ରହଣ କଲେ ମୁକେଶ କୁମାର ଭାମୁ
ସମ୍ଵଲପୁରରେ ନୂତନ ଏସପି ଭାବେ ମୁକେଶ କୁମାର ଭାମୁ ଦ୍ବାୟିତ୍ବ ଗ୍ରହଣ କରିଥିବା ବେଳେ ପୁର୍ବତ୍ତନ ଏସପି ବାଟୁଲା ଗଙ୍ଗାଧର ବିଧିବଦ୍ଧ ଭାବେ ଦ୍ଵାୟିତ୍ବ ହସ୍ତାନ୍ତର କରିଛନ୍ତି । ଏହି ସମୟରେ ଜିଲ୍ଲାର ସମସ୍ତ
ସମ୍ବଲପୁର ଗ୍ରସ୍ତରେ 5t ସଚିବ ଭି କେ ପାଣ୍ଡିଆନ
ଦିନିକିୟା ସମ୍ବଲପୁର ଗ୍ରସ୍ତରେ ଆସି 5t ସଚିବ ସମଲେଇ ପ୍ରକଳ୍ପ ର ଅଗ୍ରଗତି କାର୍ଯ୍ୟ ସମୀକ୍ଷା କରିଛନ୍ତି l ଏହାସହ ସମ୍ବଲପୁର ଜିଲ୍ଲାର ବିଭିନ୍ନ ମନ୍ଦିର ର ପରିଚାଳନା କମିଟିର ସଦସ୍ୟ ମାନେ ନିଜ
ମନମୋହନ ସାମଲଙ୍କ ମନ୍ତବ୍ୟକୁ ଡାକ୍ତର ଦାମୋଦର ରାଉତଙ୍କ କଟାକ୍ଷ
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ମନ୍ତବ୍ୟକୁ ନେଇ ବରିଷ୍ଠ ରାଜନେତା ଡାକ୍ତର ଦାମୋଦର ରାଉତଙ୍କ କଟାକ୍ଷ । ଦାମୋଦର କହିଛନ୍ତି, ବୁଦ୍ଧି ନଦିଶଇ ଘରକୁ, କହି ଦେଉଥାଇ ପରକୁ । କର୍ଣ୍ଣାଟକ ନିର୍ବାଚନ
“ମୋ ଘର” ଯୋଜନାକୁ କ୍ୟାବନେଟରେ ମଞୁରୀ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକ ଶେଷ ହୋଇଛି । କ୍ୟାବିନେଟରେ ୧୮ ଟି ପ୍ରସ୍ତାବରେ ମୋହର ବାଜିଛି । ‘ମୋ ଘର’ ଯୋଜନାରେ ବାଜିଛି କ୍ୟାବିନେଟ ମୋହର ।
ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଭଦ୍ରକ ବିଧାୟକ ଶ୍ରୀଯୁକ୍ତ ସଞ୍ଜିବ କୁମାର ମଲ୍ଲିକ ଙ୍କ ଦ୍ୱାରା ସମ୍ବର୍ନ୍ଧନା
ସର୍ବ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାସଲ ତଥା ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଭଦ୍ରକ ବିଧାୟକ ଶ୍ରୀଯୁକ୍ତ ସଞ୍ଜିବ କୁମାର ମଲ୍ଲିକ ଙ୍କ ଦ୍ୱାରା
ବାଘୁଆ ପୋଖରୀରେ ବିଷର ଭୟ : ମରି ଭାସୁଛନ୍ତି ମାଛ, ଶରୀସୃପ ଅନେକ ଜୀବ : ଦୁର୍ବୁତ୍ତଙ୍କୁ ଗିରଫ ଦାବି କଲେ ଏସଏସଜି ଗ୍ରୁପ ମହିଳା l
ନିଶ୍ଚିନ୍ତକୋଇଲି ବ୍ଲକ ନତକାଇ ପଞ୍ଚାୟତ ଅଧୀନରେ ବାଘୁଆ ପୋଖରୀ ରହିଛି l ଏହି ପୋଖରୀ ରେ ମାଛ ଚାଷ କରିବା ପାଇଁ ସ୍ଥାନୀୟ ଗ୍ରାମର ମା ବୁଢ଼ୀ ଜାଗୁଳାଇ ସ୍ୱୟଂ ସହାୟକ ଗୋଷ୍ଠି ମହିଳା
ଘରୁ ଡାକି ନେଇ ସ୍ତ୍ରୀ କୁ ହତ୍ୟା କଲା ସ୍ବାମୀ
ନୂଆପଡା ଜିଲ୍ଲା କୋମନା ଥାନା ଦେଓଧରା ଘୋଡାଘାଟ ନଦୀ ପାଖରେ ଗତକାଲି ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।ଏହା କୁ ନେଇ ପୋଲିସର ଅଧିକ ତଦନ୍ତ ପରେ ମୃତ ମହିଳା ଜଣକ କୋମନା

